IBPS ରିସର୍ଚ୍ଚ ଆସୋସିଏଟ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରୁଛି। ଯେଉଁପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କର ଦରମା ବର୍ଷକୁ ୧୨ ଲକ୍ଷ ଟଙ୍କା।
ଅଟୋଗ୍ରାଫ୍ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି ରିତ୍ସୁକିଙ୍କୁ ପ୍ରଶଂସା କରି କହିଥିଲେ, Waah! ହିନ୍ଦୀ ତୁମେ କେଉଁଠୁ ଶିଖିଲ ? ଏତେ ଭଲ ଭାବରେ ତୁମେ ହିନ୍ଦୀ ଜାଣିଛ ?
ଗତ ୨-୩ ଦିନ ଧରି ସନ୍ଧ୍ୟାରେ ଝଡ଼ତୋଫାନ ଓ ବଜ୍ରପାତ ହେଉଥିଲା। ହେଲେ ଆଜି ସକାଳେ ହଠାତ୍ ଆକାଶରେ କଳା ବାଦଲ ଘୋଟି ଆସିବା ସହ ବର୍ଷା ଆରମ୍ଭ ହୋଇଥିଲା।
ଭାରି ପଡିଲା ଅଜୟ ଦେବ୍ଗନ୍ ଷ୍ଟାଇଲ୍ ଷ୍ଟଣ୍ଟ୍ବାଜି । ଜେଲ୍ ଗଲେ ଯୁବକ ।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ, ସୋମବାର । ପୂର୍ଣ୍ଣିମା - ୮ମୀ ଦିବା ୧୧/୩୪/୪୯ ଗତେ ୯ମୀ ଚନ୍ଦ୍ର- କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନ ରାଶିରେ, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ ରାତ୍ରି ୧୦/୨୫/୫୮ ଗତେ ୧ ପାଦ କୁଟୁମ୍ଭ ହାନି ତିଳକାଞ୍ଚନ ଦାନ ।
ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ...
ଭାରତୀୟ ପରମ୍ପରାରେ ତୁଳସୀ ଏକ ପବିତ୍ର ଗଛ। ଏଥିରେ ରହିଛି ଅନେକ ଔଷଧିୟ ଗୁଣ। ତେବେ ତୁଳସୀକୁ ନେଇ କ’ଣ କୁହେ ବିଭିନ୍ନ ପୌରାଣିକ କାହାଣୀ ଓ ଆୟୁର୍ବେଦ ଶାସ୍ତ୍ର ଆସନ୍ତୁ ଜାଣିବା।
ପିଠି ଏବଂ ବେକ ଯନ୍ତ୍ରଣାଜନିତ ସମସ୍ୟାକୁ ଏଡାଇବା ପାଇଁ ଭୁଜଙ୍ଗାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଏହି ଅଭ୍ୟାସ ଆପଣଙ୍କ ପେଟ, ଛାତି ଏବଂ କାନ୍ଧର ଉତ୍ତମ ପ୍ରସାରଣରେ ବହୁତ ସହାୟକ ହୋଇଥାଏ।
ଟ୍ରାନ୍ସଜେଣ୍ଡରମାନଙ୍କୁ ଆମ ସମାଜରେ ହୀନ ଦୃଷ୍ଟିରେ ଦେଖାଯାଏ। ଫଳରେ ଏଭଳି ପରିସ୍ଥିତିରେ କୌଣସି ଏକ ବଡ଼ ପଦବୀ ହାସଲ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ୍ ହୋଇଥାଏ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ସେମାନଙ୍କର ପରିଶ୍ରମ ଓ ନିଷ୍ଠା ବଳରେ ଉଚ୍ଚ ପଦବୀ ହାସଲ କରିଛନ୍ତି। ତେବେ ଆସନ୍ତୁ ଏମିତି ୮ଜଣ ଟ୍ରାନ୍ସଜେଣ୍ଡରଙ୍କ ବିଷରେ ଜାଣିନେବା।
ଇଂଲଣ୍ଡର ବର୍ମିଂହାମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ଦଳ ଘୋଷଣା କରିଛି ବିସିସିଆଇ।
ପୋଲିସ ଅନୁମାନ କରୁଛି ଯେ, ଭାରତୀୟ ସେନା ବାହିନୀର ସାମରିକ ଶକ୍ତି ତଥା ଗୋପନୀୟ ତଥ୍ୟ ଗୁଡ଼ିକୁ ସେ ଏହି ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଇଥାଇପାରନ୍ତି ।
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ଏବଂ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ବିନା ପରୀକ୍ଷା ଦେଇ ଆପଣ ପାଇ ପାରିବେ ସରକାରୀ ଚାକିରି।
କୁତବ ମିନାର ଖନନ ପାଇଁ ସଂସ୍କୃତି ମନ୍ତ୍ରାଳୟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିବା ନେଇ ଯେଉଁ ଖବର ପ୍ରସାରଣ ହେଉଛି, ତାହା ମିଛ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶାନ ରେଡ୍ଡି ।
ବଲିଉଡ୍ ବନାମ ସାଉଥ୍ ସିନେମା ବିବାଦ କମିବାର ନା ଧରୁନି। କିଚ୍ଚା ସୁଦୀପ ଓ ଅଜୟ ଦେବଗନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗରେ ଅନେକ ସେଲିବ୍ରେଟି ମତ ଦେଉଛନ୍ତି। ଏବେ ଅକ୍ଷୟ କୁମାରଙ୍କ ପ୍ରତିକ୍ରିୟା ଆସିଛି।
ଋଷିଆକୁ ଯାଇପାରିବେନି ଜୋ ବାଇଡେନ୍ । ଲାଗିଲା କଟକଣା ।
ବେଜିଂରେ ନୂଆ କରୋନା କେସ୍ ସାମ୍ନାକୁ ଆସିବା ପରେ ହଜାର ହଜାର ସଂଖ୍ୟକ ଲୋକଙ୍କୁ ଜୋର ଜବରଦସ୍ତ ହୋଟେଲ୍ରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଯାଇଛି। ମହାମାରୀ ଆରମ୍ଭ ହେବା ପରଠୁ ବେଜିଂ ସବୁଠାରୁ ଭୟଙ୍କର ବିପର୍ଯ୍ୟୟର ମୁକାବିଲା କରୁଛି।
ଆଙ୍ଗ୍ଜାଇଟି ବା ମାନସିକ ଚାପ ସମସ୍ତଙ୍କର ଥାଏ। ଦକ୍ଷତାର ସହ କାମ କରିବା ପାଇଁ କିଛି ମାତ୍ରାରେ ଏହା ଜରୁରୀ ମଧ୍ୟ। ହେଲେ ମାତ୍ରାଧିକ ଚାପ ଠିକ ତା’ର ବିପରୀତ ଦିଗରେ କାମ କରେ। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାରେ ଅଛି ତେବେ ଧ୍ୟାନ ଦିଅନ୍ତୁ…
ଅଝଟ କରୁଥିଲା କୁନି ପୁଅ, ପୁରୁଣା ସାଇକେଲ ଆଣି ପୁଅ ପାଇଁ ଖୁସି କିଣିଛି ଜଣେ ଗରିବ ବାପା
ଗତକାଲି ଅପରାହ୍ନରେ କାନାଡାର ଓଣ୍ଟାରିଓ ସହରରେ ଭୟଙ୍କର ଘୂର୍ଣ୍ଣିଝଡ ହୋଇଛି । ଘୂର୍ଣ୍ଣିଝଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ୟୁଜିସି ନିଟ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ନିଜ ଆବେଦନ ଫର୍ମକୁ ଏଡିଟ୍ କରିପାରିବେ ଛାତ୍ରଛାତ୍ରୀ...
ହାଇ ଭୋଲଟେଜ୍ ତାରରେ ବସିବା ସତ୍ତ୍ୱେ ପକ୍ଷୀଙ୍କୁ କାହିଁକି ଲାଗେନାହିଁ ବିଦ୍ୟୁତ୍ ଆଘାତ ଜାଣନ୍ତି କି ?
ହୃଦୟକୁ ଛୁଇଁଲା ଭଳି ଏହି ଭିଡିଓକୁ ଏବେ ସୁଦ୍ଧା ୩.୨ ମିଲିୟନ୍ରୁ ଅଧିକ ଥର ଦେଖାଯାଇଛି । ଏହାସହ ୨୦ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ଭିଡିଓକୁ ମିଳି ସାରିଛି ।
ଟ୍ରକ୍କୁ ପଛ ପଟୁ କାର୍ ପିଟିବା ଯୋଗୁ ୮ ଜଣଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଫ୍ଲାଟ୍ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘରର ମୁଖିଆ ଚାଲି ଯିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ଧୀରେ ଧୀରେ ପୁରା ପରିବାର ଡିପ୍ରେସନକୁ ଚାଲି ଯାଇଥିଲେ।
ଏଇଠି ଅଛି ଅଜବ ଗାଁ। ଅନ୍ଧମାନଙ୍କ ଗାଁ ଭାବେ ସେ ପାଇଛି ନିଜ ପରିଚୟ। ମଣିଷରୁ ପଶୁ ଯିଏ ଏଠି ଜନ୍ମ ହେଲା ସେ ହେଉଛି ଅନ୍ଧ। ହେଲେ କାହିଁକି? ଜାଣିବା ପାଇଁ ପଢନ୍ତୁ…