ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ଦର ବୃଦ୍ଧି ଘଟିଛି। ଆଜି ମାର୍କେଟ୍ରେ ଟ୍ରେଡିଂ ଆରମ୍ଭ ହେଉ ହେଉ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।
କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍ ସେଲ୍କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ।
ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି
ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ଅନଲାଇନ୍ ମିଟିଂ ଚାଲିଥିବା ବେଳେ ରୋମାନ୍ସ କରି ଅପଦସ୍ତ ହେଲେ ଦମ୍ପତି ।
ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାରର 9N-AET ବିମାନର ପାଇଲଟ୍ ନେପାଳର ଜୋମ୍ସୋମ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ (Air traffic control) ସହ କଥା ହୋଇଥିଲେ। ଏହି ସମୟରେ ପାଣିପାଗ ସମ୍ପର୍କରେ ସେ ପଚାରି ବୁଝିଥିଲେ।
ଗୁଳିମାଡ଼ରେ ପ୍ରାଣ ହରାଇଥିବା ସିଦ୍ଧୁ ମୁସେୱାଲା ନିଜ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଜାଣିପାରିଥିଲେ କି ?
ବିମାନ ଦୁର୍ଘଟଣାସ୍ଥଳରୁ ନେପାଳ ସେନା ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ, କାହାକୁ ଚିହ୍ନି ହେଉନଥିବା ନେପାଳ ପୋଲିସ ସୂଚନା ଦେଇଛି।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଛି। ଏନେଇ ରୁଷ୍ ସ୍ପାଏ ଏଜେନ୍ସି FSB ଏକ ରିପୋର୍ଟରେ ଏସମ୍ପର୍କରେ ସୂଚନା ଦେଇଛି।
ଓଡିଆ ସଧବା ନାରୀଙ୍କ ପବିତ୍ର ବ୍ରତ ସାବିତ୍ରୀ ଓଷା। ମା ଗାୟତ୍ରୀଙ୍କ ଏକ ଉପାସନ। ଏହି ଦିନ ପତିବ୍ରତା ନାରୀ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କିମ୍ବଦନ୍ତୀ ବିଷୟରେ।
ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍ ଆଜି ସକାଳୁ କ୍ରାଶ୍ ସାଇଟ୍ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଜମ୍ମୁ ଓ କାଶ୍ମୀର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା...
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।
ସାବିତ୍ରୀ ବ୍ରତରେ ସଧବା ମହିଳାମାନେ ବରଗଛକୁ ପୂଜା କରିଥାନ୍ତି। ଏହା ପଛରେ ଅନେକ କାରଣ ରହିଛି। ତେବେ ଆସନ୍ତୁ ଏହା ପଛରେ ଥିବା ୬ଟି କାରଣ ଜାଣିନେବା।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ହୋଇଥିଲା ଆଇପିଏଲ୍ର ଗ୍ରାଣ୍ଡ ଫିନାଲେ । ସାମ୍ନାସାମ୍ନି ହୋଇଥିଲେ ଚଳିତ ଥରର ଦୁଇ ହେଭିେୱେଟ୍ ଟିମ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ।
ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟ୍ନେସ୍କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।
ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଏହି ମହା ମୁକାବିଲା ଖେଳାଯିବ । ୨୦୦୮ ଆଇପିଏଲ୍ ସିଜିନ୍ ୱାନ୍ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ଏଥର ନୂଆ କରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ ।
IOCLରେ ପଡିଛି ଖାଲି ପଦବୀ। ସିନିୟର ମେଡିକାଲ ଅଫିସର (SMO) ପାଇଁ ୩୫ ଟି ପଦବୀ ଖାଲି ଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ୮ଟି ପଦବୀ ଖାଲି ଅଛି।
ନେପାଳର ପୋଖରା ଠାରୁ ଜୋମସୋମକୁ ଯାଉଥିବା ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି
ବଲିଉଡ୍ ଓ ସାଉଥ୍ ସିନେମା ବିବାଦ ଥମିବାର ନା ଧରୁନି। ସେଲିବ୍ରେଟିମାନେ ବାକ୍ ଯୁଦ୍ଧରେ ବ୍ୟସ୍ତ ରହୁଛନ୍ତି। ଏହି ଭାଷା ବିବାଦକୁ ଏବେ ରୋହିତ ଶେଟ୍ଟୀ ଲମ୍ଫ ମାରିଛନ୍ତି। ଦେଖନ୍ତୁ ସେ କ’ଣ କହିଛନ୍ତି...
ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।
ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦିଆଯାଇଛି। ଡ୍ରୋନ୍ଟି ଅନ୍ତର୍ଜାତୀୟ ସୀମା ପାର୍ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍କୁ ଖସାଇ ଥିଲେ।
ସବୁଠି ଆଧାର କପି ନଦେବାକୁ କହିଲା ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ
ନୂଆ ଭାଇରସ CCHF ଆତଙ୍କ, ପ୍ରାଣ ହରାଇଲେଣି ୧୯ ଜଣ
ଏଲିଏନ୍ ସହ ପ୍ରେମ। ବିଶ୍ୱାସ ହେଉନଥିଲେ ବି ସତ। ଏଭଳି ଏକ ପ୍ରେମ କାହାଣୀର ଖୁଲାସା କରିଛନ୍ତି ଲଣ୍ଡନର ଜଣେ ମହିଳା। ଏଲିଏନ୍ ବୟଫ୍ରେଣ୍ଡ୍କୁ ଏତେ ପସନ୍ଦ କରନ୍ତି ଯେ, ସେ ଏଲିଏନ୍ର ଏକ କଣ୍ଢେଇକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।