/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653363569.jpg)
who-will-win-today-s-ipl-match-between-gujarat-titans-and-rajasthan-royals
ଆଇପିଏଲ୍ରେ ଆଜି ପ୍ରଥମ କ୍ୱାଲିଫାୟାରରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଗୁଜରାଟ ନିଶ୍ଚିତ ଫେଭରିଟ୍ ରହିବ। ପ୍ରଥମ ଥର ଲାଗି ଏକ ଦଳର ନେତୃତ୍ୱ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ପାଣ୍ଡ୍ୟା।
Advertisment
ଅନ୍ୟପଟେ ସଞ୍ଜୁ ସାମସନ୍ଙ୍କ ଟିମ୍ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଆଜିର ମ୍ୟାଚ୍ରେ ଯଦି ଦଳ ପୂର୍ବ ପ୍ରଦର୍ଶନ ଜାରି ରଖେ ତେବେ ରାଜସ୍ଥାନ ରୟାଲ୍ସ ମଧ୍ୟ ଫାଇନାଲ୍ରେ ପହଞ୍ଚିବା ଥୟ।
ଆସନ୍ତା ୨୭ରେ ଦ୍ୱିତୀୟ କ୍ୱାଲିଫାୟାର ଥିବା ବେଳେ ୨୫ ତାରିଖରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ମେ ୨୯ରେ ଅହମ୍ମଦାବାଦରେ ଗ୍ରାଣ୍ଡ ଫିନାଲେ ଖେଳାଯିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)