କିଛି ଦିନ ପୂର୍ବରୁ ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷେଧାଦେଶ ଜାରି କରାଯାଇଥିଲା ।
ମହିଳାଙ୍କ ପାଇଁ ତାଲିବାନର ନୂଆ ଫତୱା । ମୁହଁ ଘୋଡାଇ ନ୍ୟୁଜ୍ ପଢ଼ିବେ ଟିଭି ଆଙ୍କର ।
ସାଥୀରେ ପୁରୁଷ ଥିଲେ ହିଁ ମହିଳାଙ୍କୁ ଦୂର ଯାତ୍ରା କରିବାକୁ ଅନୁମତି ମିଳିବ । ୭୨ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ମହିଳାଙ୍କ ସହ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଯାତ୍ରା କରିବେ । ଏହା ନହେଲେ ଯାତାୟତ ପାଇଁ ଅନୁମତି ଦିଆଯିବ ନାହିଁ ।