Tag: Aai Recruitment 2022

AAI Recruitment 2022
AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (AAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ । ଇଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

AAI Recruitment 2022
ସାଇନ୍ସ ବା ଇଂଜିନିୟରିଂରେ ଗ୍ରାଜୁଏଟ୍ ଥିଲେ ଏୟାରପୋର୍ଟରେ ଚାକିରି

AAI ରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ୪୦୦ ପଦବୀ ପାଇଁ AAI ଆବେଦନ ଜାରି କରିଛି। ଜାଣନ୍ତୁ କିପରି କରିବେ ଆବେଦନ।