କୋଭୋଭ୍ୟାକ୍ସ ଟିକାକୁ ନେଇ ସୁପାରିଶ କଲା DCGIର ବୈଷୟିକ ବିଶେଷଜ୍ଞ କମିଟି । ପୁଣେ ସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଟିକା କୋଭୋଭ୍ୟାକ୍ସ ୭ ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବା ନେଇ ସୁପାରିଶ ।