• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର, ତିଥି – ୧୪ ଶୀ ଅହୋରାତ୍ର, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର , ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି ।

ଶୁଭ ସମୟ :-

ପ୍ରାତଃ ୦୮/୪୫ ରୁ ୧୦/୩୦

ଦିବା ୦୯/୧୮ ରୁ ୧୦/୨୮

ସନ୍ଧ୍ୟା ୧୧/୪୯ ରୁ ୧୨/୧୧

ରାତ୍ରି ୦୧/୩୭ ରୁ ୦୩/୦୪

ରାତ୍ରି ୦୩/୪୭ ରୁ ୦୪/୩୦

ଅଶୁଭ ସମୟ :-

ରାହୁକାଳ- ଦିବା ୦୧/୨୭ ରୁ ୦୩/୦୬

କାଳବେଳା- ଦିବା ୦୩/୦୬ ରୁ ୦୪/୪୫

ବାରବେଳା – ଦିବା ୦୪/୪୫ ରୁ ୦୬/୨୪

କାଳରାତ୍ରି- ରାତ୍ରି ୧୧/୪୮ ରୁ ୦୧/୧୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-

Aries
  • ଅଶ୍ୱନୀ – ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ
  • ଦ୍ୱିଜା – ପରିଶ୍ରମ ଅନୁଯାୟୀ ଫଳ କମ ମିଳିବ
  • କୃତିକା – ବିବାଦଠୁଁ ଦୂରରେ ରୁହନ୍ତୁ

ପ୍ରତିକାର - ମା ବଗଳାମୁଖିଙ୍କ ପୂଜାର୍ଚ୍ଚନା କରନ୍ତୁ

ବୃଷ :- 

Taurus
  • କୃତିକା - ଅନ୍‌ଲାଇନ ବ୍ୟବସାୟ କରିବାକୁ ଭାବିବେ
  • ରୋହିଣୀ – ପରିବାରରେ ଲୋକ ଆପଣଙ୍କ କଥାକୁ ସତମତି ଦେବେ
  • ମୃଗଶିରା – ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ

ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ :-

Gemini
  • ମୃଗଶିରା - ଆମଦାନି ବଢଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ
  • ଆଦ୍ରା - ମନ ମୁତାବକ କାମ ସଂପୂର୍ଣ୍ଣ ହେବ
  • ପୁନର୍ବସୁ - ସରକାରୀ କାମରେ ସଫଳତା ପାଇବେ

ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ ।

କର୍କଟ :-

Cancer
  • ପୁନର୍ବସୁ - ବୃତିରେ ନୂଆ ଯୋଜନା କରିବେ
  • ପୁଷ୍ୟା – ପିତାମାତାଙ୍କ ଓ ସହଯୋଗ ପାଇବେ
  • ଅଶ୍ଳେଷା – ସଙ୍ଗୀତଜ୍ଞଙ୍କୁ ବଡ ସୁଯୋଗ ମିଳିବ

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ସିଂହ :- 

Leo
  • ମଘା – ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ
  • ପୂ , ଫାଲଗୁନୀ - ରାଜନୀତିରେ ଆର୍ଥିକ ଲାଭ ହୋଇପାରେ
  • ଉ ,ଫାଲଗୁନୀ – ପାରିବାରିକ ଜୀବନ ସୁଖମୟ ହେବ

ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା :- 

Virgo
  • ଉ , ଫାଲଗୁନୀ - ଆପଣ ଟିକେ ଆଳସ୍ୟ ଅନୁଭବ କରିବେ
  • ହସ୍ତା - ଆପଣଙ୍କ କାମ ଦେଖି କର୍ମଚାରୀ ଅଶନ୍ତୁଷ୍ଟ ହେବେ
  • ଚିତ୍ରା – ସଡକ ଦୁର୍ଘଟଣାର ସମ୍ଭାବନା ରହିଛି

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ତୁଳା :- 

Libra
  • ଚିତ୍ରା – କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ
  • ସ୍ୱାତୀ – ଅଧିକ ଆତ୍ମବିଶ୍ୱାସ ହାନିକାରକ ହୋଇପାରେ
  • ବିଶାଖା – ଆପଣଙ୍କର ବହୁତ କାମ ଅଧୁରା ରହିପାରେ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ବିଛା :- 

Scorpio
  • ବିଶାଖା – ଦୈନଦିନ କାର୍ଯ୍ୟରେ ସଫଳତା ପାଇବେ
  • ଅନୁରାଧା - ବନ୍ଧୁ ମାନଙ୍କ ସହିତ ପୂର୍ବ ମାମଲା ସମାଧାନ କରିବେ
  • ଜ୍ୟେଷ୍ଠା – ଜୀବନ ସାଥିଙ୍କ ସହିତ ସିନେମା ଦେଖି ଯାଇ ପାରନ୍ତି

ପ୍ରତିକାର – ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ଧନୁ :- 

Sagittarius
  • ମୂଳା – ଅଫିସରେ ଆପଣଙ୍କୁ ନୂଆ ପଦବୀ ମିଳିପାରେ
  • ପୂ , ଷାଢା – ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାର୍ଯ୍ୟ କରିବେ
  • ଉ , ଷାଢା – ସାହସର ସହିତ କାମ କରନ୍ତୁ ସଫଳତା ପାଇବେ

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର :- 

Capricorn
  • ଉ , ଷାଢା - ଅଧିକାରୀଙ୍କ ସହ ବ୍ୟବହାରରେ ସତର୍କତା ରଖନ୍ତୁ
  • ଶ୍ରବଣା – ଖର୍ଚ୍ଚ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ
  • ଧନିଷ୍ଠା – ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ

ପ୍ରତିକାର – ମଦାଦେବଙ୍କର ଦର୍ଶନ କରନ୍ତୁ ।

କୁମ୍ଭ :

Aquarius
  • ଧନିଷ୍ଠା – ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ
  • ଶତଭିଷା – ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ
  • ପୂ , ଭାଦ୍ରପଦ – ନୂଆ ପଥ ଦୃଷ୍ଟି ଗୋଚର ହେବ

ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - ବ୍ୟବସାୟ ବିଷୟରେ ଭଲ କଥା କହିବେ
  • ଉ , ଭଦ୍ରପଦ - କର୍ତୁପକ୍ଷଙ୍କ କଥାକୁ ଭଲ ଭାବରେ ଶୁଣି ମତ ଦିଅନ୍ତୁ ଖୁସି ହେବେ
  • ରେବତୀ – ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ

ପ୍ରତିକାର – ମା ତାରାଙ୍କର ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)