ଏପଟେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କଲେ କାମଚଳା ରାଷ୍ଟ୍ରପତି ବିକ୍ରମାସିଂଘେ
ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ଜଣାପଡ଼ିଛି।