ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ତିଥି – ପ୍ରତିପଦ ରାତ୍ରି ୦୮/୧୬ ଗତେ ୨ୟା,ଚନ୍ଦ୍ର – ମକର ଅହୋରାତ୍ର । ଘାତ ଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତ ବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୮/୧୬ ଗତେ ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୮/୧୮ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ।
Also Read
ଶୁଭ ସମୟ-
ପ୍ରାତଃ ୦୫/୧୯ ରୁ ୦୬/୧୧
ଦିବା ୦୯/୩୧ ରୁ ୧୧/୨୬
ସନ୍ଧ୍ୟା ୦୭/୦୯ ରୁ ୦୯/୧୯
ରାତ୍ରି ୦୧/୧୪ ରୁ ୦୨/୨୫
ରାତ୍ରି ୦୩/୫୨ ରୁ ୦୫/୧୯
ଅଶୁଭ ସମୟ-
ଋାହୁକାଳ - ଦିବା ୦୧/୩୦ ରୁ ୦୩/୦୮
କାଳବେଳା - ଦିବା ୦୩/୦୮ ରୁ ୦୪/୪୭
ବାରବେଳା –ଦିବା ୦୭/୪୭ ରୁ ୦୬/୨୫
କାଳରାତ୍ରି - ରାତ୍ରି ୧୧/୫୨ ରୁ ୦୧/୧୪
ଆଜିର ରାଶିଫଳ-
ମେଷ:
ଅଶ୍ୱନୀ – କର୍ମକ୍ଷେତ୍ରରେ ସଫଳତା ପାଇବେ ଓ ବ୍ୟବସାୟୀ ମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ
ଦ୍ୱିଜା – ନୂତନ ବନ୍ଧୁ ସଂପର୍କ ଯୋଡିବା ପାଇ ଚେଷ୍ଟା କରିବେ
କୃତିକା – ଦୂରସ୍ଥାନକୁ ଯାତ୍ରା କରିପାରନ୍ତି
ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ
ବୃଷ:
କୃତିକା - ପିତାଙ୍କ ସହ ସଂପର୍କରେ ହାନି ଘଟିପାରେ
ରୋହିଣୀ – ଆଜି ଯେଉଁଠି ଯାହା କହିବେ କରିପାରିବେ ନାହିଁ
ମୃଗଶିରା – ଅନ୍ୟ ମାନଙ୍କ କଥାରେ ମୁଣ୍ଡ ପୁରାଇ ଅଜଥାରେ ସମାଲୋଚିତ ହେବେ
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ:
ମୃଗଶିରା - ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି
ଆଦ୍ରା - ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଆଘାତ ଦେଇପାରେ
ପୁନର୍ବସୁ - ଇଛାନଥିଲେ ବି ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ
କର୍କଟ:
ପୁନର୍ବସୁ - କର୍ମକ୍ଷେତ୍ରରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବେ
ପୁଷ୍ୟା – ମହିଳା ମାନେ ଘରଭିତରର କାମ ଭଲରେ ଲିଭାଇବେ
ଅଶ୍ଳେଷା - ପ୍ୱର୍ବରୁ ଥିବା ଅଭାବ ଅନଟନ ଦୂର ହେବ
ପ୍ରତିକାର –– ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ସିଂହ:
ମଘା – ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ
ପୂ , ଫାଲଗୁନୀ - ପୁରାତନ ରୋଗରୁ ଉପଶମ ପାଇବେ
ଉ ,ଫାଲଗୁନୀ – ବିବାହ ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ତିରିକୃତ ହୋଇପାରେ
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ
କନ୍ୟା:
ଉ , ଫାଲଗୁନୀ – କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ
ହସ୍ତା – ନୂତନ ଯୋନଜାକୁ କର୍ଯ୍ୟକରୀ କରନ୍ତୁ ନାହିଁ
ଚିତ୍ରା – ପରିବାର ଭିତରେ କୈାଣସି କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇପାରେ
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା:
ଚିତ୍ରା – ଆକର୍ଷିକ ଭାବେ ଦୂରସା୍ଥନକୁ ଯାତ୍ରା କରିପାରନ୍ତି
ସ୍ୱାତୀ – ମହିଳା ମାନେ କରିଥିବା ଆଶା ପୂରଣ ହୋଇପାରେ
ବିଶାଖା – ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା:
ବିଶାଖା – ଯାତ୍ରା ଓ ଭ୍ରମଣରେ ସଫଳତା ଲାଭ କରିବେ
ଅନୁରାଧା – ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ
ଜ୍ୟେଷ୍ଠା – ଦେବାଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଧନୁ:
ମୂଳା – ଅତ୍ୟଧିକ ଜିଦ୍ ଯୋଗୁଁ କୈାଣସି କାର୍ଯ୍ୟରେ ଅସଫଳତା ପାଇ ପାରନ୍ତି
ପୂ , ଷାଢା – ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ
ଉ , ଷାଢା – ପରିବାରରେ ଗୁରୁଜନଙ୍କ ସା୍ୱସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି ।
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର:
ଉ , ଷାଢା - କର୍ମକ୍ଷେତ୍ରରେ କିଛି ଏଭଳି କାମ କରିବେ ଯାହା ଦ୍ୱାରା ପ୍ରଂଶସା ପାଇବେ
ଶ୍ରବଣା – ଯେତେ ଚେଷ୍ଟା କରିଲେ ମଧ୍ୟ ଅନ୍ୟ ମାନେ ଆପଣଙ୍କର କ୍ଷତି କରିପାରିବେ ନାହିଁ ।
ଧନିଷ୍ଠା – କର୍ମକ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସମ୍ଭାବନା ଅଧିକ ରହିଛି
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ:
ଧନିଷ୍ଠା – ଯେ କୈାଣସି ସମସ୍ୟାର ସମାଧାନ କରିବେ । ଅନ୍ୟମାନେ ସାହାଯ୍ୟ ସହଯୋଗର ହାତ ବଢାଇବେ ।
ଶତଭିଷା – ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ କରିବେ ।
ପୂ , ଭାଦ୍ରପଦ – କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ:
ପୂ , ଭାଦ୍ରପଦ - ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯେ ମିଳିବ । ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ
ଉ , ଭଦ୍ରପଦ - ବ୍ୟବସାୟରେ ଧନଲାଭର ସୁଯୋଗ ରହିଛି
ରେବତୀ – ରୋଜଗାର ବୃଦ୍ଧି ଅନ୍ୟର ସହଯୋଗ ମିଳିବ
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)