• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rhea Chakbraborty

Rhea Chakraborty looks gorgeous in lehenga in fashion week
Rhea Chakraborty: ରିଆଙ୍କ ଷ୍ଟାଇଲ୍ ଦେଖି ଲୋକେ କହିଲେ ‘ତୁମେ ତ ରାଣୀ’

ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ସବୁବେଳେ ତାଙ୍କ ଲୁକ୍ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି। ସେ ପ୍ରତିଦିନ କିଛି ନା କିଛି ଶେୟାର କରନ୍ତି। ନିକଟରେ, ସେ ଲକ୍ଷ୍ମୀ ମାଞ୍ଚୁ ପାଇଁ ରାମ୍ପ୍ କରିଥିଲେ। ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

Actor Rhea Chakraborty Charged In Drugs Case
‘ସୁଶାନ୍ତଙ୍କୁ ଗଞ୍ଜେଇ ଦେଉଥିଲେ ରିୟା’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ NCB(Narcotics Control Bureau) ଅଭିଯୁକ୍ତ ଦର୍ଶାଇଛି। ଏହାସହ ରିୟା ଗଞ୍ଜେଇ କିଣିବା ଓ ଏଥିପାଇଁ ପେମେଣ୍ଟ୍‌ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।