• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uk Pm

UK PM Rishi Sunak Gets Fined By Police
ଫାଇନ୍‌ ଗଣିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, କାର୍‌ରେ ସିଟ୍‌ ବେଲ୍ଟ ନପିନ୍ଧି ଭିଡିଓ କରୁଥିଲେ...

କାର୍‌ରେ ବସିଥିବା ବେଳେ ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁ ବ୍ରିଟିଶ ପୋଲିସ୍‌ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଉପରେ ଫାଇନ୍‌ ପକାଇଛନ୍ତି।

5 PM in 6 years
କ୍ଷମତା ପାଇଁ ମ୍ୟୁଜିକ ଚେୟାର ଖେଳ; ୬ ବର୍ଷରେ ୫ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲାଣି ଦେଶ

ବ୍ରିଟେନ ରାଜନୀତିରେ କ୍ଷମତା ପାଇଁ ଚାଲିଛି ମ୍ୟୁଜିକ ଚେୟାର ଖେଳ। କେତେବେଳେ କାହାକୁ ମିଳିବ ଚେୟାର, କାହା ମୁଣ୍ଡରୁ ଖସିଯିବ ମୁକୁଟ ତାହା ସମୟ ହାତରେ। ଏହି ମ୍ୟୁଜିକ ଚେୟାର ଖେଳରେ ୬ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ  ଶାସନଗାଦିରେ ଦେଖିଲାଣି ଏ ଦେଶ ।

UK PM Race: Rishi Sunak Leads
UK PM Race: ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍‌ର ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍‌ ଅଛନ୍ତି। ୮୮ ଭୋଟ୍‌ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ୍‌।

Who Is The Next UK PM ?
କିଏ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ବୋରିସ୍ ଜନ୍‌ସନ୍‌ଙ୍କ ଇସ୍ତଫା ପରେ ରେସ୍‌ରେ ଅଛନ୍ତି ଏମାନେ...

ବୋରିସ ଜନସନ୍‌ଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ  ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ବୋରିସ୍ ଜନ୍‌ସନ୍‌ଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସନକ୍ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। 

Boris Johnson Visits Ukraine
କିଭ୍‌ ରାସ୍ତାରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଚାଲି ଚାଲି ବୁଲିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି

ରାଜଧାନୀ କିଭ୍‌ ସହର ରାସ୍ତାରେ ବୁଲୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି। ସାଙ୍ଗରେ ଅଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Indian-origin Rishi Sunak
ଭାରତୀୟ ବଂଶୋଦ୍ଭବ ରିଷି ସୁନାକ ହୋଇପାରନ୍ତି ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ତାଙ୍କ ଉପରେ ଚାପ ପଡୁଛି।