• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drugs Case

Decomposed body of woman found
ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ଡ୍ରଗ୍ସ ଦେଇ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପ୍ରାଥମିକ ଅନୁସନ୍ଧାନରୁ ସେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ତାଙ୍କର ଆନୁମାନିକ ବୟସ ୨୫ବର୍ଷ। ହତ୍ୟା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି।

3300 kg of drugs seized
NCBର ବଡ଼ ଚଢ଼ାଉ: ଜାହାଜରୁ ଜବତ ହେଲା ୩,୩୦୦ କେଜିର ଡ୍ରଗ୍ସ...

ନୌସେନା ଓ NCBର ବଡ଼ ଚଢାଉ । ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ ।  ଜବତ ନିଶାଦ୍ରବ୍ୟର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି । 

drugs are available online
ଓଡ଼ିଶାରେ ଅନଲାଇନରେ ମିଳୁଛି ଡ୍ରଗ୍ସ, ଫୁଡ୍ ଡେଲିଭରି ସଂସ୍ଥା ଜରିଆରେ ହେଉଛି କାରବାର

ସ୍ୱିଗି ପରି ଫୁଡ୍‌ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରାଯାଉଛି । ସେମାନେ ଯୋଗାଉଥିବା ପ୍ୟାକେଟରେ କ’ଣ ଅଛି, ତାହା ପଚାରିବାର ଅଧିକାର ସ୍ୱିଗିର ନାହିଁ । ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ତାହା ଏବେ ଉପାନ୍ତକୁ ବ୍ୟାପିଲାଣି ।

Drugs Peddler Dentist
ଡ୍ରଗସ୍ ବେପାର କରୁଥିଲେ ଦାନ୍ତ ଡାକ୍ତର, ଜେଲ୍ ପଠାଇଲା ଯାଜପୁର ପୋଲିସ୍‌

ଖୋଳତାଡ଼ବେଳେ ମହାବୀର ନଗରରେ ଡେଣ୍ଟାଲ୍ କ୍ଲିନିକ୍ କରିଥିବା ନିଗମାନନ୍ଦ ଖଟୁଆ ନାମକ ଏ ଦାନ୍ତ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା ପୋଲିସ୍। ସେଠୁ ସିଧା ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ପାଖେ ପହଞ୍ଚି ତାଙ୍କୁ ବାନ୍ଧିଥିଲା।

Bar & Pub
ବାର୍‌ ସାଜିଛି ଧଳା ଜହରର ନୂଆ ଆଡ୍ଡା

ବାରରେ ଚାଲିଛି ଡ୍ରଗ୍ସ କାରବାର । ହୁକା ବାରରେ ନାଁରେ ଡ୍ରଗସ ନେଉଛନ୍ତି ଯୁବକ ଯୁବତୀ ।

Minor Girl Death
ମଦୁଆ ଭାଇକୁ ବାଟକୁ ଆଣିବାକୁ ଜୀବନ ଦେଇଦେଲା ଭଉଣୀ : ଚିଠିରେ ଲେଖିଦେଇ ଗଲା ଛାତିଥରା କାହାଣୀ

କହି କହି ଭାଇ ଭଲ ବାଟକୁ ଫେରିଲାନି ଭାଇ । ସବୁବେଳେ ନିଶାରେ ଚୁର ରହି ଠିକ୍‌ଭୁଲ୍‌ ଜାଣି ପାରିଲାନି । ଭାଇକୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ନିଜ ଜୀବନ ହାରିଦେଲା ଭଉଣୀ ।

Actor Rhea Chakraborty Charged In Drugs Case
‘ସୁଶାନ୍ତଙ୍କୁ ଗଞ୍ଜେଇ ଦେଉଥିଲେ ରିୟା’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ NCB(Narcotics Control Bureau) ଅଭିଯୁକ୍ତ ଦର୍ଶାଇଛି। ଏହାସହ ରିୟା ଗଞ୍ଜେଇ କିଣିବା ଓ ଏଥିପାଇଁ ପେମେଣ୍ଟ୍‌ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

Know What Shakti Kapoor Said On Son's Detention
ପୁଅ ଅଟକ ପରେ ମୁହଁ ଖୋଲିଲେ ଶକ୍ତି କପୁର, କହିଲେ-‘ଏହା ଅସମ୍ଭବ, ମୁଁ ଭାବୁନି ତା’ ପାଖରୁ...’

ବେଙ୍ଗାଲୁରୁ ସ୍ଥିତ ଏକ ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ପାର୍ଟି ଚାଲି ଥିବାବେଳେ ରେଡ୍‌ ହୋଇଥିଲା। ଏହି ସମୟରେ ସିଦ୍ଧାନ୍ତ ଡ୍ରଗ୍ସ ନେଇଥିବା ଜଣାପଡ଼ିବା ପରେ ତାଙ୍କୁ ଅଟକ ରଖାଯାଇଛି।

Actress Shraddha Kapoor's Brother Siddhanth Kapoor Detained
ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଅଟକ

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ପୋଲିସ୍‌ ହେପାଜତକୁ ନେଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଏମ୍‌ଜି ରୋଡ୍‌ ସ୍ଥିତ ଏକ ହୋଟେଲ୍‌ରେ ପାର୍ଟି ଚାଲି ଥିବାବେଳେ ପୋଲିସ୍‌ ରେଡ୍‌ କରିଥିଲା।

Model Arrested In Drugs Case
ଯୁବକଙ୍କୁ ହନିଟ୍ରାପ୍‌ କରି ଫସାଉ ଥିଲେ, ପରେ ଏପରି ଧନ୍ଧାରେ ଲଗାଉଥିଲେ ମଡେଲ୍‌...

ପ୍ରଥମେ ଯୁବକମାନଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଉ ଥିଲେ। ପରେ ସେମାନଙ୍କ ଦ୍ୱାରା ଡ୍ରଗ୍ସ କାରବାର କରୁଥିଲେ। ଏଭଳି ଅଭିଯୋଗ ଆସିଛି ରାଞ୍ଚିର ଜଣେ ମଡେଲ୍‌ଙ୍କ ବିରୋଧରେ....

Aryan Khan
ଆଜି ଆର୍ୟନଙ୍କ ପାଇଁ କଣ ରହିବ କୋର୍ଟର ନିଷ୍ପତ୍ତି ?

ଆଜି ପୁଣିଥରେ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ହେବ । କାଲି ବମ୍ବେ ହାଇକୋର୍ଟ ଶୁଣାଣି ଅସମାପ୍ତ ରଖିଥିଲା । ତେଣୁ ଆଜି ପୁନର୍ବାର ଆର୍ୟନଙ୍କ ଜାମିନ ଶୁଣାଣି ହେବ । ସେପଟେ ଏ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଜାମିନ ମିଳିବ ।

Sameer Wankhede
ୱାଙ୍ଖଡ଼େଙ୍କ ବଢ଼ୁଛି ବିବାଦ: ଆସିଲା ନୁଆ ଅଭିଯୋଗ, ଚର୍ଚ୍ଚାରେ ରହିବା ପାଇଁ ମିଛ କେସ୍‌ରେ ଫଶାନ୍ତି ସମୀର !

ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ଆହୁରି ବଢିଲା । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ ।

Shahrukh Khan asked home food for son
ବାପା, ମତେ ଜେଲ୍‌ର ଖାଇବା ଭଲ ଲାଗୁନି : ଆର୍ୟନ୍

ଶାହରୁଖ ଖାନଙ୍କ ପରିବାରକୁ ଆଜିକାଲି ମାନସିକ ଚିନ୍ତାରେ ଜୀବନ କାଟିବାକୁ ପଡୁଛି। କାହିଁକି ବା ଚିନ୍ତାରେ ନ ରହିବେ, ଯେତେବେଳେ ମନ୍ନତର ରାଜକୁମାର ଜେଲରେ ଦିନ କାଟୁଛନ୍ତି ସେତେବେଳେ କୋଉ ବାପା-ମା ଶାନ୍ତିରେ ବା ରହିପାରିବେ। ଡ୍ରଗ୍ସ ମାମଲାରେ ଆଜିକୁ ୧୪ ଦିନ ହେବ ଆର୍ୟନ୍ ଖାନ ଜେଲ୍‌ର ଚାରିକାନ୍ଥ ଭିତରେ ଅଛନ୍ତି। ଜେଲରେ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି, ସେ ନିଜକୁ ଖାପଖୁଆଇ ପାରୁ ନାହାନ୍ତି। ଆଜି ଅର୍ଥାତ ଗୁରୁବାର ସକାଳେ ଶାହରୁଖ ଖାନ ଆର୍ଥର ରୋଡ୍ ଜେଲ୍ ଯାଇ ତାଙ୍କ ପୁଅକୁ ଭେଟି ତାଙ୍କୁ ସାହସ ଦେଇଛନ୍ତି।

Special Story | Meet The Dabang Officers Who Interrogated Aryan Khan In Cruise Drug Case
ଆର୍ଯ୍ୟନଙ୍କ ଗିରଫ ପଛର ମାଷ୍ଟରମାଇଣ୍ଡ ଏହି ୩ ସିଂଘମ ଅଫିସର

ରିୟାଠୁ ଆରମ୍ଭ କରି ଆର୍ଯ୍ୟନ୍‌ ପର୍ଯ୍ୟନ୍ତ ସମସ୍ତଙ୍କୁ ଜେରା କରିଛନ୍ତି ଏହି ୩ ଅଫିସର। ବ୍ଲୁପ୍ରିଣ୍ଟ ପ୍ରସ୍ତୁତଠାରୁ ଗିରଫ କରିବା ପର୍ଯ୍ୟନ୍ତ ସବୁଥିରେ ରହିଛି ଏମାନଙ୍କ ହାତ। ଗିରଫ ପରେ ବି କରୁଛନ୍ତି ଜେରା। ଏବେ ଜାଣନ୍ତୁ ସେହି ୩ ସିଂଘମ ଅଫିସର କିଏ?

Aryan Khan cruise drugs case
ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା : ସାନିଟାରୀ ପ୍ୟାଡ୍‌ରେ ଯାଇଥିଲା ଡ୍ରଗ୍ସ

ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ଶନିବାର ରାତିରେ ଆର୍ଯ୍ୟନ ଖାନଙ୍କ ସମେତ ସେଥିରେ ଥିବା ଅନ୍ୟମାନଙ୍କ ପାଇଁ କାଳ ହୋଇଛି। ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି) ଟିମ୍ ଚଢଉ କରି ପାର୍ଟିକୁ ବନ୍ଦ କରିଦେଇଥିଲା। ଏଥିରେ ଆର୍ଯ୍ୟନ ସମେତ ଧରାଯାଇଥିବା ୯ ଜଣଙ୍କୁ ଏନ୍‌ସିବି ହେପାଜତକୁ ନେଇ ପଚରାଉଚରା କରୁଛି। ତେବେ କିଏ ଏମାନେ ଆସନ୍ତୁ ଜାଣିବା।

Aryan Khan
ତିନି ଦିନିଆ ରିମାଣ୍ତରେ ଗଲେ ଆର୍ୟନ୍

ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍‌ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।

ଡ୍ରଗ୍ସ୍ ପାର୍ଟିରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ ଗିରଫ

ମୁମ୍ୱାଇରେ ବଡ ଧରଣର ଡ୍ରଗ୍ସ ପାର୍ଟିରେ ସାମିଲ ଥିବା ଘଟଣାରେ ସାହ୍‌ରୁଖ୍‌ ଖାନ୍‌ଙ୍କୁ ଜେରା । ଏହାସହ ତାଙ୍କ ଫୋନ୍‌କୁ ଜବତ କରାଯାଇଛି । ଫୋନ୍‌ରେ ସେ କାହା କାହା ସହ କଥାବାର୍ତ୍ତା ହୋଇଥିଲେ ତାହା ଯାଂଚ କରାଯାଇଛି । 

 Armaan Kohli
ଅଭିନେତା ଅର୍ମାନ କୋହଲି ଡ୍ରଗ୍ସ ମାମଲାରେ ଗିରଫ

ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯିବାର ଦିନକ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଅର୍‌ମାନ୍‌ କୋହଲିଙ୍କୁ ଗିରଫ କରିଛି। ଅର୍‌ମାନ୍‌ଙ୍କ ଘରୁ ବ୍ୟାନ୍‌ ହୋଇଥିବା ଡ୍ରଗ୍ସ ମିଳିବା ପରେ ଗତକାଲି ରାତିରେ NCB ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିଲା।

Actor Armaan Kohli
ରାତିରେ ଘନଘନ ଜେରା, ସକାଳୁ ଗିରଫ ହେଲେ ଏହି ଅଭିନେତା

ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯିବାର ଦିନକ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଅର୍‌ମାନ୍‌ କୋହଲିଙ୍କୁ ଗିରଫ କରିଛି। 

TV Actor Gaurav Dixit
ଘରେ ରେଡ୍‌ ପରେ ମିଳିଲା ଏମିତି ଜିନିଷ, ଗିରଫ ହେଲେ ଟିଭି କଳାକାର

ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ କରାଯାଇଛି। ଶୁକ୍ରବାର Narcotics Control Bureau (NCB)ର ମୁମ୍ବାଇ ଜୋନାଲ୍‌ ଟିମ୍‌ ଗୌରବଙ୍କୁ ଗିରଫ କରିଛି।