ପୋଲିସର ଟ୍ୟୁସନ୍ ଫି’ ଥିଓରୀକୁ ନା ମୃତଛାତ୍ରର ପରିବାର ମାନୁଛନ୍ତି, ନା ଅଭିଯୁକ୍ତର ସମ୍ପର୍କିୟ। ଫଳରେ ଏହି ସମ୍ବେଦନଶୀଳ ମାମଲା ଏବେ ରହସ୍ୟର କାଠଗଡ଼ାରେ।
ନିଷ୍ପାପ କିଶୋରଟିଏ..ହେଲେ ଏହି ନିରୀହ ପୁଅର କଅଁଳ ଦେହକୁ କିଏ ଯେ, ଖିନଭିନ୍ କରିଦେବ ତୀକ୍ଷ୍ଣଣ ଛୁରୀରେ, ଭାବିଲେ ଲୋମଟାଙ୍କୁରୀ ଉଠିଛି। ଜାଣିଲା ପରଠୁ ପାଦ ତଳୁ ଧସିଯାଇଛି ମାଟି, ମୁଣ୍ଡ ଉପରୁ ସତେଯେମିତି ଖସିପଡ଼ିଛି ଆକାଶ।
ଉଜ୍ବେକିସ୍ତାନରେ ଭାରତ ତିଆରି କଫ୍ ସିରପ୍ ବ୍ୟବହାର ମନା। ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କଫ୍ ସିରପ୍ ଉଜ୍ବେକିସ୍ତାନରେ ପିଲାଙ୍କ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
ଏମିତି ଅନେକ ଘଟଣା ଦେଖିଥିବେ, ଯେଉଁଠି ଛୋଟ ଛୋଟ ପିଲାମାନେ ଚକୋଲେଟ୍ ହେଉ କି କଏନ୍ ଇତ୍ୟାଦି ଗିଳି ଦେବା ଯୋଗୁ ଏହା ବାହାର କରିପାରେ ବହୁ ଅସୁବିଧା ହୋଇଥାଏ।
ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନଥିବାରୁ ନର୍ସ ଚିକିତ୍ସା କରୁଥିଲେ, ଏବେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
୪ ମାସର ଶିଶୁକୁ ୩ ମହଲାରୁ ଫିଙ୍ଗି ଦେଲା ମାଙ୍କଡ଼। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଛି।
ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।