• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି । ଏଥର ଝିଅମାନେ ବାଜି ମାରି ନେଇଛନ୍ତି ।  ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ ଥିବାବଳେ ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ ରହିଛି । ସେହିପରି ମୋଟ ପାସ୍‌ ହାର ୯୯. ୯୭ ରହିଛି ।   

ଏହି ୱେବସାଇଟରେ ଉପଲବ୍ଧ ଫଳାଫଳ

cisce.org

results.cisce.org

results.nic.in

କିପରି ଯାଞ୍ଚ କରିବେ ଫଳାଫଳ

୧: ସର୍ବପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cisce.org କୁ ଯାଆନ୍ତୁ

୨: ହୋମପେଜରେ 'ICSE Result 2022' ଲିଙ୍କରେ କ୍ଲିକ୍ କରନ୍ତୁ

୩ : ତା’ପରେ ଇଣ୍ଡେକ୍ସ ନମ୍ବର, UID ଏବଂ କ୍ୟାପଚା କୋଡ୍ ଦିଅନ୍ତୁ

୪: ଏବେ ଆପଣଙ୍କ ସାମ୍ନାରେ 'ICSE Class 10th Result 2022' ସ୍କ୍ରିନରେ ଖୋଲିଯିବ

୫ : ଏଠାରେ ପରୀକ୍ଷା ଫଳ ଦେ‍ଖିବା ପର ଡାଉନଲୋଡ୍ କରିପାରିବେ

୬ : ଛାତ୍ରଛାତ୍ରୀମାନେ ଏଠାରେ ଫଳାଫଳର ଡିଜିଟାଲ୍ ମାର୍କ ସିଟ୍ ଡାଉନଲୋଡ୍ କରିବା ସହ ପ୍ରିଣ୍ଟଆଉଟ୍ ବାହାର କରିପାରିବେ