ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି । ଏଥର ଝିଅମାନେ ବାଜି ମାରି ନେଇଛନ୍ତି । ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ ଥିବାବଳେ ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ ରହିଛି । ସେହିପରି ମୋଟ ପାସ୍ ହାର ୯୯. ୯୭ ରହିଛି ।
ଏହି ୱେବସାଇଟରେ ଉପଲବ୍ଧ ଫଳାଫଳ
cisce.org
results.cisce.org
results.nic.in
କିପରି ଯାଞ୍ଚ କରିବେ ଫଳାଫଳ
୧: ସର୍ବପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cisce.org କୁ ଯାଆନ୍ତୁ
୨: ହୋମପେଜରେ 'ICSE Result 2022' ଲିଙ୍କରେ କ୍ଲିକ୍ କରନ୍ତୁ
୩ : ତା’ପରେ ଇଣ୍ଡେକ୍ସ ନମ୍ବର, UID ଏବଂ କ୍ୟାପଚା କୋଡ୍ ଦିଅନ୍ତୁ
୪: ଏବେ ଆପଣଙ୍କ ସାମ୍ନାରେ 'ICSE Class 10th Result 2022' ସ୍କ୍ରିନରେ ଖୋଲିଯିବ
୫ : ଏଠାରେ ପରୀକ୍ଷା ଫଳ ଦେଖିବା ପର ଡାଉନଲୋଡ୍ କରିପାରିବେ
୬ : ଛାତ୍ରଛାତ୍ରୀମାନେ ଏଠାରେ ଫଳାଫଳର ଡିଜିଟାଲ୍ ମାର୍କ ସିଟ୍ ଡାଉନଲୋଡ୍ କରିବା ସହ ପ୍ରିଣ୍ଟଆଉଟ୍ ବାହାର କରିପାରିବେ