• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Parliament Monsoon Session

Parliament monsoon session
ଆଜିଠୁ ସଂସଦର ମୌସୁମୀ ଅଧିବେଶନ :୨୩ ଦିନରେ ୧୭ କାର୍ଯ୍ୟ ଦିବସ...

୨୧ ନୂଆ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା...ସୁରୁଖୁରୁରେ ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକରେ ସରକାରଙ୍କ ଅପିଲ...ସେପଟେ ମଣିପୁର ଓ ଦରଦାମ ପ୍ରସଙ୍ଗରେ ଘେରିବେ ବିରୋଧୀ...

Monsoon Session Of Parliament: All-party Meet Called By Government
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। 

PM Narendra Modi
ପେଗାସସ୍ ପ୍ରସଙ୍ଗକୁ ନେଇ ସଂସଦରେ ଆଜି ବି ହଙ୍ଗାମା ଜାରି

ଅଧିବେଶନର ୨ୟ ଦିନରେ ଆଜି ପେଗାସସ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଛି। ହଟ୍ଟଗୋଳକୁ ଦେଖି ଉଭୟ ରାଜ୍ୟ ସଭା ଓ ଲୋକ ସଭାକୁ ଆରମ୍ଭ ହେବାର ମାତ୍ର ୫ ମିନିଟ ପରେ ମୁଲତବି ରଖିବାକୁ ପଡ଼ିଥିଲା। ଲୋକସଭା ୨ଟା ପର୍ଯ୍ୟନ୍ତ ଏବଂ ରାଜ୍ୟ ସଭାକୁ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।

Ashwini Vaishnaw
ସଂସଦ ଅଧିବେଶନର ଦିନକ ପୂର୍ବରୁ ପେଗାସସ୍‌ ରିପୋର୍ଟ ଆସିବା କେବଳ ସଂଯୋଗ ନୁହେଁ-ଅଶ୍ୱିନୀ

ପେଗାସସ୍‌ ମାମଲା ଏଥର ମୌସୁମୀ ଅଧିବେଶନକୁ ବେଶ ସରଗରମ କରିବ। ମୌସୁମୀ ଅଧିବେଶନର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏହି ମାମଲା ସାମ୍ନାକୁ ଆସିବା ଏବଂ ଏହାକୁ ନେଇ ହଙ୍ଗାମା କରାଯିବା ଏକ ସଂଯୋଗ ନା ଆଉ କିଛି ?