ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ କାମ କରୁଥିବା IT କର୍ମଚାରୀଙ୍କ ୱାର୍କ ଫ୍ରମ୍ ହୋମ୍ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।
ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ(Work From Home) କରୁଛନ୍ତି। ଏବେ ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ୱାର୍କ ଫ୍ରମ୍ ହୋମ୍ ପାଇଁ ନୂଆ ନିୟମ ଘୋଷଣା କରିଛି।