Advertisment

କାଲି ପ୍ରକାଶ ପାଇବ CBSE ଦ୍ୱାଦଶ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ। ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CBSE 12th Result To be Announced Tomorrow

CBSE 12th Result To be Announced Tomorrow

ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ। ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା। www.cbseresults.nic.inରେ ରେଜଲ୍ଟ ଉପଲବ୍ଧ ହେବ।

Advertisment

ଜାଣନ୍ତୁ, କେମିତି ଚେକ୍‌ କରିବେ ରେଜଲ୍ଟ...

  • ଛାତ୍ରଛାତ୍ରୀମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ cbse.gov.in, cbseresults.nic.inକୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ
  • ଏହାପରେ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ୍‌ ଉପରେ କ୍ଲିକ୍‌ କରିବେ
  • ଲିଙ୍କ୍‌ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍‌ ନମ୍ବର ଦେବେ
  • ଏହାପରେ ରେଜଲ୍ଟ ଡାଉନ୍‌ଲୋଡ୍‌ କରି ଏହାର ପ୍ରିଣ୍ଟ ଆଉଟ୍ ବାହାରି କରିପାରିବେ

ସୂଚନାଥାଉ କି, ନିକଟରେ ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା। ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ ଥିବାବଳେ ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ ଥିଲା। ସେହିପରି ମୋଟ ପାସ୍‌ ହାର ୯୯. ୯୭ ଥିଲା।

Advertisment
CBSE Result 2022 CBSE 12th Result
Advertisment
Advertisment