ନୁପୂରଙ୍କ ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟ ବଢ଼ାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।
ସନ୍ଦିଗ୍ଧ ଆର୍ଥର ପରଭେଜର ମୋବାଇଲ ଫୋନରୁ ନୁପୂରଙ୍କ ଠିକଣା ମିଳିବା ପରେ ବଢିଛି ସନ୍ଦେହ
ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ନିଲମ୍ବିତ ବିଜେପି ନେତା ନୁପୂର ଶର୍ମାଙ୍କୁ କଡ଼ା ଭର୍ତ୍ସନା କରିବା ସହ ପୂରା ଦେଶକୁ କ୍ଷମା ମାଗିବା ପାଇଁ କହିଛନ୍ତି।
ମୃତ କହ୍ନେୟା ଲାଲ୍ଙ୍କ ପତ୍ନୀ ଯଶୋଦା ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କହ୍ନେୟାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଥିଲା।
ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିପରି ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ।
ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଜାରି ହୋଇଛି ।