• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kaun Banega Crorepati

Amitabh Bachchan returns on tv by Kaun banega crorepati 15
Kaun Banega Crorepati: ଆସୁଛି KBC-15; କିପରି କରିବେ ପଞ୍ଜିକରଣ ଜାଣନ୍ତୁ

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ କମ୍ପ୍ୟୁଟର ଜି’ଙ୍କ ସହାୟତାରେ ସାହାଯ୍ୟରେ ପ୍ରଶ୍ନର ଗଦା ସହିତ ଟିଭିରେ ନଜର ଆସିବେ। ଆପଣମାନେ ମଧ୍ୟ ଆଖିରେ ଅନେକ ସ୍ୱପ୍ନକୁ ସଜେଇଥିବେ, ଯାହାକୁ ପୂରଣ କରିବା ପାଇଁ ଅନେକ ଟଙ୍କାର ଆବଶ୍ୟକ ଥିବ। ତେଣୁ ଏହି ସୁଯୋଗ ଆପଣଙ୍କ ସ୍ୱପ୍ନକୁ ପୂରଣ କରିପାରେ।

Amitabh Bachchan
ସେଟ୍‌ରେ ସର୍‌ପ୍ରାଇଜ୍.. ଅଚାନକ କାନ୍ଦି ପକେଇଲେ ଅମିତାଭ୍‌, ଦେଖନ୍ତୁ ଭିଡିଓ..

ସାରା ଦୁନିଆଁ ଆଜି ତାଙ୍କୁ ତାଙ୍କର କଣ୍ଠ ସ୍ୱର ଓ ଉଚ୍ଚତା ପାଇଁ ଜାଣିଛି । ତାଙ୍କର ହାଇଟ୍ ୬ ଫୁଟ୍ ୬ ଇଞ୍ଚ । ଖାଲି ସେତିକି ନୁହେଁ ତାଙ୍କୁ ଅଭିନୟ ଜଗତର ବେତାଜ୍‌ ବାଦ୍‌ଶାହ ବୋଲି ମଧ୍ୟ କୁହାଯାଏ । କିନ୍ତୁ ତାଙ୍କ ଆଖିରେ ସତସତିକା ଲୁହ କେବେ ଦେଖିଛନ୍ତି ?

Amitabh Bachchan reveals that he works to 6 am to 8 pm
ସକାଳ ୬ଟାରେ କାମକୁ ଯାଇ ରାତି ୮ଟାରେ ଫେରନ୍ତି ଅମିତାଭ

ଅମିତାଭ ବଚ୍ଚନ ଆଜି ଯେଉଁ ଜାଗାରେ ପହଞ୍ଚିଛନ୍ତି କୌଣସି କାମ ନ କଲେ ବି ଅଭାବ ରହିବ ନାହିଁ। ତାଙ୍କୁ ୭୯ ବୟସ ହେଲାଣି। ତଥାପି ଥକି ନାହାନ୍ତି। ଏ ବୟସରେ ବି ସେ ଦୀର୍ଘ ୧୪ ଘଣ୍ଟା ପରିଶ୍ରମ କରନ୍ତି।

Kaun Banega Crorepati-14 will starts from 7 august
କୋଟିପତି ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ; ଏହି ଶୋ’ ନେଇ ଆସୁଛନ୍ତି ଅମିତାଭ

ପୁଣି କୋଟିପତି ହେବାର ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଅମିତାଭ ବଚ୍ଚନ ତାଙ୍କର ସବୁଠାରୁ ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡ୍‌ପତି' ନେଇ ଆସୁଛନ୍ତି। ଜାଣନ୍ତୁ କେବେ ଓ କେତେବେଳେ ଏହା ପ୍ରସାରଣ ହେବାକୁ ଯାଉଛି।

Amitabh Bachchan funny fashion style
ଅମିତାଭ ବଚ୍ଚନ ଏମିତି ଦେଖେଇଲେ ଷ୍ଟାଇଲ୍, ଲୋକେ କାବା!

ଚର୍ଚ୍ଚାରେ ବିଗ୍ ବି’ଙ୍କ ଷ୍ଟାଇଲ୍। ଲୋକେ ଯେତିକି ହସୁଛନ୍ତି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। କେହି କେହି ତାଙ୍କୁ ରଣବୀର ସିଂହଙ୍କ ସହ ମଧ୍ୟ ତୁଳନା କରୁଚନ୍ତି।

Amitabh Bachchan
ଖୁବ୍‌ଶୀଘ୍ର ‘କୌନ ବନେଗା କରୋଡ଼ପତି ୧୪’, ଅମିତାଭଙ୍କ ସହ ନଜର ଆସିବେ ଅମିର

ରିପୋର୍ଟ ଅନୁଯାୟୀ, ଅମିର ଖାନଙ୍କୁ ପ୍ରଥମ ଏପିସୋଡରେ ଦେଖିବାକୁ ମିଳିବ । ସେ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଡ୍ଡାକୁ ପ୍ରମୋଟ୍ କରିବାକୁ ଆସୁଛନ୍ତି ।

KBC
କେବିସିରେ ଆରାଧ୍ୟାଙ୍କ ପାଠ ପଢା କଥା କହିଲେ ଅମିତାଭ

ଟିଭିର ଲୋକପ୍ରିୟ କ୍ୱିଜ୍ ଆଧାରିତ ରିଏଲିଟି ଶୋ’ ‘କୌନ୍ ବନେଗା କରୋଡ ପତି ୧୩’ ର ହଟ୍ ସିଟ୍‌ରେ ଥିଲେ କଳ୍ପନା ସିଂହ ବୈଠୀ। କଳ୍ପନା ଗ୍ୱାଲିଅର୍‌ର ଏକ ସ୍କୁଲରେ ଅଧ୍ୟକ୍ଷା ଅଛନ୍ତି। ସେ ଗେମ୍‌ ସମୟରେ ଅମିତାଭ ବଚ୍ଚନଙ୍କ ସହିତ ଅନ୍‌ଲାଇନ୍ କ୍ଲାସ୍‌ର ଚ୍ୟାଲେଞ୍ଜକୁ ନେଇ କଥା ହୋଇଥିଲେ। ଏହା ଉପରେ ବିଗ୍ ବି ନିଜ ନାତୁଣୀ ଆରାଧ୍ୟାଙ୍କ ଅନ୍‌ଲାଇନ୍ କ୍ଲାସ ସହ ଜଡିତ କିଛି କଥା ଖୁଲାସା କରି କହିଛନ୍ତି ଯେ ଆରାଧ୍ୟା ମଧ୍ୟ ନୂଆ ଜିନିଷ ସହିତ ଆଡଜଷ୍ଟ କରିବା ନେଇ ଚେଷ୍ଟା କରୁଛି।

Kaun Banega Crorepati-13
କେବିସିର ପ୍ରଥମ ଶୁକ୍ରବାର ହେବ ଶାନଦାର : ହଟ୍‌ସିଟ୍‌ରେ ଦୁ‍ଇ ପ୍ରସିଦ୍ଧ ଖେଳାଳି

ମନୋରଞ୍ଜନ ସହିତ ଜ୍ଞାନକୁ ବିକାଶ କରୁଥିବା ପ୍ରସିଦ୍ଧ ଟିଭି ଶୋ 'କୌନ ବନେଗା କରୋଡପତି'ର ୧୩ ତମ ସିଜନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସିଜନର ପ୍ରୋମୋ ବହୁତ ଚମତ୍କାର ଏବଂ ହୃଦୟସ୍ପର୍ଶୀ ହୋଇଛି। ଏହି ଶୋ’ରେ ଗ୍ରାମବାସୀ କିପରି ଜିତିବାକୁ ପ୍ରସ୍ତୁତ ହୁଅନ୍ତି, ଏହି ପ୍ରୋମୋରେ ଏକ ଆକର୍ଷଣୀୟ ଢଙ୍ଗରେ ଦେଖାଯାଇଛି। ଯଦିଓ ଏହି ଶୋ’ ପୂର୍ବରୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି, କିନ୍ତୁ ସୋ’ର ଏହି ପ୍ରୋମୋ ଲୋକଙ୍କ ଆଗ୍ରହକୁ ଦ୍ୱିଗୁଣିତ କରିଦେଇଛି।