ଏହି ଅଗ୍ନିକାଣ୍ଡ ପୂର୍ବରୁ ପ୍ରଶାନ୍ତ ମହାସାଗରୀୟ ପାଲିସାଡେସ୍ରେ 24,000 ଏକର ଜମି ନଷ୍ଟ କରିସାରିଛି ଏବଂ ପ୍ରାୟ 14,000 ଏକର ଆଲଟାଡେନା ସମ୍ପ୍ରଦାୟକୁ ଧ୍ୱଂସ କରିଦେଇଛି।
ଦୁନିଆର ଏକ ପ୍ରମୁଖ ସୁନ୍ଦର ସହର ଭିତରେ ଆସୁଥିବା ଲସ୍ ଆଞ୍ଜେଲସ ନିଜର ବରବାଦୀ ଦେଖୁଛି । ଜଙ୍ଗଲ ନିଆଁକୁ କାବୁ କରିବାକୁ ଅଗ୍ନିଶମ ବାହିନୀ ଅହରହ ଲାଗି ରହିଛି । ହେଲେ କୌଣସି ସୁଫଳ ମିଳିପାରୁନାହିଁ । ସରକାର ମଧ୍ୟ ଏଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି ।
ଲସ୍ ଏଞ୍ଜେଲସ ଓ ଭେଣ୍ଟୁରା-କାଉଣ୍ଟି ଅଞ୍ଚଳର ହଜାରେ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ଜଳୁଛି। ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ସମୁଦ୍ରକୂଳରୁ ବହୁଥିବା ପ୍ରାୟ ୧୦୦ କିଲୋମିଟର ବେଗରେ ପବନ। ଫଳରେ ନିଆଁ ଥମିବା ପରିବର୍ତ୍ତେ ଅଧିକ ବଢ଼ିବାରେ ଲାଗିଛି।
ଲସ୍ ଏଞ୍ଜେଲସ୍ର ଆଉ ୨ଟି ଜଙ୍ଗଲକୁ ବ୍ୟାପିଲା ନିଆଁ । ମୋଟ୍ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି। ଏମିତିକି ୧ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ିଲେଣି।
ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା। ସ୍ଥାନୀୟ ଲୋକ କହିଛନ୍ତି ସେମାନେ ଝୁଲୁଥିବା ଭଳି ଅନୁଭବ କଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହେଲା ।
ଭାରତୀୟ ମୂଳ ପରିବାରର ୪ ଜଣ ସଦସ୍ୟଙ୍କୁ ମେରେଡ ସହରରୁ ସୋମବାର ଅପହରଣ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୮ ମାସର ଏକ ଶିଶୁ ଥିଲା। ଏମାନଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ଶବକୁ ପୋଲିସ ଜବତ କରିଛି।
ଜଣେ ୨୦୨୧ରେ ଜନ୍ମ ଅନ୍ୟ ଜଣେ ୨୦୨୨ରେ, ତଥାପି ଏମାନେ ଯାଁଆଳା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସମ୍ପୂର୍ଣ୍ଣ ଭବେ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ ।
ଘର ଉପରକୁ ଖସିପଡିଲା ଚଳନ୍ତା ବିମାନ । ଆମେରିକାର କାଲିଫର୍ନିଆରେ ଏହି ବଡ଼ ଦୁର୍ଘଟଣା ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରେନା ମହାମାରୀ କାୟା ବିସ୍ତାର କରି ରଖିଛି। କରେନା ବିରୋଧ ଲଢ଼େଇରେ କେବଳ ଭ୍ୟାକ୍ସିନ ହିଁ ଏକମାତ୍ର ଅସ୍ତ୍ର ରହିଛି। ଆମେରିକା ଓ ୟୁରୋପ ଭଳି ଭାରତରେ ମଧ୍ୟ ବିସ୍ତାର ଭାବେ ଟିକାକରଣ ପ୍ରକ୍ରିୟା ଜାରି…
କାଲିଫର୍ନିଆ: ଅଚାନକ ଫୁଟିଲା ଗୁଳି । ଚାରିଆଡ଼ ହୋଇଗଲା ଧୁଆଁମୟ । କିଏ କୁଆଡ଼େ ଦୌଡ଼ିବେ ବାଟ ପାଇଲେ ନାହିଁ । ସମସ୍ତେ ହତବାକ୍ । କ’ଣ ଏମିତି ଘଟିଲା ? କାହା ଛାତିରେ ଗୁଳିବାଜିଛି ତ ଆଉ କାହା ଗୋଡ଼ରେ…