ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନି ପାଇଁ ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏୟାର ଇଣ୍ଡିଆ ଅନେକ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ୪୯୫ ପୋଷ୍ଟ୍ ପୂରଣ ହେବ। ବିନା ପରୀକ୍ଷାରେ କେବଳ ସାକ୍ଷାତକାର ମାଧ୍ୟମରେ ଏହିସବୁ ପୋଷ୍ଟ୍ ପୂରଣ ହେବ।
ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି ।
ଇଣ୍ଟରନେଟର ବ୍ୟବହାର ଦିନକୁ ଦିନ ବୃଦ୍ଧି ହେତୁ ବଡ଼ ବଡ଼ ବ୍ୟବସାୟୀ ବା ଶିଳ୍ପପତି ମାନେ ସେମାନଙ୍କ ଉତ୍ପାଦ ଏବଂ ସମସ୍ତ ସେବା ଅନଲାଇନରେ ମାଧ୍ୟମରେ କରୁଛନ୍ତି । ଫଳରେ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ମାର୍କେଟିଂ ବଢ଼ିବାରେ ଲାଗିଛି ।
ପ୍ରୋଜେକ୍ଟ ଫେଲୋଶିପ୍ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ NIT(National Institute of Technology ), ରାଉରକେଲା ବିଜ୍ଞପ୍ତି ଜାରି କରିଛି।
CISF ରେ ମୋଟ୍ ୭୮୭ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେବେଠୁ କରିବେ ଆବେଦନ ।
SBI ରେ ଖାଲି ପଡ଼ିଛି ପଦବୀ । ନଭେମ୍ବର ୭ରେ ରହିଛି ଶେଷ ଆବେଦନ ପ୍ରକ୍ରିୟା । ତେବେ ଜାଣନ୍ତୁ କେମିତି କରିବେ ଆବେଦନ..
ଅନେକ ନିଜ କ୍ୟାରିଅରରେ ଆଗକୁ ବଢିବା ପାଇଁ ବାରମ୍ବାର ଚାକିରି ପରିବର୍ତ୍ତନ କରନ୍ତି। ସେମାନେ ଭାବନ୍ତି ଏହା କରିବା ଦ୍ୱାରା ଭଲ ଦରମା ହୋଇଥାଏ। କିନ୍ତୁ ଏହା କ୍ୟାରିଅରକୁ କ୍ଷତି ପହଞ୍ଚାଇ ପାରେ।
ପୂର୍ବ ସୂଚନା ଅନୁସାରେ ଦୂରଦୂରାନ୍ତରୁ ଆସିଥିଲେ ପରୀକ୍ଷାର୍ଥୀ । କିନ୍ତୁ ସେମାନେ ହଲରେ ବସିବା ପରେ ପୁଣି ସାମ୍ନାକୁ ଆସିଥିଲା ତ୍ରୁଟି ।
ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।
ଆବେନରେ ତ୍ରୁଟି ଯୋଗୁଁ ଏକକାଳୀନ ଏତେ ସଂଖ୍ୟକ ଆବେଦନକାରୀଙ୍କ ଦରଖାସ୍ତ ନାକଚ କରିଦେଇଛି ଓପିଏସ୍ସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରଶାସନ ବିଭାଗରେ କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ପାଇଁ ପଦବୀ ଖାଲି ରହିଛି। ମାସକୁ ୬୦,୦୦୦ ଦରମା ପାଇବେ।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ (ଓଏସ୍ଏସ୍ସି) ରାଜ୍ୟ ପରିବହନ ପ୍ରାଧିକରଣ (STA) ଅଧୀନରେ ପ୍ରାରମ୍ଭିକ ନିଯୁକ୍ତିଦାତା ଭାବେ ସବ୍-ଇନ୍ସପେକ୍ଟର (ଟ୍ରାଫିକ୍) ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି।
SIDBI ସାଧାରଣ ଷ୍ଟ୍ରିମର୍ ଗ୍ରେଡ୍-ଏ ବର୍ଗ ଅଧୀନରେ ୧୦୦ ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଅନ୍ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ (ଆଇଆଇଟି), ଖଡଗପୁର ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ମାସକୁ ୭୫,୦୦୦ ଟଙ୍କା।
ଉତ୍କଳ ବିଶ୍ୱବିଦ୍ୟାଳୟ, ଏହାର ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ଚୟନ ପାଇଁ ୱାକ୍-ଇନ୍-ଇଣ୍ଟରଭ୍ୟୁ କରିବ। ବିଜ୍ଞାପନ ଅନୁଯାୟୀ, ବଟାନୀ, ବାୟୋ-ଟେକ୍ନୋଲୋଜୀ, ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ଏବଂ ଜୁଲୋଜୀ ବିଭାଗ ପାଇଁ ୮ ଜଣ ଅତିଥି ଅଧ୍ୟାପକ ନିୟୋଜିତ ହେବେ।
ଆସିଷ୍ଟାଣ୍ଟ ଫୋଡର୍ ଡେଭଲପମେଣ୍ଟ ଅଫିସର୍(AFDO) ଓ ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ(SLA) -୨୦୧୯ ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଓଏସ୍ଏସ୍ସି ଜାରି କରିଥିବା ବିଜ୍ଞପ୍ତିରେ ତାରିଖ ଘୋଷଣା କରିଛି।
ଓଡ଼ିଶା ହାଇକୋର୍ଟରେ ଆଇନ ରିପୋର୍ଟର ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପଦବୀ ପାଇଁ ଜଣେ ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ଅତି କମରେ ୧୦ ବର୍ଷର ସ୍ଥାୟୀ ଓକିଲ ଭାବେ କାମ କରିଥିବେ ଓ ତାଙ୍କୁ ୦୨।୦୧।୨୦୨୨ ସୁଦ୍ଧା ୩୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବୟସ ହୋଇ ନ ଥିବ।
ପୂର୍ବ କେନ୍ଦ୍ର ରେଲୱେ ଏହା ବିଭିନ୍ନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି। ପ୍ରାର୍ଥୀମାନେ ଆପ୍ରେଣ୍ଟିସିପ୍ ଟ୍ରେନିଂ ଠାରୁ ଆରମ୍ଭ କରି ଫିଟର, ଟର୍ଣ୍ଣର, ମେକାନିଷ୍ଟ, ପେଣ୍ଟର୍, ଇଲେକ୍ଟ୍ରିକାଲ୍, ୱାୟାରମ୍ୟାନ୍, କାର୍ପେଣ୍ଟର୍ ଓ ୱେଲ୍ଡର୍ ପାଇଁ ମଧ୍ୟ ଆବେଦନ କରିପାରିବେ। ସମୁଦାୟ ୨୨୦୦ ପଦବୀ ଖାଲିଥିବା ଜଣାଯାଇଛି।
ପଶ୍ଚିମ ରେଳବାଇ ଗ୍ରୁପ୍ ସି ପଦବୀ ପାଇଁ ଆବେଦନ ନେଇ ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୧ଟି ପଦବୀ ପାଇଁ କ୍ରୀଡା କୋଟାରେ ରେଳ ନିଯୁକ୍ତି ୨୦୨୧ ପାଇଁ ଆବେଦନ କରିପାରିବେ।
ପଶ୍ଚିମବଙ୍ଗ ସର୍କଲରେ ଗ୍ରାମିଣ ଡାକ ସେବକ (ଜିଡିଏସ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ ୧୯ ଅଗଷ୍ଟ, ୨୦୨୧ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ ।
ସିଭିଲ୍ ଡିଫେନ୍ସ ଇନ୍ଷ୍ଟ୍ରକ୍ଟର୍/ ଡିଜି ପୋଲିସ୍ (ଡିଜିପି) ଅଧିନସ୍ଥ ସିନିୟର୍ ଷ୍ଟୋର୍ ଇନ୍ସପେକ୍ଟର, ଅଗ୍ନିଶମ ସେବା, ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଓଡିଶା, କଟକ (ଗୃହ ବିଭାଗ) ଅଧୀନରେ ପଦବୀରେ ନିଯୁକ୍ତି ପାଇଁ ଓଡିଶା ଷ୍ଟାଫ ସିଲେକସନ କମିଶନ୍ (ଓଏସ୍ଏସ୍ସି) ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।