• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nobel Prize

Nobel Prize
ଅର୍ଥନୀତି ଓ ଶାନ୍ତି ପାଇଁ ନୋବେଲ ପୁରସ୍କାର, ଜାଣନ୍ତୁ କେଉଁମାନେ ପାଇବେ...

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀ ପାଇବେ ନୋବେଲ ।

Nobel Peace Prize
ଶାନ୍ତି ପାଇଁ ନୋବେଲ୍ ଘୋଷଣା; ଜାପାନର ଏହି ସଂସ୍ଥା ପାଇଲା ପୁରସ୍କାର...

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଏହା ହିବାକୁଶା ନାମରେ ମଧ୍ୟ ଜଣାଶୁଣା । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍‌କ୍ୟୋ’।

Nobel Prize
ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା, ସମ୍ମାନିତ ହେବେ ଏହି ୩ ବୈଜ୍ଞାନିକ

ପ୍ରୋଟିନ୍ ସଂରଚନା ପୂର୍ବାନୁମାନ ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍. ଜମ୍ପରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

Nobel Prize
ମେଡିସିନ୍‌ରେ ବିରଳ ସଫଳତା ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ମିଳିଲା ନୋବେଲ୍ ...

ମେଡିସିନ୍‌ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍‌ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ୍‌ଙ୍କୁ ମିଳିଛି ।

Arvind Kejriwal
ମୁଁ ଯେଉଁ ପରିସ୍ଥିତିରେ କାମ କରୁଛି ମୋତେ ନୋବେଲ୍ ମିଳିବା କଥା: କେଜ୍ରିୱାଲ୍

ମୁଁ ଯେଉଁ ପରିସ୍ଥିତିରେ ସରକାର ଚଳାଉଛି, ମୋତେ ନୋବେଲ ପୁରସ୍କାର ଦେବା ଉଚିତ୍। ମୁଁ ସରକାର ଚଳାଉଛି ଏବଂ ଅଧିକାରୀମାନେ ଉପରାଜ୍ୟପାଳଙ୍କ କଥା ଶୁଣୁଛନ୍ତି...

Claudia Goldin
ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ପାଇବେ ନୋବେଲ ପୁରସ୍କାର

୭୭ ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ନୋବେଲ ପୁରସ୍କାର ପାଇବେ ।

Nobel Prize
ଇରାନର ୫୧ ବର୍ଷୀୟା ମହିଳା ନର୍ଗେସ ମହମ୍ମଦି ପାଇବେ ନୋବେଲ ଶାନ୍ତି ପୁରସ୍କାର

ନିଷ୍ପେସିତ ଇରାନୀୟ ମହିଳାଙ୍କ ଉତ୍ଥାନ ପାଇଁ କାମ କରନ୍ତି ନର୍ଗେସ ।

Nobel Prize
୨ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର

କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ପାଇବେ ନୋବେଲ ।

Nobel prize winner svante paabo was thrown into pond
ନୋବେଲ ବିଜେତାଙ୍କୁ ସହକର୍ମୀମାନେ ଧରି ପୋଖରୀକୁ ଫିଙ୍ଗିଦେଲେ, ଭିଡିଓ ଭାଇରାଲ

ବିବର୍ତ୍ତନ ବାଦର ବିକାଶ ଉପରେ ସେ କରିଥିବା ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ନାମ ଘୋଷଣା ହେବା ପରେ ନିଜେ ପାବୋ ଏକ ଭିଡିଓ  ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଭିଡିଓରେ ଦେଖିବାକୁ ମିଳିଛି ନୋବେଲ ବିଜେତାଙ୍କୁ ସାଙ୍ଗମାନେ ଏକ ପୋଖରୀରେ ଫିଙ୍ଗି ଦେଉଛନ୍ତି।

Nobel Prize For Economics
ଅର୍ଥନୀତି ପାଇଁ ୩ ଜଣଙ୍କ ନାଁରେ ନୋବେଲ ପୁରସ୍କାର ଘୋଷଣା

ବେନ୍ ବେର୍ଣ୍ଣାନ୍‌କେ, ଡଗଲାସ୍ ଡାଇମଣ୍ଡ, ଫିଲିପ୍ ଡିଭିଗ୍‌ଙ୍କୁ ନୋବେଲ ପୁରସ୍କାର ଦିଆଯିବ ନେଇ ଘୋଷଣା କରାଯାଇଛି । 

Nobel Prize
ଶାନ୍ତି ପାଇଁ ନୋବେଲ ପୁରସ୍କାର; ଘୋଷଣା ହେଲା ନାଁ

୨୦୨୨ ପାଇଁ କିଏ ପାଇବ ନୋବେଲ ଶାନ୍ତି ପୁରସ୍କାର ? ସବୁ ପ୍ରଶ୍ନର ଅନ୍ତ ଘଟାଇ ଶୁକ୍ରବାର ଘୋଷଣା କରାଯାଇଛି  ନାଁ। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। 

Nobel Prize
ସାହିତ୍ୟ ପାଇଁ ଫ୍ରେଞ୍ଚ ଅଥର ଆନ୍ନୀ ଏରନସ୍କଙ୍କୁ ନୋବେଲ

ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।

Nobel Prize in Chemistry
ଦ୍ୱିତୀୟ ଥର ପାଇଁ ଶାର୍ପଲେସ ପାଇବେ ମର୍ଯ୍ୟାଦାଜନକ ନୋବେଲ ଆୱାର୍ଡ

ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ।

Nobel Prize Winner
ପଦାର୍ଥ ବିଜ୍ଞାନ ପାଇଁ ଏକା ଥରକେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।

 Svante Pääbo
ସ୍ୱାନ୍ତେ ପାବୋଙ୍କୁ ମେଡିସିନରେ ନୋବେଲ

ଚଳିତ ବର୍ଷ ମେଡିସିନ୍‌ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର।

Nobel Prize in Chemistry
ରସାୟନ ବିଜ୍ଞାନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ନୋବେଲ ପୁରସ୍କାର

ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି।