ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀ ପାଇବେ ନୋବେଲ ।
ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଜାପାନୀ ସଂସ୍ଥା ‘ନିହନ ହିଡାନ୍କ୍ୟୋ’କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଏହା ହିବାକୁଶା ନାମରେ ମଧ୍ୟ ଜଣାଶୁଣା । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍କ୍ୟୋ’।
ପ୍ରୋଟିନ୍ ସଂରଚନା ପୂର୍ବାନୁମାନ ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍. ଜମ୍ପରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।
ମେଡିସିନ୍ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍କୁନ୍ଙ୍କୁ ମିଳିଛି ।
ମୁଁ ଯେଉଁ ପରିସ୍ଥିତିରେ ସରକାର ଚଳାଉଛି, ମୋତେ ନୋବେଲ ପୁରସ୍କାର ଦେବା ଉଚିତ୍। ମୁଁ ସରକାର ଚଳାଉଛି ଏବଂ ଅଧିକାରୀମାନେ ଉପରାଜ୍ୟପାଳଙ୍କ କଥା ଶୁଣୁଛନ୍ତି...
୭୭ ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ନୋବେଲ ପୁରସ୍କାର ପାଇବେ ।
ନିଷ୍ପେସିତ ଇରାନୀୟ ମହିଳାଙ୍କ ଉତ୍ଥାନ ପାଇଁ କାମ କରନ୍ତି ନର୍ଗେସ ।
ବିବର୍ତ୍ତନ ବାଦର ବିକାଶ ଉପରେ ସେ କରିଥିବା ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ନାମ ଘୋଷଣା ହେବା ପରେ ନିଜେ ପାବୋ ଏକ ଭିଡିଓ ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଭିଡିଓରେ ଦେଖିବାକୁ ମିଳିଛି ନୋବେଲ ବିଜେତାଙ୍କୁ ସାଙ୍ଗମାନେ ଏକ ପୋଖରୀରେ ଫିଙ୍ଗି ଦେଉଛନ୍ତି।
ବେନ୍ ବେର୍ଣ୍ଣାନ୍କେ, ଡଗଲାସ୍ ଡାଇମଣ୍ଡ, ଫିଲିପ୍ ଡିଭିଗ୍ଙ୍କୁ ନୋବେଲ ପୁରସ୍କାର ଦିଆଯିବ ନେଇ ଘୋଷଣା କରାଯାଇଛି ।
୨୦୨୨ ପାଇଁ କିଏ ପାଇବ ନୋବେଲ ଶାନ୍ତି ପୁରସ୍କାର ? ସବୁ ପ୍ରଶ୍ନର ଅନ୍ତ ଘଟାଇ ଶୁକ୍ରବାର ଘୋଷଣା କରାଯାଇଛି ନାଁ। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ।
ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ।
ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି।