• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cinema Halls

Cinema Hall
ଏଣିକି ସିନେମା ହଲ୍‌ ଭିତରକୁ ଖାଦ୍ୟ ପାନୀୟ ମନା !

ସିନେମା ହଲ୍ ଭିତରେ ଖାଦ୍ୟ ଓ ପାନୀୟ ବିକ୍ରି ସଂପର୍କିତ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରିପାରିବେ ହଲ ମାଲିକ ।

Kerala movie theatre creates sound proof crying room for parents
ଏବେ ଛୋଟ ପିଲାଙ୍କୁ ନେଇ ଦେଖିପାରିବେ ଫିଲ୍ମ; ଏହି ହଲ୍‌ କଲା ସୁବିଧା

ଆପଣଙ୍କର ହଲ୍‌କୁ ଯାଇ ଫିଲ୍ମ ଦେଖିବାକୁ ଭାରି ଇଛା ଥିବ। କିନ୍ତୁ ଘରେ ଛୋଟ ପିଲା ଥିବାରୁ ଆପଣ ଯାଇ ପାରୁ ନଥିବେ। କାରଣ ପିଲାମାନେ ହଲ୍‌ରେ କାନ୍ଦନ୍ତି। ହେଲେ ଏବେ ଆଉ ଏ ଅସୁବିଧା ହେବନି। ଏହି ସିନେମା ହଲ୍‌ ତିଆରି କରିଛି ସାଉଣ୍ଡ୍‌ ପ୍ରୁଫ୍ 'କ୍ରାଇଙ୍ଗ୍‌ ରୁମ୍'। ଜାଣନ୍ତୁ ଏହା କେଉଁଠି…

new odia film released in kalyan mandap
ମିଳିଲାନି ହଲ୍‌, ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା

ଦିନକୁ ଦିନ ଶୋଚନୀୟ ହେଉଛି ଓଲିଉଡର ସ୍ଥିତି। ଦର୍ଶକ ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି। ଯାହା କିଛି ବି ବଞ୍ଚିଥିଲା ୨ବର୍ଷର କୋଭିଡ କଟକଣା ଭିତରେ ସବୁ ନଷ୍ଟ ହୋଇ ଯାଇଛି। କାରଣ ଯାହା ବି ହେଉ ନା କାହିଁକି ଓଡ଼ିଆ ସିନେମା ତାର ଲୋକପ୍ରିୟତା ହରାଉଛି ଏକଥା ସତ। ସ୍ଥିତି ଶେଷରେ ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ହଲ୍‌ ମିଳୁନି।

cinema hall Ticket price may decrese
ଶସ୍ତା ହୋଇପାରେ ସିନେମା ଟିକେଟ, ମିଳିପାରେ ସପ୍ତାହାନ୍ତ ଅଫର

ଚଳିତବର୍ଷ ଲଗାତାର ବଲିଉଡ ଫିଲ୍ମ ଫ୍ଲପ୍‌ ହେବା ପରେ ଚିନ୍ତାରେ ପଡିଛନ୍ତି ହଲ ମାଲିକ। ଖାଲି ହଲ ମାଲିକ ନୁହେଁ, ଫିଲ୍ମ ପ୍ରଡ୍ୟୁସର, ଡିଷ୍ଟ୍ରିବ୍ୟୁଟର୍ସଙ୍କ ଚିନ୍ତା ମଧ୍ୟ ବଢି ଯାଇଛି। ଫିଲ୍ମ ଫ୍ଲପ୍‌ ହେବା କାରଣରୁ ଅଧିକ ସଂଖ୍ୟକ ଦର୍ଶକ ହଲ୍‌କୁ ଆସୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସିନେମା ହଲ ମାଲିକମାନେ ଟିକେଟ ମୂଲ୍ୟ ଶସ୍ତା କରିବା ପାଇଁ ଚିନ୍ତା କରୁଛନ୍ତି।

Cinema Halls
୩ ଦଶନ୍ଧି ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍

ଆଜି ପୁଲୱାମା ଓ ସୋପିଆନ୍‌ରେ ୨ଟି ସିନେମାହଲ୍‌ର ଉଦ୍‌ଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ୨ଟି ସିନେମାହଲ୍ ୧୦୦ ସିଟ୍ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ ।

Cinema Hall Sealed
ମାନିଲେନି ନିୟମ, ସିଲ୍‌ ହେଲା ୬୦ରୁ ଅଧିକ ଥିଏଟର

ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍‌ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍‌କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

cinema hall
ଇତିହାସ ପାଲଟି ଯିବ କି ବଡ଼ ପରଦା ? ଆଉ ଆସୁନାହାନ୍ତି ଦର୍ଶକ, ସିନେମା ହଲ୍ ଆଗରେ ଲାଗିଛି ଟୁ-ଲେଟ୍

ସିନେମା ହଲକୁ ନେଇ ଆମ ସମସ୍ତଙ୍କର କିଛିନା କିଛି ଅନୁଭୂତି ରହିଛି। ହଲ୍ ଭିତରେ ବସି ସିନେମା ଦେଖିବାର ମଜା ଥିଲା ଅଲଗା। ଏବେ କିନ୍ତୁ ସ୍ଥିତି ବଦଳି ଯାଉଛି। ଛୋଟ ଛୋଟ ସହରରେ ଥିବା ସିନେମା ହଲ୍ ସବୁ ବନ୍ଦ ହୋଇଗଲାଣି।

cinema hall
ଦିନେ ସିନେମା ଚାଲୁଥିଲା, ଆଜି ଟୁ-ଲେଟ୍ ଲାଗିଛି ! ଇତିହାସ ପାଲଟି ଯିବକି ବଡ଼ ପରଦା?

ସିନେମା ହଲକୁ ନେଇ ଆମ ସମସ୍ତଙ୍କର କିଛିନା କିଛି ଅନୁଭୂତି ରହିଛି। ହଲ୍ ଭିତରେ ବସି ସିନେମା ଦେଖିବାର ମଜା ଥିଲା ଅଲଗା। ଏବେ କିନ୍ତୁ ସ୍ଥିତି ବଦଳି ଯାଉଛି।