• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shraddha Kapoor

Bollywood Film Tu Jhoothi Main Makkaar Released
ରଣବୀର-ଶ୍ରଦ୍ଧାଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ, ଫିଲ୍ମ ‘ତୁ ଝୁଟି, ମେ ମକାର୍’କୁ ଜବରଦସ୍ତ ରେସ୍‌ପନ୍ସ...

ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁ ଝୁଟି, ମେ ମକାର୍’। ଫାଷ୍ଟ ଡେ’ରେ ହଲ୍‌ରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍‌ପନ୍ସ ଦେଖିବାକୁ ମିଳିଛି ।

Bollywood Actress who charged more money than male leads in movie
ବଲିଉଡ୍‌ର ଏହି ୭ ନାୟିକାଙ୍କ ଚାର୍ଜ ନାୟକଙ୍କ ଠାରୁ ବି ଅଧିକ

ବଲିଉଡ୍‌ର ସବୁଠୁ ଦାମୀ ଅଭିନେତ୍ରୀଙ୍କ ତାଲିକାରେ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ନାମ ରହିଛି। ଏହି ଅଭିନେତ୍ରୀମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଆସନ୍ତୁ ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା-

Tu jhoothi main makkaar trailer out
'ତୁ ଝୁଠି ମେ ମକ୍କାର'ର ଟ୍ରେଲର୍ ଆଉଟ୍; ଦେଖିବାକୁ ମିଳିବ ଲଭ୍-କମେଡି

ରିଲିଜ୍ ହୋଇଛି 'ତୁ ଝୁଠି ମେ ମକ୍କାର'ର ଟ୍ରେଲର୍। ଫିଲ୍ମର ଟ୍ରେଲର ମଜାମସ୍ତିରେ ଭରପୂର ଥିବା ଦେଖାଯାଏ। ଉଭୟ ରଣବୀର ଏବଂ ଶ୍ରଦ୍ଧା ସେମାନଙ୍କ ଚରିତ୍ରକୁ ଖୁବ ଦୃଢତାର ସହ କରୁଥିବା ଦେଖାଯାଏ। ଉଭୟଙ୍କ ମଜାଳିଆ ଷ୍ଟାଇଲ୍ ଫିଲ୍ମକୁ ଖୁବ ମଜାଦାର କରିଦେଉଛି।

shardha kapoor
ଦୁଲ୍ହନ ବେଶରେ ନଜର ଆସିଲେ ଶ୍ରଦ୍ଧା କପୁର, ଫ୍ୟାନ୍ସ କଲେ ପ୍ରଶଂସା

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କର ସୌନ୍ଦର୍ଯ୍ୟର ଜଲବା ଦେଖେଇଛନ୍ତି । ଶ୍ରଦ୍ଧାଙ୍କ ଦୁଲ୍ହନ ଲୁକ୍ ଦେଖି ଫ୍ୟାନ୍ସ ମାନେ ଦିବାନା ହୋଇ ଯାଇଛନ୍ତି । କିଛି ସମୟ ପାଇଁ ପ୍ରଶଂସକ ମାନେ ଭାବିଥିଲେ କି ଶ୍ରଦ୍ଧା ସତ ସତିକା ଦୁଲ୍ହନ ବନି ଯାଇଛନ୍ତି । କିନ୍ତୁ ଏହା ସତ ନୁହେଁ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶ ଫ୍ୟାସନ ଡିଜାଇନର ଫାଲଗୁନି ପିକକଙ୍କ ପାଇଁ ।

Shraddha Kapoor
ଚର୍ଚ୍ଚାରେ ଶ୍ରଦ୍ଧା କପୁରଙ୍କ ବିବାହ; ଜାଣନ୍ତୁ କିଏ ସେ ଭାଗ୍ୟବାନ ଯୁବକ

ବଲିଉଡ ଅଭିନେତା ତଥା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି। କିଛି ମାସ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଶ୍ରଦ୍ଧା ଖୁବ ଶୀଘ୍ର ତାଙ୍କ ସେଲିବ୍ରିଟି ଫଟୋଗ୍ରାଫର୍ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ବଲିଉଡ ଦୁନିଆରେ ମଧ୍ୟ ଉଭୟଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଅନୁମାନ କରାଯାଉଛି ଯେ ଏହି ଯୋଡି ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

shraddha kapoor
କାହାକୁ ବାହା ହେବେ ଶ୍ରଦ୍ଧା? ଏମିତି କହିଲେ ବାପା

ମୁମ୍ବାଇ: ନିଜ ପସନ୍ଦରେ ବିବାହ କରିବେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌। ତାଙ୍କର ଏହି ପସନ୍ଦରେ ପରିବାର ଲୋକଙ୍କ ମଧ୍ୟ କୌଣସି ଆପତ୍ତି ନାହିଁ। ପଢ଼ନ୍ତୁ ପୂରା ଘଟଣା କ’ଣ… ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଲଭ୍‌ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ନୂଆ କଥା ସାମ୍‌ନାକୁ ଆସିଛି। ନିଜ ପସନ୍ଦ ଅନୁସାରେ ପୁଅ  ଠିକ୍‌ କରି ବିବାହ କରିବେ ବୋଲି କହିଛନ୍ତି ଶ୍ରଦ୍ଧାଙ୍କ ବାପା ତଥା […]