/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674357907.jpg)
Today Panchang
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି - ପ୍ରତିପଦ ରାତ୍ରି ୧୦.୨୭ ଗତେ ୨ୟା ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ମେଷ ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ୩ ପାଦ
Advertisment
ଶୁଭ ସମୟ:
ପ୍ରାତଃ ୦୬.୨୭ ରୁ ୧୦.୦୮
ଦିବା ୦୧.୨୦ ରୁ ୦୧.୪୮
ସନ୍ଧ୍ୟା ୦୬.୨୦ ରୁ ୦୮.୫୬
ରାତ୍ରି ୧୨.୨୪ ରୁ ୦୧.୩୫
ରାତ୍ରି ୦୩.୧୨ ରୁ ୦୩.୫୧
ଅଶୁଭ ସମୟ:
ଋାହୁକାଳ - ଦିବା ୦୪.୦୫ ରୁ ୦୫.୨୮
କାଳବେଳା – ଦିବା ୧୧.୫୮ ରୁ ୦୧.୨୦
ବାରବେଳା – ଦିବା ୧୦.୩୫ ରୁ ୧୧.୫୮
କାଳରାତ୍ରି – ରାତ୍ରି ୦୧.୩୫ ରୁ ୦୩.୧୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)