• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Netaji Jayanti

Netaji Birth Anniversary
ନେତାଜୀ ରହୁଥିବା ଦ୍ୱୀପରେ ସ୍ମାରକ ନିର୍ମାଣ ଲାଗି ଶିଳାନ୍ୟାସ

ଦେଶ ଲାଗି ସର୍ବୋଚ୍ଚ ବଳିଦାନ ଦେଇଥିବା ପରମବୀର ଚକ୍ର ବିଜେତାଙ୍କ ଲାଗି ଏହା ସଠିକ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ ନିଜ ମତ ରଖିଛନ୍ତି। 

subash bose had given strong warning anti india comment
ଭାରତ ବିରୋଧୀ ମନ୍ତବ୍ୟ ଦେବାରୁ ଅଧ୍ୟାପକଙ୍କୁ କଡ଼ା ଜବାବ ଦେଇଥିଲେ ସୁଭାଷ ବୋଷ, ଆଉ ତାପରେ...

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସାରା ଭାରତକୁ ଏକଜୁଟ କଲେ।

Tribute to Netaji
ଭିଏତନାମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ

ସାଇଗନ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ଗାଇ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Netaji Statue
ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚିତ

ନେତାଜୀଙ୍କ ଏହି ପ୍ରତିମା ଆଗାମୀ ପିଢ଼ିଙ୍କୁ ପରାକ୍ରମ, ଦେଶଭକ୍ତି ଓ ବଳିଦାନର ପ୍ରେରଣା ଦେବ।

India Gate
ଆଉ ଇଣ୍ଡିଆ ଗେଟ୍‌ରେ ଜଳିବନି ଅମର ଯବାନ ଜ୍ୟୋତି, ଶୋଭା ପାଇବ ନେତାଜୀଙ୍କ ଷ୍ଟ୍ୟାଚ୍ୟୁ

କଂଗ୍ରେସ ସମେତ ଅନ୍ୟ ବିରୋଧୀ, ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରଛନ୍ତି । ଇତିହାସ ବଦଳାଇ ଦେବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

Subhash Chandra Bose
ଇଣ୍ଡିଆ ଗେଟ୍‌ରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ଆସନ୍ତା ଦୁଇ ଦିନ ପରେ ଅର୍ଥାତ ଜାନୁଆରୀ ୨୩ରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ।

1
ନେତାଜୀଙ୍କ ୧୨୫ତମ ଜୟନ୍ତୀ; ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ଏଥିପାଇଁ ଚଳଚଂଚଳ ତାଙ୍କ ଜନ୍ମମାଟି କଟକର ଓଡ଼ିଆ ବଜାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ନେତାଜୀଙ୍କ ନେତୃତ୍ୱ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସୁଭାଷଙ୍କ ସ୍ମୃତି ଚାରଣ କରି ଧର୍ମେନ୍ଦ୍ର କହିଛନ୍ତି, ମୋତେ ରକ୍ତ ଦିଅ, ସ୍ୱାଧୀନତା ଆଣିଦେବି ଡାକରା ପ୍ରେରଣା ଦେଇଥିଲା। ଦେଶ ମାତୃକା ପାଇଁ […]

netaji-khabar
ଭାରତ ମାଟିରୁ ଇଂରେଜମାନଙ୍କୁ ତଡ଼ିବାକୁ ଏମିତି କହିଥିଲେ ନେତାଜୀ

ସେ ଥିଲେ ଭାରତ ମାଆର ଜଣେ ସଚ୍ଚା ସୈନିକ। ଯାହାଙ୍କ ନାଁ ଶୁଣିଲେ ଥରୁଥିଲେ ଗୋରା ସାହେବ। ଆଗକୁ ଆସିବା ତ ଦୂରର କଥା ଛତ୍ରଭଙ୍ଗ ଦେଉଥିଲେ ଇଂରେଜମାନେ । ଆଉ ଟେକାର ଜବାବ ପଥରରେ ଦେବାକୁ ସେ କେବେ ପଛାଉ ନଥିଲେ। ଆମେ କହୁଛୁ ଭାରତର ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ କଥା। କଟକର ଓଡ଼ିଆ ବଜାରରେ ଜନ୍ମିତ ସୁଭାଷ ଥିଲେ ଓଡ଼ିଶାର ବୀରପୁତ୍ର। ଆଇନଜୀବୀ ଜାନକୀ ନାଥ ବୋଷ ଓ ପ୍ରଭାବତୀ […]

netaji-subhash-chandra
‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’

ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।  କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ସ୍ରୋତ । ଦେଶର ସ୍ୱାଧୀନତା ପାଇଁ ସୁଭାଷ ଚନ୍ଦ୍ର ବୋଷଙ୍କର ଯଥେଷ୍ଟ ଅବଦାନ ରହିଥିଲା । ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ହେବା ସହ ଥିଲେ ଜଣେ ସାହସୀ ଯୋଦ୍ଧା । ତାଙ୍କର ପ୍ରେରଣାଦାୟୀ ଚିନ୍ତାଧାରା ଯୁବଗୋଷ୍ଠୀଙ୍କୁ  ସବୁବେଳେ ଉତ୍ସାହିତ କରୁଥିଲା । ମାତୃଭୂମିର ମୁକ୍ତି ପାଇଁ ଦେଶ-ବିଦେଶରେ ଆତ୍ମଗୋପନ […]

OTV-khabar-NEtaji
ଗୁମ୍‌ନାମୀ ବାବା ରୂପରେ ବଞ୍ଚିଥିଲେ ନେତାଜୀ !

ନୂଆଦିଲ୍ଲୀ: ଜାନୁଆରୀ ୨୩ରେ ସାରା ଦେଶରେ ପାଳିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ହେଲେ ଏଣିକି ଏହି ଦିନକୁ ପରାକ୍ରମ ଦିବସ ନାଁରେ  ସମସ୍ତେ ମନେ ରଖିବେ।  ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ୨୩ ତାରିଖ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ହେବ।  ଏହି […]

NETAJI
ଯେବେ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଇଁ ଖର୍ଚ୍ଚ କରିଦେଲେ ସବୁ ଜମା ଟଙ୍କା.....

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ ସୁବାଷ ବୋଷ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା