• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Snow Fall

Snow In America
ସ୍ଥିତି ଅସମ୍ଭାଳ ! ଠପ୍‌ ହୋଇଯାଇଛି ଅଧା ଆମେରିକା, ନ୍ୟୁୟର୍କ-ନ୍ୟୁଜର୍ସିରେ ବିଦ୍ୟୁତ ସରବରାହ ବନ୍ଦ

ପୂର୍ବ ଆମେରିକାରେ ପ୍ରାୟ ୭ କୋଟି ଲୋକ ବରଫ ଝଡ଼ ଯୋଗୁ ପ୍ରଭାବିତ ହୋଇଛନ୍ତି । ପାଣି ଯୋଗାଣ ବନ୍ଦ ହୋଇ ଯାଇଥିବା ବେଳେ ବିଦ୍ୟୁତ ସରବରାହ ମଧ୍ୟ ଠପ୍ ପଡିଯାଇଛି ।

Snow Fall
ପ୍ରକୃତିରାଣୀର ପହିଲି ସ୍ପର୍ଶରେ ପ୍ରଥମ ତୁଷାରପାତର ମନଲୋଭା ଦୃଶ୍ୟ, ସଭିଙ୍କୁ ବାୟା କରୁଛି..

ଉପରେ ନିର୍ମଳ ଆକାଶ, ତଳେ ସଫେଦ ଚାଦର ଭଳି ବରଫର ଆସ୍ତରଣ । ଅକ୍ଟୋବର ଶେଷ ସପ୍ତାହରେ ତୁଷାରପାତ ଋତୁର ଅୟମାରମ୍ଭ । ପ୍ରକୃତିରାଣୀର ପହିଲି ସ୍ପର୍ଶ ପରେ ହୋଇଥିବା ପ୍ରଥମ ତୁଷାରପାତର ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଛି ।

snow fall
ପହଲଗାମରେ ପ୍ରବଳ ବରଫପାତ

ଶ୍ରୀନଗର: ଏବେ ଚାରିଆଡେ ଅନୁଭୂତ ହେଉଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରାରେ ବୃଦ୍ଧି ଯୋଗୁଁ ବଢୁଛି ତାତି ହେଲେ ଜାମ୍ମୁ କାଶ୍ମୀରର ପର୍ଯ୍ୟଟନସ୍ଥଳୀ ପହଲଗାମରେ କିନ୍ତୁ ଏବେ ହେଉିଛି ପ୍ରବଳ ବରଫପାତ। ରାଜ୍ୟର ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଲଗାତର ଦୁଇ ଦିନ ଧରି ପ୍ରବଳ ପରିମାଣରେ ତୁଷାରପାତ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ଅନନ୍ତନାଗ ଜିଲ୍ଲାରେ ଥିବା ଏ ଅଞ୍ଚଳକୁ ବହୁ ସଂଖ୍ୟା ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଗଲା ଦୁଇ ଦିନ ଧରି ଏ ଅଞ୍ଚଳରେ ତାପମାତ୍ରା ହ୍ରାସ […]