• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jacqueline Sukesh

Not Actress Jacqueline Fernandez Sukesh Chandrasekhar Wanted To Date With Nora Fatehi
‘ଜ୍ୟାକଲିନ୍‌ ନୁହେଁ, ମୁଁ ତୁମକୁ ପସନ୍ଦ କରେ’, ନୋରାଙ୍କୁ ପ୍ରେମରେ ଫସାଇବା ପାଇଁ ଜାଲ ବୁଣିଥିଲା ସୁକେଶ...

ଜ୍ୟାକଲିନ୍‌ଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ସୁକେଶ ନୋରାଙ୍କ ସହ ଡେଟିଂ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ନୋରାଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲା। 

Jacqueline  Fernandez
୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ପୁଣି ଜେରା କଲା EOW

EOW ର ଯୁଗ୍ମ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଟିମ୍ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

Actor Nora Fatehi Questioned In Rs 200 Crore Extortion Case
୪ ଘଣ୍ଟାରେ ଅଭିନେତ୍ରୀ ନୋରାଙ୍କୁ ୫୦ ପ୍ରଶ୍ନ, ଅର୍ଥ ହେରଫେର ମାମଲାରେ ଅଛି କି ଲିଙ୍କ୍‌ ?

୪ ଘଣ୍ଟା ଜେରା ବେଳେ ନୋରାଙ୍କୁ ୫୦ଟି ପ୍ରଶ୍ନ ପଚରା ଯାଇଥିଲା। ତେବେ ସୁକେଶଙ୍କ କ୍ରିମିନାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ ସମ୍ପର୍କରେ ତାଙ୍କୁ ଜଣାନଥିଲା ବୋଲି ନୋରା କହିଛନ୍ତି।

Bollywood Conman Sukesh Chandrashekhar Gifted Jacqueline Fernandez Home In Srilanka
ଜ୍ୟାକଲିନ୍‌ଙ୍କ ପ୍ରେମରେ ପାଗଳ ଥିଲେ ସୁକେଶ, ଶ୍ରୀଲଙ୍କାରେ କିଣିଥିଲେ ଘର...

ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ଦେଇଥିଲେ। ଜ୍ୟାକଲିନ୍‌ଙ୍କ ପାଇଁ ସେ ଶ୍ରୀଲଙ୍କାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ। ଏତଦ୍‌ବ୍ୟତୀତ ଜ୍ୟାକଲିନ୍‌ଙ୍କ ପାଇଁ ସେ ମୁମ୍ବାଇରେ ପ୍ରପର୍ଟି ମଧ୍ୟ ଦେଖିଥିଲେ।

Actor Jacqueline Fernandez Laundered Money
ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଲା ED

୨୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜ୍ୟାକଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଏହା ପୂର୍ବରୁ ଜ୍ୟାକଲିନ୍‌ଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ED ଜବତ କରିଥିଲା।

Actress  Jacqueline Fernandes's ₹ 7 Crore Frozen
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ୭ କୋଟିର ସମ୍ପତ୍ତି ଜବତ

ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍‌ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ରହିଛି। 

Jacqueline and Sukesh Chandrasekhar
ସୁକେଶଙ୍କ ସହ ଜ୍ୟାକଲିନ୍‌ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌

ମନି ଲଣ୍ଡ୍ରିଂ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଗିରଫ ପରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌(Jacqueline Fernandez)ଙ୍କ ନାଁ ଆସିବା ପରେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ଏବେ ସୁକେଶଙ୍କ ସହ ଜ୍ୟାକଲିନ୍‌ଙ୍କ ଆଉ ଏକ ନୂଆ ଫଟୋ ଭାଇରାଲ୍‌ ହୋଇଛି।