ମିସ୍ ୟୁନିଭର୍ସ ୨୦୨୧ ବିଜେତା ହରନାଜ ସାନ୍ଧୁ ନିଜକୁ ଟ୍ରାନ୍ସଫର୍ମ କରି ଟ୍ରୋଲର୍ମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ସେ ମିସ୍ କସ୍ମୋ ୨୦୨୪ରେ ଅଂଶଗ୍ରହଣ କରିବାକୁ ଭିଏତନାମ ଯାଇଥିଲେ, ଯେଉଁଠାରେ ସେ ଏକ ଗୋଲ୍ଡେନ୍ ଗାଉନ୍ରେ ଏକ ଭିନ୍ନ ଷ୍ଟାଇଲ୍ରେ ଜଲ୍ୱା ଦେଖେଇଛନ୍ତି।
ହର୍ନାଜ୍ ସାନ୍ଧୁ ୨୦୨୧ ମସିହାରେ ହୋଇଥିଲେ ମିସ୍ ୟୁନିଭର୍ସ। ମିସ୍ ୟୁନିଭର୍ସ ପିଜେଣ୍ଟ ପାଇଁ, ହର୍ନାଜ୍ ତାଙ୍କ ପାଇଁ ଏକ ବିଶେଷ ପ୍ରକାରର ଗାଉନ୍ ପ୍ରସ୍ତୁତ କରିଥିଲେ। ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପରେ ସୁସ୍ମିତା ଓ ଲାରା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ।
ବିଶ୍ୱ ସୌନ୍ଦଯର୍ୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ତରୁଣୀ। ହରନାଜ୍ କୌରଙ୍କୁ ମିସ୍ ୟୁନିଭର୍ସ ଟାଇଟଲ୍ । ଇସ୍ରାଏଲରେ ଅନୁଷ୍ଠିତ ପାଜେଣ୍ଟରେ ପଛରେ ପଡ଼ିଲେ ୭୯ ପ୍ରତିଯୋଗୀ
୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ବିଶ୍ୱ ସୌନ୍ଦର୍ଯ୍ୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ହରନାଜ୍ କୌର୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ହୋଇଛନ୍ତି । ବିଶ୍ୱର ୭୯ ଜଣ, ଏକରୁ ବଳି ଆରେକ ସୌନ୍ଦର୍ଯ୍ୟବତୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସର ତାଜ୍ ପିନ୍ଧିଛନ୍ତି ହରନାଜ୍ ।
ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ଏହି ଟାଇଟଲ୍ ଜିତି ହରନାଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ପଞ୍ଜାବର ୨୧ ବର୍ଷୀୟ ହରନାଜ ୭୦ତମ ମିସ୍ ୟୁନିଭର୍ସ ହୋଇଛନ୍ତି।