ଛାତ୍ରଟିର ଏପରି କାରନାମାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ସଙ୍ଗେସଙ୍ଗେ ତାଙ୍କ ନିକଟକୁ ଧାଇଁ ଆସୁଛନ୍ତି । ଛାତ୍ରଟିକୁ ଅଟକାଇବା ସହ ଶିକ୍ଷୟିତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ । ତେବେ ଆଜି ଆମେ ଜାଣିବା ମେଷ ରାଶି ବିଷୟରେ...
ମିଳିତ ଜାତିସଂଘ ବନ୍ୟଜନ୍ତୁଙ୍କ ପ୍ରାଧାନ୍ୟ ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୩ରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ଆସନ୍ତୁ ଜାଣିବା ବିଶ୍ୱ ବନ୍ୟଜନ୍ତୁ ଦିବସର ଇତିହାସ କ’ଣ…
ପ୍ରତିବର୍ଷ ୩ ମାର୍ଚ୍ଚରେ ‘ବିଶ୍ୱ ଶ୍ରବଣ ଦିବସ’ ପାଳନ କରାଯାଏ। ଦ୍ରୁତ ଗତିରେ ବଢୁଥିବା ବଧିର ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ୨୦୦୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ବିଶ୍ୱ ଶ୍ରବଣ ଦିବସ' ପାଳନ କରିବାକୁ ଘୋଷଣା କରିଥିଲା।
ବଲିଉଡ୍ କିଙ୍ଗଖାନ୍ ଶାହରୁଖ ଖାନଙ୍କ ସୁରକ୍ଷାରେ ତ୍ରୁଟି ନେଇ ଏକ ବଡ଼ ମାମଲା ସାମ୍ନାକୁ ଆସିଛି। ଗୁରୁବାର ରାତିରେ ୨ ଜଣ ଅଜଣା ଯୁବକ ସୁପରଷ୍ଟାର ଶାହରୁଖଙ୍କ ଘର ‘ମନ୍ନତ’ରେ ବେଆଇନ୍ ଭାବେ ପଶିଥିଲେ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଛତିଶଗଡ଼ର ନୂଆ ରାୟପୁରରେ କଂଗ୍ରେସର ମହାଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ସେ କହିଥିଲେ କି, ‘ମୋ ପାଖରେ ୫୨ ବର୍ଷ ହେଲା ଘର ନାହିଁ’ ।
ନାଗାଲାଣ୍ଡରେ ବିଜେପି-NDPP ମେଣ୍ଟକୁ ସଫଳତା । ମେଘାଳୟରେ ଝୁଲା ବିଧାନସଭା ।
ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆଦୌ ଫ୍ରିଜ୍ରେ ରଖି ଖାଆନ୍ତୁ ନାହିଁ । ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆମେ ଆପଣଙ୍କୁ ବର୍ତ୍ତମାନ ୭ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଫ୍ରିଜ୍ରେ ରଖି ଖାଇବା ଜମା ବି ଠିକ୍ ନୁହେଁ, ଆସନ୍ତୁ ଜାଣିବା ।
ସୁସ୍ମିତା ସେନ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ନିକଟରେ ହୃଦଘାତରେ ପୀଡିତ ଥିଲେ। ୪୬ ବର୍ଷିୟ ସୁସ୍ମିତା ଇନଷ୍ଟାଗ୍ରାମ ପୋଷ୍ଟର ମାଧ୍ୟମରେ କହିଛନ୍ତି ଯେ ଏହି ହୃଦଘାତ କିଛି ଦିନ ପୂର୍ବରୁ ଆସିଥିଲା ଏବଂ ବର୍ତ୍ତମାନ ସେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି।
ମଡେଲ ଆବି ଚୋଇଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଉକ୍ତ ପରିବାରର ଚାରିଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(BOI)ରେ PO ପଦବୀ ପାଇଁ ଆବେଦନ କରି ଅପେକ୍ଷା କରିଥିବା ବ୍ୟକ୍ତିଙ୍କ ପାଇଁ ଆସିଲା ଖୁସି ଖବର। BOI ପରୀକ୍ଷା ତାରିଖ ଘୋଷଣା କରିଛି। ଜାଣନ୍ତୁ କେବେ ହେବ ପରୀକ୍ଷା…
ଏହି ପ୍ରେମ କାହାଣୀ କୌଣସି ଯୁବ ପିଢ଼ିଙ୍କର ନୁହେଁ । ଏହି ପ୍ରେମ କାହାଣୀରେ ଥିବା ଦୁଇ ପ୍ରେମୀ ଯୁଗଳଙ୍କ ବୟସ ୭୦ ଉପରେ ।
ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ।
ମୃତ ଯୁବକଙ୍କୁ କିଛି ମତ୍ସ୍ୟଜୀବୀ ସାର୍କର ପେଟରେ ଦେଖିଥିଲେ । ଆଉ ଯୁବକଙ୍କ ହାତ ସାର୍କ ପାଟିରେ ଦେଖିବାକୁ ମିଳିଥିଲା । ହାତର ଟାଟୁ ଦେଖି ଯୁବକଙ୍କ ପରିବାର ପକ୍ଷରୁ ତାଙ୍କୁ ଚିହ୍ନଟ କରିବା ପରେ ଉଦ୍ଧାର କରାଯାଇଥିଲା ।
ଗ୍ଲାମର ଦୁନିଆର ପ୍ରେମ ଖେଳ କିଛି ନୂଆ କଥା ନୁହେଁ। ସେ ନାୟକ ହୁଅନ୍ତୁ କି ନାୟିକା ପ୍ରେମିକ-ପ୍ରେମିକା ବଦଳାଇବା ଏକ ଟ୍ରେଣ୍ଡ୍ ହୋଇଯାଇଛି। ଏବେ ଏମିତି ଜଣେ ନାୟିକାଙ୍କ କଥା କହିବା ଯାହାଙ୍କ ପ୍ରେମିକ ତାଲିକାରେ ୬ ଜଣ ଲୋକ ଆସିଲେଣି।
ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଲାଇଫ୍ଷ୍ଟାଇଲ୍ ସହ ଖାପ ଖୁଆଇବା ଭଳି ଡ୍ରାଇଭରଙ୍କୁ ନିଯୁକ୍ତି କରାଯାଇଥାଏ ।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅଦାନି ଗ୍ରୁପ ସ୍ୱାଗତ କରିଛି । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ସରିବ ।
କଳି ଯୁଗରେ ବି ଲୋକଙ୍କୁ ଦେବାକୁ ପଡ଼ୁଛି ଅଗ୍ନିପରୀକ୍ଷା । ତାହା ପୁଣି ତ୍ରେତୟା ଯୁଗର ଅଗ୍ନି ପରୀକ୍ଷା ଷ୍ଟାଇଲ୍ରେ ।
‘ବିଲ୍ଲୀ ବିଲ୍ଲୀ' ଇଣ୍ଟର୍ନେଟ୍ରେ ଛାଇଗଲାଣି। ଏଥିରେ ସଲମାନ ଖାନଙ୍କ ଟିପିକାଲ୍ ଡ୍ୟାନ୍ସ ଷ୍ଟାଇଲ୍ ଦେଖିବାକୁ ମିଳିବ। ଭାଇଜାନଙ୍କ ଡ୍ୟାନ୍ସ ଷ୍ଟେପ୍ କରୁଛି ପାଗଳ।
ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିର ସୁପାରିସ ଆଧାରରେ ନିର୍ବାଚନ କମିଶନର ଚୟନ ଲାଗି କହିଛନ୍ତି ସର୍ବୋଚ୍ଚ କୋର୍ଟ ।
ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍ ପଡ଼ିପାରେ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୪୫୦ ଟଙ୍କା ହୋଇଛି।
୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ତ୍ରିପୁରାରେ ବିଜେପିକୁ ବହୁମତ ମିଳିଥିବା ବେଳେ ନାଗାଲାଣ୍ଡରେ ବିଜେପି-ଏନ୍ଡିପିପି ମେଣ୍ଟ ମ୍ୟାଜିକ୍ ନମ୍ବର ଛୁଇଁଛି। ସେହିପରି ମେଘାଳୟରେ ଏନ୍ପିପି ୨୫ଟି ଆସନରେ ଆଗୁଆ ରହିଛି।
ଆପଣ କୌଣସି ସରକାରୀ କମ୍ପାନୀରେ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। IOCL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲିଛି। ଜାଣନ୍ତୁ କିପରି କରିବେ ଆବେଦନ…