କିଛି ଦିନ ଧରି ସୁସ୍ମିତା ସେନ୍ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥିଲେ। ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି, କିନ୍ତୁ ଡେଟିଂ ଖବର ପାଇଁ ପ୍ରାୟତଃ ସେ ଚର୍ଚ୍ଚାରେ ରହିଥା’ନ୍ତି। ସୁସ୍ମିତା ସେନଙ୍କ ଜନ୍ମଦିନ ୧୯ ନଭେମ୍ବରରେ। ଏହି ଅବସରରେ, ଆସନ୍ତୁ ଅଭିନେତ୍ରୀଙ୍କୁ ନେଇ କିଛି ରୋଚକ କଥା ଜାଣିନେବା।
ସୁସ୍ମିତା ସେନ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ନିକଟରେ ହୃଦଘାତରେ ପୀଡିତ ଥିଲେ। ୪୬ ବର୍ଷିୟ ସୁସ୍ମିତା ଇନଷ୍ଟାଗ୍ରାମ ପୋଷ୍ଟର ମାଧ୍ୟମରେ କହିଛନ୍ତି ଯେ ଏହି ହୃଦଘାତ କିଛି ଦିନ ପୂର୍ବରୁ ଆସିଥିଲା ଏବଂ ବର୍ତ୍ତମାନ ସେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି।
ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀ ଯୋଡିମାନେ ସେମାନଙ୍କ ଦିନକୁ ସ୍ୱତନ୍ତ୍ର କରିବାକୁ କୌଣସି ସୁଯୋଗ ବି ହାତଛଡା କରୁ ନାହାନ୍ତି। କିନ୍ତୁ ବଲିଉଡ୍ରେ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ବିବାହ ଭଳି ଏକ ସାମାଜିକ ପ୍ରଥାକୁ ନ ଆପଣେଇ ସେମାନଙ୍କ ଅବିବାହିତ ଜୀବନକୁ ୪୦ ବର୍ଷ ପରେ ବି ଖୁବ ଖୁସିରେ ଜୀଉଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।
ଆଜି ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି ସୁସ୍ମିତା ସେନ୍। ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ରହିଛି ଅନେକ ରୋଚକ କଥା। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ନାମକୁ କେଉଁମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ହୋଇଛି।
ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡ଼ିଛନ୍ତି ଆଇପିଏଲର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ବିସିସିଆଇର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ତଥା ବ୍ୟବସାୟୀ ଲଲିତ ମୋଦି । ସୋସିଆଲ ମିଡିଆରେ ଏହି ଦୁହିଁଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏବେ ଆଲୋଚନା, ସମାଲୋଚନା ଓ ବିତର୍କ ହେବା ସ୍ୱାଭାବିକ ।
ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଉଭୟଙ୍କ ରିଲେସନଶିପ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ କାମ ଓ ଚିନ୍ତାକୁ ନେଇ ପ୍ରାୟ ସମୟରେ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସୁଛନ୍ତି। କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ କହିଥିଲେ ଯେ ମହିଳାମାନେ ନିଜେ ନିଜର ଡାଏମଣ୍ଡ କିଣିବା ଉଚିତ। ବର୍ତ୍ତମାନ ନିଜର ଆଉ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ନିଜ ବୟଫ୍ରେଣ୍ଡ ରୋହମନ ଶଲଙ୍କୁ ମଧ୍ୟ ତାଙ୍କ ପାଇଁ ଡାଏମଣ୍ଡ କିଣିବାକୁ ଦେଉ ନାହାନ୍ତି।