ଚାଇନା, ଦୁବାଇ, ହଂକଂ ଓ ମାଲେସିଆରେ ବସି ଏମାନେ, ଭାରତର ବିଭିନ୍ନ ରାଜ୍ୟରେ ଖେଳାଇଥିଲେ ନେଟୱର୍କ l ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ କରିଚାଲିଛନ୍ତି, ହେଲେ କ୍ରାଇମବ୍ରାଞ୍ଚ ହାତ ପାହାନ୍ତାରୁ ବହୁ ଦୂରରେ ବିଦେଶୀ ଠକ ।
କର୍ଣ୍ଣାଟକ ଓ ହରିୟାଣାରେ ୨ ମୃତ୍ୟୁ ପରେ କେନ୍ଦ୍ରର ଆଡ଼ଭାଇଜାରୀ । ବିଶେଷଜ୍ଞ କହିଲେ କରୋନା ଭଳି ସଂକ୍ରମଣ ଶୈଳୀ ସମାନ ।
ସସ୍ପେଣ୍ଡ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଏସ୍ଆଇ ଏବଂ ୩ ଜଣ କନଷ୍ଟେବଲ ରହିଛନ୍ତି ।
ରିତେଶଙ୍କ ବାପା ରମେଶ ଅଗ୍ରୱାଲ ୨୦ ମହଲାରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ହରିୟାଣା ଗୁରୁଗ୍ରାମର ସେକ୍ଟର ୫୪ରେ ଏହି ଅଘଟଣ ଘଟିଛି । ଦିନ ଗୋଟାଏ ବେଳେ ଏହି ଆଘଟଣ ଘଟିଥିବା ବେଳେ ପୋଲିସ ଏନେଇ ପଚରାଉଚରା ଜାରି ରଖିଛି ।
ଗୁପ୍ଚୁପ୍ ବ୍ୟବସାୟ କରୁଥିବା ଯୁବତୀଙ୍କ ନାଁ ତାପସୀ ଉପାଧ୍ୟାୟ । ତାଙ୍କ ବୟସ ୨୧ ବର୍ଷ । ବିଟେକ ପାନିପୁରୀବାଲୀ ନାଁରେ ସେ ବର୍ତ୍ତମାନ ବେଶ୍ ଜଣାଶୁଣା । ବିଟେକ୍ ପାସ୍ କରିବା ପରେ ତାପସୀ ଚାକିରି ପଛରେ ନଗୋଡାଇ ଗୁପଚୁପ୍ ବ୍ୟବସାୟ କରୁଥିବା କହିଛନ୍ତି ।
ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ ଆଣିଦେଇଛି SBI । ତେବେ ମୋଟ ୮୬୮ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେମିତି କରିବେ ଆବେଦନ..
ବାଘଲପୁର ନଉଗାଛିଆ ପୋଲିସ ଷ୍ଟେସନ୍ ଅଧିନରେ ଥିବା ରାଜେନ୍ଦ୍ର କଲୋନୀରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।
ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ସଫଳତା ହାସଲ କରୁଛନ୍ତି । ସେମାନେ ସେମାନଙ୍କର ମାତୃତ୍ୱ ଓ ପରିବାରର ଦାୟିତ୍ୱ ନେବାର ଅଧିକାର ରହିଛି । ସେଥିପାଇଁ ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ପେଟିଏମ୍ ୟୁପିଆଇ ଲାଇଟ୍(Paytm UPI LITE) ଏକ ନୂଆ ଫିଚର ଆଣିଛି। ମାତ୍ର ଗୋଟିଏ କ୍ଲିକ୍ରେ ଆପଣ ବିନା ୟୁପିଆଇ ପିନ୍ ନମ୍ବର ଦେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ।
ଏଥର କିନ୍ତୁ ବୁଲା କୁକୁର ନୁହେଁ ବୁଲା ଷଣ୍ଢ । କୁନି ଛୁଆଟି ଅଜାଣତରେ ଏମିତି ବୁଲୁ ବୁଲୁ ଘର ବାହାକୁ ଚାଲିଆସିଥିଲା । ଆଉ ରାସ୍ତାରେ ବୁଲୁଥିବା ଷଣ୍ଢ ତାକୁ ଦେଖି ହୁରୁଡ଼ିଥିଲା ।
ପୋଲିସ ଆସି ଦେଖିଲା ବେଳକୁ ଗୋଟିଏ ବଖରାରେ ସ୍ୱାମୀର ମୃତଦେହ ଝୁଲୁଥିବା ବେଳେ ଆଉ ଗୋଟିଏ ବଖରାରେ ପତ୍ନୀ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି ।
ସୌଭାଗ୍ୟବଶତଃ ହାତୀଟି ଦୋକାନ ସମ୍ମୁଖରେ ଥିବା ଗୋଟିଏ ସ୍କୁଟର ଓ ଗୋଟିଏ ସାଇକେଲକୁ ରାଗରେ ତଳେ ପକାଇଦେଇ ସେଠାରୁ ଚାଲିଯାଉଛି । ଏ ଦୃଶ୍ୟ ଦେଖି ଲୋକେ ଜୀବନବିକଳରେ ଚାଲିଯାଉଛନ୍ତି।
ମହିଳା ଡାକ୍ତରଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି। ପ୍ରେମିକାକୁ ହତ୍ୟା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲା।
ଅଟୋ ପଛରେ ପୋଷ୍ଟର ଲଗାଇବା ଏକ ସାଧାରଣ କଥା । ହେଲେ ଏମିତି ଏକ ପୋଷ୍ଟର ଲାଗିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଯଦି ସେହି ଫଟୋ ଦେଖିବେ ଚେବେ ଆପଣଙ୍କ ମୁଣ୍ଡ ଝାଇଁ ଝାଇଁ ହୋଇଯିବ । ମନରେ ପ୍ରଶ୍ନ ଆସିବ ସିଏ ଏମିତି କାହିଁକି ଲଗାଇଲେ? ବ୍ୟକ୍ତି ଜଣକ ଏଇ ପୋଷ୍ଟର କାହିଁକି ଲଗାଇଲେ ତାହା ତ ଜଣାପଡିନି । କିନ୍ତୁ ଫଟୋଟି ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
ଭାରତରେ H3N2 ଭାଇରସ୍ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି। ଏଥିରେ ଆକ୍ରାନ୍ତ ହୋଇ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୦୭୦ ଟଙ୍କା ହୋଇଛି।
ସତୀଶଙ୍କ ପୂର୍ବରୁ ବି ଆଖି ବୁଜିଛନ୍ତି ବହୁ ସେଲିବ୍ରିଟି
ଚେନ୍ ଲୁଟେରା ଉପରେ ଝାମ୍ପି ପଡ଼ିଲା କୁନି ଝିଅ । ଉତ୍ତମ ମଧ୍ୟମ ଖାଇବା ପରେ ଦୁର୍ବୃତ୍ତ ଫେରାର୍ ।
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଏହି ଘଟଣା ପରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ତିହାର ଜେଲରେ ୨ ଦିନ ଜେରା ପରେ କାଲି ହୋଇଥିଲେ ଗିରଫ
ଏତେ ଉପରେ କାହିଁକି ଉଡେ ଉଡାଜାହାଜ? କ’ଣ ରହିଛି କାରଣ? ଏତେ ଉପରେ ଉଡୁଥିବାରୁ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସେ । କେହି କେହି କୁହନ୍ତି, ମାଇଲେଜ୍ ବି ଅଧିକ ରୁହେ । କିନ୍ତୁ ପ୍ରକୃତ କାରଣ ହେଉଛି, ଅଧିକ ଉଚ୍ଚରେ ଉଡୁଥିବାରୁ ଖୁବ ଘନ ମୋଲେୟୁକୁଲ୍ସ ମଧ୍ୟରେ ଉଡାଣ ଭରିବାକୁ ସହଜ ହୁଏ । କାରଣ ଅତି ଉଚ୍ଚରେ ପବନ ପତଳା ଥାଏ ଏବଂ ଏୟାର ମୋଲେୟୁକୁଲ୍ସ ନଥାଏ । ତେଣୁ ସ୍ପିଡ୍ରେ ବିମାନ ଯିବା ସହିତ ବିମାନର ମାଇଲେଜ୍ ମଧ୍ୟ ବଢିଯାଏ ।
ୟୁକେରେ ରହୁଥିବା ଜଣେ ଯୁବତୀଙ୍କର ଲଟେରୀ ଲାଗିଲା । ଆଉ ତାହା ପୁଣି ୧୮୨ ମିଲିୟନ ୟୁରୋର ।
ରାଜ୍ୟର ବାର୍ଷିକ ବଜେଟ୍ ୨୦୨୩-୨୪ ଉପସ୍ଥାପନ ହୋଇଛି । ମହାରାଷ୍ଟ୍ର ସରକାରର ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହାକୁ ଘୋଷଣା କରିଛନ୍ତି ।