• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Bharat Matrimony
ଟ୍ରେଣ୍ଡ କରୁଛି #BoycottBharatMatrimony, ହେଲେ କାହିଁକି ? ଜାଣନ୍ତୁ କାରଣ...

ଏମିତି କିଛି ରଙ୍ଗ ଥାଏ, ଯାହା ଧୋଇଦେଲେ ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଏମିତି ବି କିଛି ରଙ୍ଗ ଅଛି ଯାହାକୁ ଯେତେ ଧୋଇଲେ ବି ଛାଡ଼ିବନି ।

Court Order
ଘର କାମ ପାଇଁ ସ୍ତ୍ରୀଙ୍କୁ ଦରମା : ୧.୭୫ କୋଟି ଦେବା ପାଇଁ ସ୍ୱାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ସ୍ୱାର୍ଥପର ସ୍ୱାମୀକୁ ପାନେ । ବିବାହ ବିଚ୍ଛେଦ ପରେ ସ୍ତ୍ରୀ ଓ ଦୁଇ ଝିଅକୁ ଭରଣପୋଷଣ ଖର୍ଚ୍ଚ ଦେଉନଥିବାରୁ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ ।

Flight
ଏମିତି କ’ଣ କଲେ ମହିଳା...ବିପଦରେ ପଡ଼ିଥିଲା ବିମାନ ! ଓହ୍ଲାଉ ଓହ୍ଲାଉ ଗିରଫ କଲା ପୋଲିସ

ବେଙ୍ଗାଲୁରୁରେ ପହଞ୍ଚିବା ପରେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ୩୩୬ ଦଫାରେ ମାମଲା ରୁଜୁ କରାଯାଇଛି । 

Marriage
ଏମିତି ବିବାହ ଆପଣ କେବେ ଦେଖିନଥିବେ... ଥରେ ଦେଖନ୍ତୁ

ବିବାହ ସରିବା ପରେ କନ୍ୟାର ବିଦାୟୀ ପାଇଁ ଏକ ଡୋଲିର ବ୍ୟବସ୍ଥା ମଧ୍ୟ ହୋଇଥିଲା । ବିବାହ କାର୍ଯ୍ୟକ୍ରମରେ ଗୀତ ନାଚର ବି ଆୟୋଜନ କରାଯାଇଥିଲା ।

Chicken Curry
ହୋଲିରେ ସ୍ତ୍ରୀ ରାନ୍ଧିଲାନି ଚିକେନ୍‌; ପିଟି ପିଟି ଲହୁଲୁହାଣ କଲା ସ୍ୱାମୀ

ସ୍ୱାମୀ ଘର ନିକଟରେ ପଡ଼ିଥିବା ଏକ ବାଡ଼ି ଆଣି ସ୍ତ୍ରୀକୁ ନିର୍ଧୂମ୍‌ ମାଡ଼ ମାରିଥିଲେ । ଯେଉଁଥିରେ ସ୍ତ୍ରୀ ଜଣକ ଲହୁଲୁହାଣ ହୋଇଥିଲେ । ଖାଲି ସେତିକି ନୁହେଁ ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୁଣ୍ଡ ଫାଟିବା ସହ ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।

Two youths making ‘reels’ on bike kill woman
ଏମିତି ‘ରିଲ୍ସ’ ନିଶା... ବାଇକ୍‌ ପଛରେ ବସି ରିଲ୍ସ କରୁ କରୁ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ

ବାଇକ୍‌ ପଛରେ ବସି ରିଲ୍ସ କରିବା ନିଶା ୨ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କର ବାଇକ୍‌ ସ୍କୁଟିରେ ଯାଉଥିବା ମହିଳାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି।

Puri shopping complex fire mishap
କାହିଁକି ଲିଭୁନି ପୁରୀ ମାର୍କେଟ କମ୍ପ୍ଲେକ୍ସ୍‌ ନିଆଁ ? କହିଲେ ଅଗ୍ନିଶମ ଡିଜି...

ରାତିରେ ଭିଜିବିଲିଟି କମ୍ ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ ହୋଇଛି ।

ghost
ଭୂତିଆ ଖେଳ ଖେଳୁଥିବା ବେଳେ ଭୟାନକ ଘଟଣା : ବେହୋସ୍‌ ହୋଇଗଲେ ୨୮ ଛାତ୍ରୀ

ସମସ୍ତଙ୍କୁ ଆଟାକ୍‌ କଲା କି ଭୂତ ? ତେବେ ଏବାବଦ ଖବର ସମ୍ପର୍କରେ ବିଦ୍ୟାଳୟ ମୁଖ୍ୟ କହିଛନ୍ତି, ଦୟାକରି ଭ୍ରମିତ କଲା ପରି କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ ।

Gold Price Today
Gold Price Today 9th March 2023: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୫୩୦ ଟଙ୍କା ହୋଇଛି।

Bengaluru traffic helped groom DITCH newlywed bride
ଟ୍ରାଫିକରେ ଫସିଲା କାର୍‌, ଫାଇଦା ଉଠାଇ ବର ଫେରାର...ପଛେ ପଛେ ଦୌଡ଼ିଲା କନ୍ୟା, ତା’ପରେ...

ଟ୍ରାଫିକରେ ଫସିଲା କାର୍‌, ଫାଇଦା ଉଠାଇ କନ୍ୟାକୁ ଛାଡ଼ି ଫେରାର ମାରିଲା ବର(Groom Runaway)। ଏହାଦେଖି ଗାଡ଼ିରୁ ଓହ୍ଲାଇ ବର ପଛେ ପଛେ ଦୌଡ଼ିଥିଲା କନ୍ୟା। ହେଲେ କିଛି ଫାଇଦା ହୋଇନଥିଲା।

Bodies of couple found from bathroom in mumbai
ହୋଲି ଖେଳି ଘରକୁ ଆସିଲେ, ପରେ ବାଥରୁମ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ...

ଦେହରୁ ଛାଡ଼ିନି ହୋଲି ରଙ୍ଗ, ହେଲେ ତା’ପୂର୍ବରୁ ଚାଲିଗଲା ଜୀବନ। ବାଥରୁମ୍‌ ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ହୋଲି ଖେଳି ଘରକୁ ଆସିବା ପରେ ରହସ୍ୟଜନକ ଭାବେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି।

Instagram Down For Thousands Of Users
ଇନଷ୍ଟାଗ୍ରାମ ଡାଉନ୍‌ ! ୟୁଜର୍ସଙ୍କ ଅଭିଯୋଗ- ପେଜ୍‌ ଖୋଲିଲେ ଆସୁଛି ଏରର୍‌...

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମ ଡାଉନ୍‌ ଥିବା ସୂଚନା ମିଳିଛି। ଇନଷ୍ଟାଗ୍ରାମ ପେଜ୍‌ ଖୋଲିବା ମାତ୍ରେ ଏଥିରେ ଏରର୍‌ ଆସୁଥିବା ଦେଖିବାକୁ ମିଳିଛି।

Today Panchang
Today Panchang 9th March 2023: କେଉଁ ମୂହୁର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Bollywood Actor Satish Kaushik Passes Away
ପରଲୋକରେ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’

ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। 

Why kidney failure happen how it can be prevented
World Kidney Day 2023: କାହିଁକି ଫେଲ୍ ହେଉଛି କିଡ୍‌ନୀ; ଏହି ଜଟିଳ ସମସ୍ୟାରୁ କିପରି ମିଳିବ ରକ୍ଷା

ଆଜି ବିଶ୍ୱ କିଡ୍‌ନୀ ଦିବସ। ରକ୍ତକୁ ପରିସ୍କାର ରଖିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ କିଡ୍‌ନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଆସନ୍ତୁ କିଡ୍‌ନୀ ସହ ଜଡିତ କିଛି ସମସ୍ୟା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଜାଣିବା…

Team India Holi
ହୋଲି ଖେଳିଲା ଟିମ୍‌ ଇଣ୍ଡିଆ; ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ବିସିସିଆଇ ଟ୍ୱିଟ୍‌ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।

 Vidya Balan
ହଟ୍‌ ଲୁକ୍‌ରେ ବିଦ୍ୟା; ଭାଇରାଲ ହେଉଛି ଫଟୋ

‘ଡାବୁ ରତ୍ନାନୀ’ର ଇନଷ୍ଟାଗ୍ରାମ ପେଜ୍‌ରେ ଫଟୋଟି ପୋଷ୍ଟ ହୋଇଛି । ଯେଉଁଥିରେ ବିଦ୍ୟା ଫୁଲ୍‌ ହଟ୍‌ ଅନ୍ଦାଜରେ ନଜର ଆସିଛନ୍ତି । ବୋଲ୍ଡ ଲୁକ୍‌ରେ ବିଦ୍ୟା ଚେୟାରରେ ବସିଥିବା ବେଳେ ଗୋଟିଏ ହାତରେ ନ୍ୟୁଜ୍ ପେପରରେ ଚେହେରାକୁ ଢାଙ୍କି ରଖିଛନ୍ତି । ଖାଲି ସେତିକି ନୁହେଁ, ଅନ୍ୟ ହାତଟିରେ ମଧ୍ୟ ବିଦ୍ୟା କଫି କପ୍‌ ଧରିଥିବା ଦେଖିବାକୁ ମିଳିଛନ୍ତି ।

Imran Khan
ଇମ୍ରାନ ଖାନଙ୍କ ନାଁରେ ଥିବା ତୋଷଖାନା ମାମଲା କଣ ?

ଇମ୍ରାନକୁ ଜେଲ୍ ପଠାଇବ କି ତୋଷଖାନା ମାମଲା?

 Rahul Gandhi,Ravi Shankar Prasad
ପୁଣି ବିଜେପି ନିଶାନାରେ ରାହୁଲ ଗାନ୍ଧି

ଲଣ୍ଡନରେ ଭାରତର ଗଣତନ୍ତ୍ର ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟ । ବର୍ଷିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ।

Imran Khan
ଇମ୍ରାନଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ : 'ତୋଷଖାନା' ପରେ ପୁଣି ଆଉ ୨ଟି ମାମଲା

ପାକ୍ ମିଡିଆରେ ଇମ୍ରାନଙ୍କ ବିବୃତି ପ୍ରସାରଣ ଉପରେ କଟକଣା

Bollywood Film Tu Jhoothi Main Makkaar Released
ରଣବୀର-ଶ୍ରଦ୍ଧାଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ, ଫିଲ୍ମ ‘ତୁ ଝୁଟି, ମେ ମକାର୍’କୁ ଜବରଦସ୍ତ ରେସ୍‌ପନ୍ସ...

ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁ ଝୁଟି, ମେ ମକାର୍’। ଫାଷ୍ଟ ଡେ’ରେ ହଲ୍‌ରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍‌ପନ୍ସ ଦେଖିବାକୁ ମିଳିଛି ।

After 15 yrs
୧୫ ବର୍ଷ ପରେ ମାଆ କୋଳକୁ ଫେରିଲା ପୁଅ

ଅଂଙ୍ଗେଶଙ୍କୁ ନେଇ ବଢୁଛି ଚର୍ଚ୍ଚା । ତାଙ୍କୁ ଯେବେ ୧୦ ବର୍ଷ ହୋଇଥିଲା ଖେଳୁ ଖେଳୁ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ସମସ୍ତେ ବ୍ୟସ୍ତ ହେଉଥିଲେ ବିବ୍ରତ ମଧ୍ୟ ହେଉଥିଲେ । କେମିତି ତାଙ୍କୁ ବଂଚାଇ ହେବ ସେନେଇ ଚେଷ୍ଟା ବି କରିଥିଲେ । କିନ୍ତୁ ସବୁ ଚେଷ୍ଟା ପରେ ବି ଅଙ୍ଗେଶ ଚେତା ଫେରି ପାଇନଥିଲେ । ତେଣୁ ପରିବାର ଲୋକ ଭାବିଥିଲେ କି ତାଙ୍କର ମୃତ୍ୟୁ ହୋଇଛି । ତେଣୁ ତାଙ୍କୁ ନଇରେ ଭସାଇ ଦେଇଥିଲେ ।

OYO Founder Ritesh Agarwal Gets Married
ହାତକୁ ଦି ହାତ ହେଲେ OYO ମାଲିକ, ରିସେପସନ୍‌ ପାର୍ଟିରେ ଯୋଗଦେଲେ ପେଟିଏମ୍‌ ସିଇଓଙ୍କ ସମେତ ପ୍ରମୁଖ ବ୍ୟକ୍ତି

OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ୱେଡିଂ ରିସେପସନ୍‌ରେ ସଫ୍ଟବ୍ୟାଙ୍କ ମୁଖ୍ୟ ମାସୋୟୋଶି ସନ୍‌ଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଗତକାଲି ଦିଲ୍ଲୀରେ ରିସେପସନ୍‌ ପାର୍ଟି ଆୟୋଜିତ ହୋଇଥିଲା।

Modi- Cricket
ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି-ଆଲବେନସ୍

ଭାରତୀୟ ଟିମ ସିରିଜରେ ୨-୧ରେ ଆଗୁଆ ରହିଛି, ମାତ୍ର ତୃତୀୟ ଟେଷ୍ଟରେ ୯ ୱିକେଟରେ ପରାଜୟ ପରେ ଶେଷ ମୁକାବିଲାରେ ଲଢେଇ ଜୋରଦାର ହେବାନେଇ ଅନୁମାନ କରାଯାଉଛି ।