• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: School Student

International Kids Film Festival held in Salepur
ସାଲେପୁରରେ ଇଣ୍ଟରନ୍ୟାସନାଲ କିଡ୍ସ ଫିଲ୍ମ ଫେଷ୍ଟିଭାଲ, ମଜା ନେଉଛନ୍ତି ଛାତ୍ରଛାତ୍ରୀ

ଅନେକ ସମୟରେ ପିଲାମାନଙ୍କୁ ଟିଭି ଦେଖିବାକୁ ବାରଣ କରିଥାନ୍ତି ବାପମାଆ । ଆଉ ସିନେମା ଯିବା ତ ସାତ ସପନ । ଅଭିଭାବକଙ୍କ ଧାରଣା, ଟିଭି କି ସିନେମା ଦେଖିଲେ ପିଲାମାନଙ୍କ ପାଠପଢା ବ୍ୟାଘାତ ହୋଇଥାଏ ।

Bird
ପଶୁ-ପକ୍ଷୀଙ୍କୁ ପାଣି ଦେବା ଲାଗି ଛକଛକରେ ବସିଲା ପ୍ଲାଷ୍ଟିକ୍‌ କୁଣ୍ଡ

ଖରା ବଢୁଛି, ତାଳ ଦେଇ ତାତି ବି ବଢୁଛି l ଅସହ୍ୟ ହେଲାଣି ଗରମ l ଅତିଷ୍ଟ ହେଉଛି ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍‌ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ...

School student beats up lady teacher
ସ୍କୁଲରେ ଭିଡିଓ ଗେମ୍‌ ଖେଳୁଥିଲା ଛାତ୍ର, ଶିକ୍ଷୟିତ୍ରୀ ମନା କରିବାରୁ ମାରିଲା ପ୍ରବଳ ମାଡ଼

ଛାତ୍ରଟିର ଏପରି କାରନାମାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ସଙ୍ଗେସଙ୍ଗେ ତାଙ୍କ ନିକଟକୁ ଧାଇଁ ଆସୁଛନ୍ତି । ଛାତ୍ରଟିକୁ ଅଟକାଇବା ସହ ଶିକ୍ଷୟିତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ମୋବାଇଲ ଗେମ୍‌ ନିଶାରେ କୋମଳମତୀ ପିଲା
କାଳ ସାଜିଛି ମୋବାଇଲ୍ ଗେମ୍, ମୃତ୍ୟୁର ପଞ୍ଝାରେ କୋମଳମତି !

ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ।

corona
ସ୍କୁଲ ଖୋଲିଲା ପରେ ବଢିଲା ସଂକ୍ରମଣ

କରୋନା ମହାମାରୀ ସମୟରେ ସ୍କୁଲ ଖୋଲିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। କାରଣ ଦେଶରେ ତୃତୀୟ ଲହର ଆସିବା ବହୁ ପୂର୍ବରୁ ଦ୍ୱିତୀୟ ଲହରରେ ପିଲାମାନେ ଘାଇଲା କଲାଣି। କାରଣ ଅନେକ ସ୍ଥାନରେ ପିଲାମାନେ କରୋନାରେ ଆକ୍ରାନ୍ତ ହେଲେଣି। ପୂର୍ବରୁ ମଧ୍ୟ ପିଲାମାନଙ୍କ କ୍ଷେତ୍ରରେ ସଂକ୍ରମଣ ଅଧିକ ବ୍ୟାପିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ।