ଚୈତ୍ର ମାସରେ ନିମ୍ବ କଢି ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ। ହେଲେ ଗଛର ଏଭଳି ସ୍ଥିତି ଅନେକଙ୍କୁ ବିଚଳିତ କରିଛି ।
କର୍ଣ୍ଣାଟକ ଓ ହରିୟାଣାରେ ୨ ମୃତ୍ୟୁ ପରେ କେନ୍ଦ୍ରର ଆଡ଼ଭାଇଜାରୀ । ବିଶେଷଜ୍ଞ କହିଲେ କରୋନା ଭଳି ସଂକ୍ରମଣ ଶୈଳୀ ସମାନ ।
ଚୀନରେ ଆତଙ୍କ। ଏଥର କରୋନା ନୁହେଁ, ବ୍ୟାପୁଛି ଆଉ ଏକ ମହାମାରୀ। ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ଏହା ଦେଖି ଛାନିଆ ହୋଇଗଲେନି ଚାଇନା ଲୋକେ। କଣ କରିବେ ସେ କଥା ଭାବି ନ ପାରି ତ୍ରାହି ତ୍ରାହି ଡାକ ଛାଡିଲେଣି। ଏମିତି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତର୍କ ସୂଚନା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି