ନ୍ୟୁଜ୍ କ୍ଲିକ୍ ନ୍ୟୁଜ୍ ପୋର୍ଟାଲ ଚୀନ୍ଠାରୁ ଆର୍ଥିକ ସହାୟତା ନେଉଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଅମିତ୍ ଚକ୍ରବର୍ତ୍ତୀ ଗତ ସପ୍ତାହରେ ସ୍ପେଶାଲ ଜଜ୍ ହରଦୀପ୍ କୌରଙ୍କ କୋର୍ଟରେ ଆବେଦନ କରି ଏହି ମାମଲାରେ କ୍ଷମା ମାଗିଥିଲେ।
୨୦୦୮ରେ ହୋଇଥିବା ଏହି ହତ୍ୟାକାଣ୍ଡରେ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସାକେତ କୋର୍ଟ ।
ବିବାହକୁ ସଫଳ କରିବା ଦିଗରେ ସୁସ୍ଥ ଶାରୀରିକ ସମ୍ପର୍କର ଅନେକ ମହତ୍ତ୍ୱ ରହିଛି । ହେଲେ ଏହି ଅଧିକାରରୁ ସ୍ୱାମୀ କିମ୍ବା ସ୍ତ୍ରୀକୁ ବଞ୍ଚିତା କରିବା ମାନସିକ ନିଷ୍ଠୁରତା ।
ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ ।
ଏମିତିକି ମାମଲାର ଶୀଘ୍ର ସମାଧାନ କିଭଳି ହେବ ସେଥିପ୍ରତି ମଧ୍ୟ କୋର୍ଟ ଗୁରୁତ୍ୱ ଦେବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ ।
ତିହାର ଜେଲରେ ୨ ଦିନ ଜେରା ପରେ କାଲି ହୋଇଥିଲେ ଗିରଫ
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ କହିଛନ୍ତି 7.5 ବର୍ଷ ଧରି ଏହି ନିର୍ଯାତନା ତଥା ଯନ୍ତ୍ରଣା ଭୋଗୁଥିଲି । ଆଜି ନ୍ୟାୟ ମିଳିଛି ।