• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi Court

1984 Riots Case
1984 Riots Case: ଶିଖ୍ ବାପ-ପୁଅଙ୍କୁ ହତ୍ୟା ମାମଲା, ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍

୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ । ସଜ୍ଜା ଶୁଣାଇଲେ ଦିଲ୍ଲୀ ରାଉସ୍‌ ଆଭେନ୍ୟୁ କୋର୍ଟ । ପଢନ୍ତୁ ପୁରା ଖବର

News Click case
ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହେଲେ HR; କହିଲେ, ମୁଁ ହେବି ସରକାରୀ ସାକ୍ଷୀ...

ନ୍ୟୁଜ୍‌ କ୍ଲିକ୍ ନ୍ୟୁଜ୍‌ ପୋର୍ଟାଲ ଚୀନ୍‌ଠାରୁ ଆର୍ଥିକ ସହାୟତା ନେଉଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଅମିତ୍ ଚକ୍ରବର୍ତ୍ତୀ ଗତ ସପ୍ତାହରେ ସ୍ପେଶାଲ ଜଜ୍‌ ହରଦୀପ୍ କୌରଙ୍କ କୋର୍ଟରେ ଆବେଦନ କରି ଏହି ମାମଲାରେ କ୍ଷମା ମାଗିଥିଲେ।

Soumya Vishwanathan
ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା; ୧୫ ବର୍ଷ ପରେ ୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

୨୦୦୮ରେ ହୋଇଥିବା ଏହି ହତ୍ୟାକାଣ୍ଡରେ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସାକେତ କୋର୍ଟ ।

Delhi Court
ଜୀବନସାଥୀଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାନସିକ କ୍ରୁରତା : କୋର୍ଟ

ବିବାହକୁ ସଫଳ କରିବା ଦିଗରେ ସୁସ୍ଥ ଶାରୀରିକ ସମ୍ପର୍କର ଅନେକ ମହତ୍ତ୍ୱ ରହିଛି । ହେଲେ ଏହି ଅଧିକାରରୁ ସ୍ୱାମୀ କିମ୍ବା ସ୍ତ୍ରୀକୁ ବଞ୍ଚିତା କରିବା ମାନସିକ ନିଷ୍ଠୁରତା ।

Bike Taxi
ଏଣିକି ରାଜଧାନୀ ରାସ୍ତାରେ ଗଡ଼ିବନି ବାଇକ୍‌ ଟ୍ୟାକ୍ସି

ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ ।

Delhi high Court On Teen Age Love
କିଶୋର ଅବସ୍ଥାରେ ପ୍ରେମ କରି ଭୁଲ୍ କଲେ, ପରିସ୍ଥିତି ଦେଖି ରାୟ ଶୁଣାଇବେ କୋର୍ଟ: ଦିଲ୍ଲୀ ହାଇକୋର୍ଟ

ଏମିତିକି ମାମଲାର ଶୀଘ୍ର ସମାଧାନ କିଭଳି ହେବ ସେଥିପ୍ରତି ମଧ୍ୟ କୋର୍ଟ ଗୁରୁତ୍ୱ ଦେବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ ।

Sunanda Pushkar Death Case
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ଆଶ୍ୱସ୍ତି : କଂଗ୍ରେସ ନେତାଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ କହିଛନ୍ତି 7.5 ବର୍ଷ ଧରି ଏହି ନିର୍ଯାତନା ତଥା ଯନ୍ତ୍ରଣା ଭୋଗୁଥିଲି । ଆଜି ନ୍ୟାୟ ମିଳିଛି ।