ବିଶ୍ୱବ୍ୟାପୀ ରିଅଲ ଟାଇମ ପେମେଣ୍ଟର ୪୬ ପ୍ରତିଶତ ଭାରତର ଅବଦାନ ରହିଛି । ଏହି ରିପୋର୍ଟ MyGovIndiaରୁ ପ୍ରକାଶ କରାଯାଇଥିବା ଜଣାପଡ଼ିଛି ।
ଚାଇନା, ଦୁବାଇ, ହଂକଂ ଓ ମାଲେସିଆରେ ବସି ଏମାନେ, ଭାରତର ବିଭିନ୍ନ ରାଜ୍ୟରେ ଖେଳାଇଥିଲେ ନେଟୱର୍କ l ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ କରିଚାଲିଛନ୍ତି, ହେଲେ କ୍ରାଇମବ୍ରାଞ୍ଚ ହାତ ପାହାନ୍ତାରୁ ବହୁ ଦୂରରେ ବିଦେଶୀ ଠକ ।