ଛୁଆ ନଖାଇବାରୁ ଏଥିରେ ରାଗିଯାଇ ଜଣେ ମହିଳା ନିଜର ୨ କଅଁଳ ଶିଶୁଙ୍କୁ କୂଅରେ ଫିଙ୍ଗିବା ସହ ନିଜେ ମୋଟର ପମ୍ପ ରୁମ୍ରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି।
ଖୁସିରେ ରହିବା ପାଇଁ ଜଣେ ଭଣ୍ଡ ବାବାଙ୍କ ପରାମର୍ଶ କ୍ରମେ ଶନିଦେବଙ୍କୁ ମାଂସ ମାଳ ଅର୍ପଣ କରିବାକୁ ଉଦ୍ୟମ ।
ପ୍ରତିବର୍ଷ ୧୪ ମାର୍ଚ୍ଚରେ ସମଗ୍ର ବିଶ୍ୱରେ ‘ପାଇ ଡେ (π)’ ପାଳନ କରାଯାଏ। ‘ପାଇ’ର ଆନୁମାନିକ ମୂଲ୍ୟ - ୩.୧୪ ଆଧାରରେ ପାଳନ କରାଯାଏ, ଯାହାକୁ ମାସ / ଦିନ (୩/୧୪) ଫର୍ମାଟ୍ରେ ଲେଖାଯାଏ। ତେବେ ଆସନ୍ତୁ ଜାଣିବା ‘ପାଇ’ କ’ଣ ଓ ଏହା ସହିତ ଜଡିତ କିଛି ରୋଚକ କଥା।
ଭାରତ ସରକାରଙ୍କ ପରମାଣୁ ଉର୍ଜା ବିଭାଗ ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଦ୍ୱାଦଶ ପାସ୍ ଠାରୁ ଇଞ୍ଜିନିୟରିଂ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…
ଏୟାରହୋଷ୍ଟେସ୍ ଅର୍ଚ୍ଚନା ଧିମନ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ଆଦେଶଙ୍କୁ ପୋଲିସ୍ ଗିରଫ କରିଛି। ବେଙ୍ଗାଲୁରୁରେ ଏକ ରେସିଡେନ୍ସିଆଲ୍ ବିଲ୍ଡିଂର ୪ର୍ଥ ମହଲା ବାଲ୍କୋନିରୁ ଅର୍ଚ୍ଚନା ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ବଲିଉଡ୍ର ଆକ୍ସନ୍ ଡାଇରେକ୍ଟରଙ୍କ କଥା ଭାବିଲେ ପ୍ରଥମେ ମନେପଢନ୍ତି ରୋହିତ ଶେଟ୍ଟୀ। ଆଜି ସେ ବଲିଉଡ୍ର ଜଣେ ଆଗ ଧାଡିର ନିର୍ଦ୍ଦେଶକ ଆଉ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। କିନ୍ତୁ ଦିନ ଏମିତି ଥିଲା ତାଙ୍କୁ ପେଟ ପାଇଁ ସଂଘର୍ଷ କରିବାକୁ ପଡୁଥିଲା। ମିଳୁଥିଲା ମାତ୍ର ୩୫ ଟଙ୍କା…
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୯୮୦ ଟଙ୍କା ହୋଇଛି।
ଦ୍ୱାଦଶ ପରୀକ୍ଷାରେ କମ୍ ନମ୍ବର ରଖିଥିଲା କନ୍ୟା। ଏହା ଜାଣିବା ପରେ ସହଜେ ହଜମ କରିପାରିଲାନି ବର। ଶେଷରେ ବାହାଘର ଭାଙ୍ଗି ଦେଲା।
ପିଲାଙ୍କ ପଢେଇବାକୁ ଆସିଥିଲେ ସାର୍। ପ୍ୟାଣ୍ଟ ପକେଟରେ ହାତ ପୁରାଇ ମଦ ବାହାର କଲେ ମହିଳା।
କେନ୍ଦ୍ର ପକ୍ଷରୁ ଦାୟର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ
କେନ୍ଦ୍ର ସରକାରୀ କର୍ମଚାରୀମାନେ ଜାନୁଆରୀ ମାସର ମହଙ୍ଗା ଭତ୍ତା ଅପେକ୍ଷାରେ ଥିବାବେଳେ ହୋଲି ପୂର୍ବରୁ ସରକାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏ ପର୍ଯ୍ୟନ୍ତ ଏନେଇ କିଛିବି ଘୋଷଣା ହୋଇନାହିଁ।
ଝିଅର ରୁମରେ ଉଲଗ୍ନ ଯୁବକଙ୍କୁ ଦେଖିଲେ କେହି ବି ନିଆଁବାଣ ହେବା ସ୍ୱାଭାବିକ, ହେଲେ ଏହା ପଛରେ କ’ଣ ରହିଛି . .
ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଅଫର୍ ଦିଆଯାଉଛି। ଆପଣ ଭାବୁଥିବେ କାହିଁକି ଏଭଳି ଅଫର୍ ଦିଆଯାଉଛି ? କ’ଣ ରହିଛି ଏହା ପଛର କାରଣ, ଆସନ୍ତୁ ଜାଣିବା...
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି। କିନ୍ତୁ ସଫଳତା କିପରି ମିଳିବ ତାହା ସମସ୍ତେ ଜାଣନ୍ତି ନାହିଁ। କ୍ୟାରିୟର ହେଉ କି ପାଠପଢା ଯେକୌଣସି କ୍ଷେତ୍ରରେ ସଫଳ ହେବାକୁ ହେଲେ ଧ୍ୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ କିପରି ଏହା ସମ୍ଭବ ହେବ ଜାଣନ୍ତୁ…
ପ୍ରଥମ ଭାରତୀୟ ସିନେମା ଭାବେ ପାଇଛି ପୁରସ୍କାର । ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଦି ଏଲିଫ୍ୟାଣ୍ଟ ହୁଇସପର୍ସକୁ ଓସ୍କାର ।
ବୟସ ତାଙ୍କ ଆଗରେ ସମ୍ପୂର୍ଣ୍ଣ ହାର ମାନିଛି । ଇଂରାଜୀରେ ଗୋଟିଏ କଥା ଅଛି ନା, ଏଜ ଇଜ୍ ଜଷ୍ଟ ଏ ନମ୍ବର । ଏହି ମହିଳାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଫିଟ୍ ।
କେବେ ଭାବିନଥିବେ ଯେ, ରିଲ୍ ଲାଇଫ୍ PK ଭଳି ରିଅଲ ଲାଇଫ୍ରେ କେହି ଜଣେ ବ୍ୟକ୍ତି ରାସ୍ତାରେ ଉଲଗ୍ନ ହୋଇ ଚାଲିବେ ।
ଏବର୍ଷ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ପରେ ବି ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ହଇଚଇ ।
BECIL ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ, ଇଞ୍ଜିନିୟରଙ୍କ ସମେତ ମୋଟ ୨୮୪ ଟି ପଦବୀ ପୂରଣ ହେବ। ଜାଣନ୍ତୁ କିପରି କରିବେ ଆବେଦନ।
କାହକିଁ RRR ଟିମକୁ ପଛ ସିଟ୍ରେ ବସିବାକୁ ଦିଆଗଲା ? ପ୍ରଶଂସକମାନେ ଏହାକୁ ଅପମାନ ବୋଲି କହୁଛନ୍ତି ।
ଜୀନତ ଅମାନଙ୍କୁ ୭୧ ବର୍ଷ ବୟସ ହୋଇଥିଲେ ବି ଏହି ବୟସରେ ତାଙ୍କର ଗ୍ରେସ୍, ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ କମି ନାହିଁ। ଏହି ବୟସରେ ଲାକ୍ମି ଫ୍ୟାଶନ ସପ୍ତାହରେ ରାମ୍ପ୍ ଚାଲି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କର ଷ୍ଟାଇଲ୍ ଆପଣ ବି ଦେଖିଲେ ଦିୱାନା ହେଇଯିବେ।
ଏସିଆ, ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଆମେରିକା ଏବଂ ମଧ୍ୟ ପୂର୍ବ ଦେଶଗୁଡ଼ିକରେ ହିରୋ ମୋଟୋକର୍ପ ବେଶ ପରିଚିତ ।
ଏହି ରେଷ୍ଟୁରାଣ୍ଟର ଆଉ ଏକ ବିଶେଷତ୍ୱ ହେଲା, ଏହା ଅଧିକ ଓଜନର ଲୋକ ବା ମୋଟା ଲୋକଙ୍କୁ ମାଗଣା ଖାଇବାକୁ ଦେଇଥାଏ । ଏହି ଘୋଷଣା ପରେ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ଭିଡ଼ ଜମୁଛି ।