Advertisment

Today Panchang 10th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 10th March 2023

Today Panchang

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬.୩୬ ଗତେ ତୁଳା,ତିଥି – ୩ୟା ରାତ୍ରି ୦୯.୪୨ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬.୩୬ ପର୍ଯ୍ୟନ୍ତ,ଘାତ ବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୦୩ ରୁ ୦୬.୫୦
  • ପ୍ରାତଃ ୦୭.୩୭ ରୁ ୦୯.୦୦
  • ଦିବା ୧୨.୨୦ ରୁ ୦୨.୪୨
  • ଦିବା ୦୪.୧୬ ରୁ ୦୫.୫୧
  • ସନ୍ଧ୍ୟା ୦୭.୨୮ ରୁ ୦୮.୫୩
  • ରାତ୍ରି ୦୧.୫୮ ରୁ ୦୮.୫୩

ଅଧିକ ପଢ଼ନ୍ତୁ: ଘରେ ରଖନ୍ତୁ ନାହିଁ ଏହି ପାଞ୍ଚଟି ବସ୍ତୁ, ହୋଇପାରେ ଅଶୁଭ

ଶୁଭ ସମୟ:

  • ଋାହୁକାଳ – ଦିବା ୧୦.୨୮ ରୁ ୧୧.୫୭
  • କାଳବେଳା – ଦିବା ୧୦.୨୮ ରୁ ୧୧.୫୭
  • ବାରବେଳା – ଦିବା ୦୯.୦୦ ରୁ ୧୦.୨୮
  • କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୫
Advertisment
Panchang
Advertisment
Advertisment