SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ପୂରଣ ହେବ ୪୪୨ SCO ପୋଷ୍ଟ୍। ଲିଖିତ ପରୀକ୍ଷା ଓ ସାକ୍ଷାରକାର ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ। ପ୍ରାର୍ଥୀ ମାସକୁ ୧ ଲକ୍ଷ ଟଙ୍କା ଦରମା ପାଇବେ।
ଇଚ୍ଛୁକ ପ୍ରାର୍ଥୀମାନେ SBI PO ପାଇଁ ଆବେଦନ କରିବାର ଥିଲେ, ଏହାର ଅଫିସିଆଲ ୱେବ୍ସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ ।
କେନ୍ଦ୍ର ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SBI ପ୍ରଥମ ସେପ୍ଟେମ୍ବରରୁ ବିଭିନ୍ନ ଆପ୍ରେଣ୍ଟିସ୍ ପୋଷ୍ଟ୍ ପାଇଁ ଆବେଦନ ୱିଣ୍ଡୋ ଖୋଲିଛି। ବିଭିନ୍ନ ଶିକ୍ଷାର୍ଥୀ ପଦବୀରେ ୬୧୬୦ ପଦବୀ ପୂରଣ ହେବ।
ଖାଲି ପଡ଼ିଥିବା ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ନିଯୁକ୍ତ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ତଥା ଆଶାୟୀ ପ୍ରାର୍ଥୀ SBIର ଅଫିସିଆଲ୍ ୱେବ୍ସାଇଟ୍- sbi.co.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ସ୍ପେଶାଲିଷ୍ଟ ଅଫିସର( Specialist Officer) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀ SBI ର ଅଫିସିଆଲ୍ ୱେବ୍ସାଇଟ୍- sbi.co.in କୁ ଯାଇ ଆବେଦନ କରିପାରିବେ।
ସ୍ପେସାଲିଷ୍ଟ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ SBI ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୧୭ଟି ପଦବୀ ପୂରଣ ହେବ। ଏନେଇ କୌଣସି ଲିଖିତ ପରୀକ୍ଷା ହେବ ନାହିଁ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି ।
ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ ଆଣିଦେଇଛି SBI । ତେବେ ମୋଟ ୮୬୮ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେମିତି କରିବେ ଆବେଦନ..
SBI ବିଜ୍ଞପ୍ତି ପ୍ରକାଶ କରିଛି। sco ପଦବୀରେ ନିଯୁକ୍ତି କରାଯିବ। କେବେ ଅଛି ଶେଷ ତାରିଖ, କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ..
SBI ରେ ବାହାରିଥିବା ୧୪୩୮ ପୋଷ୍ଟ୍ ପାଇଁ ଚାଲିଥିବା ଆବେଦନ ପ୍ରକ୍ରିୟା, ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଆସନ୍ତା ସପ୍ତାହରେ ଏହି ଆବେଦନ ପ୍ରକ୍ରିୟା ଶେଷ ହେବ। ଏଯାଏ ଆପଣ ଯଦି ଏହି ଆବେଦନ କରି ନାହାନ୍ତି ତେବେ ଶୀଘ୍ର କରି ନିଅନ୍ତୁ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ଭଲ ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ SBI ବିଜ୍ଞପ୍ତି ପ୍ରକାଶ କରିଛି। ୧,୪୩୮ ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
SBIରେ ସ୍ପେଶାଲିଷ୍ଟ କ୍ୟାଡର୍ ଅଫିସର୍ ପଦବୀ ପାଇଁ ଚାକିରି ବାହାରିଛି। ଏହି ନିଯୁକ୍ତି ରେଗୁଲାର୍ ବେସିସ୍ରେ କରାଯିବ। ଜାଣନ୍ତୁ କେତେ ଓ କେଉଁ ପଦବୀରେ ନିଯୁକ୍ତି ମିଳିବ ଓ କେବେ ଅଛି ଏହି ଆବେଦନର ଶେଷ ତାରିଖ।
ଆପଣ ଏସବିଆଇ(SBI)ରେ ଚାକିରି ଖୋଜୁଛନ୍ତି କି ? SBI ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଏସବିଆଇ ପକ୍ଷରୁ ସ୍ପେଶାଲ କ୍ୟାଡର ଅଫିସର (SCO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।
SBI ଖାଲି ପଡ଼ିଥିବା ୨,୦୫୬ଟି Probationary Officers (PO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ/ ଆଶାୟୀ ପ୍ରାର୍ଥୀ ଅକ୍ଟୋବର ୨୫ ସୁଦ୍ଧା ଅନ୍ଲାଇନ୍ରେ ଆବେଦନ କରିପାରିବେ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଆପଣ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ବେକାର ଯୁବକ ଯୁବତୀଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SBI ପକ୍ଷରୁ କଷ୍ଟର ସପୋର୍ଟ ଏଜକ୍ୟୁଟିଭ୍ ପଦବୀ ସହିତ ଅନ୍ୟାନ ପଦବୀ ଖାଲି ପଡିଛି । ଏହି ପଦବୀ ଗୁଡିକ ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଆବେଦନ କରିପାରିବେ ।