ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା ।
ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା ।
କଟକ ବିଜୁ ପଟ୍ଟନାୟକ ଛକରେ ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ।
ଅବହେଳିତ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡଖାଇ । ପୁନରୁଦ୍ଧାର ନେଇ ହେଉଛି ଯୋଜନା, ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ। ମେୟର କହିଲେ, ASI ନେଇଛି ଦାୟିତ୍ୱ, ବର୍ଷା ପରେ ହେବ କାମ ।
ବରପୁତ୍ରଙ୍କ ନାଁରେ ରେଭେନସାକୁ ନାମିତ କରିବାକୁ ଦାବି । ପୁରାତନ ଛାତ୍ର ନେତା ଓ ବୁଦ୍ଧିଜୀବିଙ୍କୁ ନେଇ ବୈଠକ ।
ମାମଲା ସହ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍ । ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ, ଖୋର୍ଦ୍ଧା- କଟକ ଓ ଗଞ୍ଜାମ ଜିଲ୍ଲାରେ ବେଶୀ ।
ଯମୁନା ଏବେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛି । ଘରେ ରୋଜଗାରିଆ କେହି ନଥିବାରୁ ବୃଦ୍ଧ ଜେଜେ ମାଆ ଓ ଜେଜେ ବାପା ମୂଲ ଲାଗିବା ସହ ଛେଳି ଚାଷ କରି ପରିବାର ଚଳାଉଛନ୍ତି ।
ଢେଙ୍କାନାଳ ହସ୍ପିଟାଲରେ ଗତକାଲି ଦୁଇ ଘଣ୍ଟାର ଚିକିତ୍ସା ପରେ ଆଇସିୟୁର ସୁବିଧା ନଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରିନଥିଲା । ଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।
ଦିନେ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା, ଆଉ ଆଜି ନିଜ ପରିଚୟ ଖୋଜି ହେଉଛି କଟକ ଇନ କଟକ ପାଭିଲିୟନ।
ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।
ପୋଲିସ ସହାୟତା ଲୋଡ଼ିଲେ ରେଭେନ୍ସା କର୍ତ୍ତୃପକ୍ଷ । ବିତର୍କ କମ୍, ବଢିଲା ଗୋଳିଆପାଣିରୁ ଫାଇଦା ନେବା ପ୍ରତିଯୋଗିତା ।
କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର।
ଅମୂଲ ମୂଲ ରସୁଣ, ସପ୍ତାହକରେ ୨ଶହ ବଢି ପହଞ୍ଚିଲାଣି ୪ଶହରେ । ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ମହଙ୍ଗା ସ୍ଥିତି ସୂଚନା ।
ଅଣଛାତ୍ରଙ୍କ ପ୍ରବେଶ ଅଭିଯୋଗ କରି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।
କଟକରୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ବିଜେଡି ସରକାର ଅମଳରେ ଜଣେ ଗେହ୍ଲା ଆଇପିଏସ୍ ବାବୁ ନିଜ ସୁବିଧା ଏଭଳି ଚକ୍ରାନ୍ତ କରିଥିବା ବିଜେପି ଆଣିଛି ଅଭିଯୋଗ।
କଟକରେ ଅବକାରୀ କମିଶନର ଅଫିସ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ । ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ୍, ଜରୁରୀ କାମ ପଡ଼ିଲେ ଆସେ ।
ଅକ୍ଟୋବର ୧୪ରେ ଭସାଣି ଅନୁଷ୍ଠିତ ହେବ । ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇପାରିବେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।
ବଢ଼ୁଛି ମାଟି ମୂର୍ତ୍ତିର ଚାହିଦା । ବିଘ୍ନ ବିନାଶକଙ୍କ ଆବାହନ ପାଇଁ ପ୍ରସ୍ତୁତି ଜୋରଦାର ।
ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।
ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କରୁଥିଲେ କ’ଣ ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବ ବିଷୟ କି ପଚାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କଟକ ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି ଅନାବରଣ ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ।
NCRBର ରିପୋର୍ଟରେ ଚିନ୍ତାଜନକ ତଥ୍ୟ । ବାର୍ଷିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ବଢ଼ିଛି ୪ ପ୍ରତିଶତ ।
କମ୍ ମାପର ତେଲ ଦେଇ ଠକିଛନ୍ତି ୩୭୦ ପେଟ୍ରୋଲ ପମ୍ପ । ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ ।
କଟକରୁ ବାଲେଶ୍ୱର, ବ୍ରହ୍ମପୁରରୁ ରାଉରକେଲା । ଜନ୍ମାଷ୍ଟମୀ ପାଇଁ ସବୁ ମନ୍ଦିରରେ ଭକ୍ତିମୟ ପରିବେଶ। ଏସବୁ ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ରାଧା କୃଷ୍ଣବେଶୀ ପିଲାଙ୍କ ଅଭିନୟ।