ସାଇବର୍ ଠକେଇର ସାଂଘାତିକ ରୂପ 'ସେକ୍ସଟର୍ସନ୍' । ନଗ୍ନ ଫଟୋ ଓ ଅଶ୍ଳୀଳ ଭିଡିଓକୁ ଅସ୍ତ୍ର କରୁଛନ୍ତି ଠକ । ବ୍ଲାକମେଲ୍ କରି କେବଳ ଲକ୍ଷ ଲକ୍ଷ ଟଙ୍କା ନୁହେଁ । ପରୋକ୍ଷରେ ଜୀବନ ବି ନେଉଛି ଏହି ରାକେଟ୍ । ଧମକଚମକ ଦେଇ ଟଙ୍କା ବା ବଟି ଆଦାୟକୁ କୁହାଯାଏ ଏକ୍ସଟର୍ସନ୍ ।
ଖେଳ ସାଜିଛି କାଳ । ଚାଇନିଜ୍ ମାଞ୍ଜା ସୂତାରେ ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ । କାହାର ହାତ ତ ପୁଣି କାହାର ବେକରେ ସୂତା ଲାଗି କଟିଯାଉଛି ।
ରାଲିରେ ବାଇକ ଉତ୍ପାତିଆଙ୍କୁ କମିଶନରେଟ ପୋଲିସର କଡା ଜବାବ । ବାଇକ୍ ସ୍ପିଡରରେ ଚଲାଇବା ସହ ଉଚ୍ଚ ଶବ୍ଦରେ ହର୍ନ ବଜାଇଲେ ବାଇକ ସିଜ ହୋଇପାରେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।