• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drinking Water

drinking water crisis
ବାଟ ହୁଡ଼ିଛି ବସୁଧା ସ୍କିମ୍; ସୂଚନା ଫଳକରେ ଡିଣ୍ଡିମ, ଦୂଷିତ ପାଣି ବ୍ୟବହାର କରୁଛନ୍ତି ଲୋକେ...

ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ ।

 Drinking water crisis
ମୁଣ୍ଡ ଉପରେ ଖରାଦିନ; କଟକରେ ଘାରିଲାଣି ପାନୀୟ ଜଳ ସଙ୍କଟ !

ରାସ୍ତା କଡ଼ରେ ପାନୀୟଜଳ ପ୍ରକଳ୍ପ। କେଉଁଠି ଟ୍ୟାପ ଭାଙ୍ଗି ଯାଇଛି ତ କେଉଁଠି ଟ୍ୟାପରେ ପାଣି ଆସୁନି। ଜରାଜୀର୍ଣ୍ଣ ଅବସ୍ଥାରେ ଅଚଳ ଥଣ୍ଡା ପାନୀୟଜଳ ପ୍ରକଳ୍ପ । 

Fluoride Water
ପାଣି ପିଇ ପଞ୍ଚାୟତସାରା ରୋଗିଣା; କାହାର ମେରୁଦଣ୍ଡ ବଙ୍କା ତ କାହାକୁ ଗ୍ରାସିଛି ଅକାଳ ବାର୍ଦ୍ଧକ୍ୟ

ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ।

Shortage of drinking water
ରାସ୍ତା-ନଳକୂପ ନାହିଁ ତ ଭୋଟ୍ ନାହିଁ

ଭୋଟ୍ ମାଗିଲା ବେଳକୁ ଆସି ରାସ୍ତା ତିଆରି କରିଦେବୁ । ନଳକୂପ ବସାଇଦେବୁ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଭୋଟ ସରିବା ପରେ ଆଉ କିଏ ପଚାରେ । ଆଉ ଗ୍ରାମବାସୀ ଯୋଉଠି ଥିଲେ ସେଇଠି । ସେଥିପାଇଁ ରାସ୍ତା-ନଳକୂପ ନାହିଁ ତ ଭୋଟ୍ ନାହିଁ । ଏପରି ନାରା ଦେଉଛନ୍ତି ଗ୍ରାମବାସୀ ।

Water Crisis
ଭୟଙ୍କର ସ୍ଥିତି: ଦିନକୁ ଘଣ୍ଟାଏ ପାଇଁ ବାହାରୁଛି ପାଣି !

ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ

Daily Market
ଟିକସ ନେଉଛନ୍ତି, ପାଣି ଟୋପାଏ ଦେଉନାହାନ୍ତି

ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ।

Water Issue
ନିର୍ବାଚିତ ପ୍ରତିନିଧି ସମସ୍ୟାର ସମାଧାନ ପାଇଁ ହାତ ଟେକିଦେଉଛନ୍ତି, ସେଇଠି ଲୋକଙ୍କ ଦୁଃଖ ବୁଝିବ କିଏ?

ନବୀନ ଓଡ଼ିଶାର ବିକାଶ କଣ ଜାଣନ୍ତିନି ଏମାନେ । ଭୁଗୋଳ ପୋଥିରେ ନାଁ ନଥିବା ଭଳି ନାନା ସମସ୍ୟାରେ ଦହଗଞ୍ଜ ହେଉଛି ଏ ମାଟିର ମଣିଷ । ପାଣି ଟୋପେ ପାଇଁ ଯେମିତି ହନ୍ତସନ୍ତ ଠିକ୍ ସେମିତି ପିଡିଏସ ଚାଉଳ ପାଇଁ ସେମିତି । କହିଲେ ବି କେହି ଶୁଣିବା ଲୋକ ଏଠି ନାହାନ୍ତି

Water scarcity
ଜଳ ଯନ୍ତ୍ରଣାରେ ଦହଗଞ୍ଜ ହେଉଛନ୍ତି କୋରାପୁଟ ପଟ୍ଟାଙ୍ଗି ବ୍ଲକ ଜିଲ୍ଲାଗୁଣ୍ଠାର ନିରିହ ଜନତା

ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲ୍ଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକ ଅନ୍ତର୍ଗତ ପେଟ୍ରୁ ପଞ୍ଚାୟତର ଜିଲ୍ଲାଗୁଣ୍ଠା ବାସୀଙ୍କ ପାଇଁ ପାନୀୟ ଜଳ ଦିବା ସ୍ଵପ୍ନ । ଜଳ ସଙ୍କଟ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ସମାସ୍ୟାର ସମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ, ବ୍ଳକ ପ୍ରଶାସନ ଠାରୁ ସ୍ଥାନୀୟ ବିଧାୟକଙ୍କ ଯାଏ ନେହୁରା ହୋଇଥିଲେ ମଧ୍ୟ ଏଯାଏ ସମସ୍ୟାର ସମାଧାନ ହୋଇନାହିଁ...

water scarcity
କାମ ଦେଉନି ପାନୀୟଜଳ ପ୍ରକଳ୍ପ

ପାଣି ନଥିବା ଗାଁ ତାମଳବନ୍ଧ...କାମ ଦେଉନି ପାନୀୟଜଳ ପ୍ରକଳ୍ପ

Water Scarity on Odisha
ପିଇବା ପାଣି ପାଇଁ ଡହଳ ବିକଳ ସ୍ଥିତି: ନଳକୂପ ଥାଇ ବି ପାଣି ବାହାରୁନି

ଗୋଟିଏ ପଟେ ସାରା ରାଜ୍ୟରେ ତାତି ବଢିବାରେ ଲାଗିଛି ଆଉ ତା’ସାଙ୍ଗକୁ ତାଳ ଦେଇ ବଢିଚାଲିଛି ପିଇବା ପାଣିର ସମସ୍ୟା।

water problem
ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ଜଳକଷ୍ଟ; ଦେଖାଦେଲାଣି ପିଇବା ପାଣି ସମସ୍ୟା

ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।

water problem
ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ଜଳକଷ୍ଟ; ଦେଖାଦେଲାଣି ପିଇବା ପାଣି ସମସ୍ୟା

ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।

Water Scarcity
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ, ତଥାପି ସ୍ଥିତି ସୁଧୁରୁନି ! ଏବେ ବି ଲୋକେ ଡହଳ ବିକଳ..

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଉଦେଶ୍ୟରେ । ହେଲେ ସ୍ଥିତି ସୁଦୁରୁନି ।

Tribals Deprived Of Safe Drinking Water In Balasore Village
ଏ କିଭଳି ବିକାଶ ! ନର୍ଦ୍ଦମାରୁ ପାଣି ପିଉଛନ୍ତି ଲୋକେ

ଯୋଜନା ଉପରେ ଯୋଜନା.. ଯୋଜନାର ଲମ୍ବା ଚିଠା ଆଉ ଡିଣ୍ଡିମ.. ହେଲେ ଓଡ଼ିଶା ଭଳି ରାଜ୍ୟର ଏ ହେଉଛି ବାସ୍ତବ ଚିତ୍ର.. ୨୦୨୨ ମସିହାରେ ମଧ୍ୟ ଆମ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ପିଇବା ପାଣି ଟୋପାଏ ପାଇପାରୁ ନାହାନ୍ତି..ଦେଖନ୍ତୁ ବାଲେଶ୍ୱର ଜିଲ୍ଲା ବାଘଆମ୍ପୁଡ଼ା ଗାଁରୁ ଏ ରିପୋର୍ଟ.