ମାନବିକତା ଭୁଲିଗଲା କଟକ ପ୍ରଶାସନ । ଯନ୍ତ୍ରୀଙ୍କ ଗଜବ ଡ୍ରେନ ପ୍ଲାନିଂ ପାଇଁ ଏକ ପରିବାର କାଟୁଛି ବନ୍ଦୀ ଜୀବନ । ଘରୁ ରାସ୍ତାକୁ ଆସିବାକୁ ସିଡି ଭରସା । ଏମିତି ଦୁର୍ଦ୍ଦଶା ଭିତରେ ଜୀବନ କାଟୁଛନ୍ତି କଟକ ୪୪ ନମ୍ବର ୱାର୍ଡ ଖାନ ନଗର ନିବାସୀ ଝରି ବେହେରାଙ୍କ ପରିବାର ।
କଟକ ସହରରେ ବାରମ୍ବାର ଡ୍ରେନ୍ ଦୁର୍ଘଟଣା ଘଟୁଥିବା ବେଳେ ଅଧିକାରୀଙ୍କ ଦାୟିତ୍ବହୀନତା ଏହାର କାରଣ ବୋଲି କୁହାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ସୁରକ୍ଷା ଉପକରଣରେ କେମିତି ଚାଲିଥିଲା ଡ୍ରେନ୍ ନିର୍ମାଣ।
ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଉ କେତେ ମୁଣ୍ଡ ଗଡ଼ିବା ପରେ ଚେତିବ BMC? ଗତକାଲି ୟୁନିଟ୍-୩ ମସଜିଦ ବସ୍ତିରେ ମୁକୁଳା ଡ୍ରେନରେ ପଡ଼ି ପୁଣି ଜଣେ ବାଳକର ମୃତ୍ୟୁ ଏବଂ ଗଲା ୭ ବର୍ଷ ଭିତରେ ୬ଟି ଅମୂଲ୍ୟ ଜୀବନ ଯିବା ପରେ ଏ ପ୍ରଶ୍ନ ଉଠିଛି।
ରାଜଧାନୀରେ ଆଉ କେତେ ମୁଣ୍ଡ ନେବ ମୁକୁଳା ଡ୍ରେନ୍ ? ଟିକିଏ ବର୍ଷା ହେଲେ, ଆଉ କେତେଦିନ ଯାଏଁ ବିପଦଶଙ୍କୁଳ ହୋଇ ଉଠୁଥିବ ଭୁବନେଶ୍ୱର ମହାନଗରୀ ?
ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା। ଆସୁଛି ମୌସୁମୀ ବର୍ଷା। ଚାରି ଆଡେ ବର୍ଷା ଜଳରେ ଜଳମଗ୍ନ ହେବ ସହର।