ଭୁବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ। ଆଜି ଭୋରରୁ ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କୁ ପୋଲିସ ଗିରଫ କରିଛି।
ଚନ୍ଦ୍ରଶେଖରପୁର ପୋଲିସ ସୌମ୍ୟଜିତଙ୍କୁ ପଚରାଉଚରା କରୁଛି ।
ପ୍ରଶ୍ନ ଉଠୁଛି, କାହିଁକି ଏତେ ଟଙ୍କାର ଋଣ କରିଥିଲ ଶ୍ୱେତା ?
ସୌମ୍ୟଙ୍କ ମାଆଙ୍କୁ ହ୍ୱାଟସଆପରେ ଶ୍ୱେତା ଦେଇଥିବା ମେସେଜ୍ ପାର୍ଟ-୨ ଏବେ ସାମନାକୁ ଆସିଛି। ଓଟିଭି ହାତରେ ଲାଗିଛି ସେହି ମେସେଜ। ଶ୍ୱେତା ଚାହୁଁଥିଲେ ସବୁକିଛି ସେଟେଲ୍ କରିବାକୁ। ତାଙ୍କ ପଇସା ସୌମ୍ୟ ଫେରାଇ ଦିଅନ୍ତୁ। ଏଥିପାଇଁ ସେ ବାରମ୍ବାର ସୌମ୍ୟଙ୍କ ମାଆଙ୍କୁ ମେସେଜ୍ କରୁଥିଲେ।
ପ୍ରଥମେ ଫୋନ କଲ ରେକର୍ଡିଂ, ପରେ ଡାଏରୀ ଆଉ ଏବେ ଶ୍ୱେତା-ସୌମ୍ୟଜିତ ସସପେନ୍ସର ପରଦା ହଟାଉଛି ହ୍ୱାଟ୍ସଆପ୍ ଚାଟ୍
ଯଦି ମୁଁ ଖରାପ ଥିଲି, ତାହାହେଲେ ବାକି ଝିଅ କଣ ଖରାପ ବୋଲି ସେ ପ୍ରଶ୍ନ କରିଛନ୍ତି।
ଭୁବନେଶ୍ୱର ଡିସିପି କହିଲେ ସୌମ୍ୟଜିତଙ୍କୁ ହୋଇଛି ପଚରାଉଚରା । ଶ୍ୱାସରୁଦ୍ଧରୁ ଶ୍ୱେତାଙ୍କ ମୃତ୍ୟୁ ନେଇ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ ।
ଭୁବନେଶ୍ୱରରେ ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପଚରାଉଚରା କରିପାରେ କମିଶନରେଟ ପୋଲିସ ।
ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ୨୭ ବର୍ଷିୟ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ପୋଲିସ ମାମଲା ରୁଜୁ କରିଛି। ସୌମ୍ୟଜିତଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିବା ବେଳେ ହାଜର ହେବା ପାଇଁ ସୌମ୍ୟଜିତଙ୍କୁ ନୋଟିସ କରିଛି।
ଏଯାଏଁ ମୁହଁ ଖୋଲୁନାହାଁନ୍ତି ନିଜେ ସୌମ୍ୟଜିତ୍ କି ତାଙ୍କ ପରିବାର।