ଝାରପଡା ଜେଲରେ ପୋଲିସର ରେଡ ଆଉ ତା ଭିତରୁ ଗଞ୍ଜେଇ ମିଳିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ଜେଲ ଡିଜି ।
ଖାଲି କ୍ରିମନାଲ ନୁହଁନ୍ତି ନିଶାଖୋରଙ୍କ ଆଡ୍ଡାସ୍ଥଳ ବି ଝାରପଡ଼ା ଜେଲ୍ । ଗ୍ୟାଙ୍ଗୱାର୍ ଘଟଣାରେ ରେଡ୍ ବେଳେ ମିଳିଲା ପୁଳା ପୁଳା ନିଶା ଦ୍ରବ୍ୟ। ଗଞ୍ଜେଇ ଓ ଚିଲମ ସହ ସେଲରେ ବିପୁଳ ନିଶାଦ୍ରବ୍ୟ ଦେଖି ଟେରା ପୋଲିସ। ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କୁ ଭୁବନେଶ୍ବର ଡିସିପିଙ୍କ ତାଗିଦ୍
ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର।
ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ।
ଜୀବନ ବଦଳାଇ ଦେଲା ଜେଲ୍ । ଗିରଫ ହୋଇ ଝାରପଡା ଜେଲ୍ରେ ରହିଲେ...ଏବେ RJ ତୁଷାର କହିଲେ ସମସ୍ତେ ଜାଣୁଛନ୍ତି...ଆଙ୍କରିଂଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି।
ଭୁବନେଶ୍ୱର ଉପକଣ୍ଠ ଜାମୁଝରୀରେ ନିର୍ମାଣ ହେବେ ହାଇ ସିକ୍ୟୁରିଟି ଜେଲ୍। ଝାରପଡ଼ା ଜେଲ୍ରେ କଏଦୀ ସଂଖ୍ୟା ବଢୁଥିବାରୁ ଜାମୁଝରୀରେ ୧୫୦ ଏକର ଜାଗାରେ ଏହି ଅତ୍ୟାଧୁନିକ ଜେଲ୍ ନିର୍ମାଣ କରାଯିବ।
ଭୁବନେଶ୍ୱର : ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳ ସାମନ୍ତ। କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ ତାର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ,ତାକୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି କମିଶନରେଟ୍ ପୋଲିସ। ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଗତକାଲି କଟକ ସ୍ଥିତ JMFC ରୁରାଲ କୋର୍ଟରେ ଆବେଦନ କରାଯାଇଛି। କଟକ ବିଜନ ପାଲ ହତ୍ୟା […]
ଭୁବନେଶ୍ୱର: ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ତଦନ୍ତ ପରେ ଜେଲ ଚିଫ୍ ୱାଡେନ୍ ସୁଦର୍ଶନ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ଜେଲ ବିଭାଗ…