• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Lady Cop Targeted By Miscreants In Bhubaneswar
ଭୁବନେଶ୍ୱରରେ ଆତଙ୍କରାଜ: ବିଚ୍‌ ରାସ୍ତାରେ ମହିଳା ପୋଲିସ୍‌ଙ୍କୁ ଗୋଡ଼ାଇଲେ,ଜୀବନ ବଞ୍ଚାଇବା ପାଇଁ...

ବିଚ୍ ରାସ୍ତାରେ ଭୁବନେଶ୍ୱରରେ ଜଣେ ମହିଳା ପୋଲିସ୍‌ଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। 

Doctor Subhashree Kar
ଯୁବ ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଲଭ୍-ସେକ୍ସ-ଧୋକ୍କା ଲିଙ୍କ୍ !

ବିଷକ୍ରିୟାରୁ ପ୍ରାଣହାନୀ ଚର୍ଚ୍ଚା, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ ।

Anganwadi
ରାଜଧାନୀରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁ ଗର୍ଜନ, ୮ଦଫା ଦାବିରେ ବିଶାଳ ରାଲି

ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ । ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଆଲୋଚନା ।

Odisha Politics
ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନା ! ବିଜେପିର ପ୍ରସ୍ତୁତ କରିଛି ଦୁଇ ସୂତ୍ରୀ ଫର୍ମୁଲା

ସବୁ ବୁଥ୍‌ରେ ସଂଗଠନ ମଜଭୁତ ଉପରେ ବି ଜୋର୍ । ସରକାର ଚଳାଉଛି କିଏ ? ନଡ୍ଡାଙ୍କ ପ୍ରଶ୍ନ ଲୋକଙ୍କ ପାଖେ ପହଞ୍ଚାଇବାକୁ ହେବ ପ୍ରୟାସ ।

Odisha Politics
ଏଣିକି ବର୍ଷେ ଯାଏଁ ମାଗଣା ଚାଉଳ, ୧ ଟଙ୍କା ବି ଦେବାକୁ ପଡ଼ିବନି

ମାସିକ ମୁଣ୍ଡପିଛା ମିଳିବ ୫ କେଜି ଚାଉଳ, ଖର୍ଚ୍ଚ ହେବ ୧୮୫ କୋଟି । ମୋଦି ଚାଉଳ ବନାମ ନବୀନ ଚାଉଳକୁ ନେଇ ତେଜିଲା ରାଜନୀତି ।

No Hoarding Zone
ହକି ବିଶ୍ୱକପ ପାଇଁ ନୋ ହୋର୍ଡିଂ ଜୋନ୍ ଘୋଷଣା କଲା ବିଏମସି

କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ।

MP Pratap Sarangi Refer To Bhubaneswar AIIMS
ଭୁବନେଶ୍ୱର AIIMSକୁ ରେଫର୍ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ସାମାନ୍ୟ ସୁସ୍ଥ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍‌ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି।

Vintage Car
ଏଣିକି ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି, ସରକାର ଆଣିଲେ ନୂଆ ନିୟମ

ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ ।

Bhartruhari Mahatab
ଦଳ ଉପରେ ଅସନ୍ତୁଷ୍ଟ କି ଭର୍ତ୍ତୃହରି; କେଉଁ ୪ ପ୍ରସଙ୍ଗରେ ଖୋଲିବେ ମୁହଁ ?

ବିଜେଡି ପ୍ରତିଷ୍ଠା ଦିବସରେ ଭର୍ତ୍ତୁହରିଙ୍କ ଅନୁପସ୍ଥିତିକୁ ନେଇ କଳ୍ପନାଜଳ୍ପନା ।

BJP
ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନରେ ଦଳ ଦୁର୍ବଳ

୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।

School Teacher
ବିନା କାରଣରେ ସ୍କୁଲ ଆସୁନଥିଲେ ଶିକ୍ଷକ, ଚାକିରିରୁ ବାହାର କଲେ ସରକାର

ମାଲକାନଗିରିରେ ଡ୍ୟୁଟି ଖିଲାପି ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗର ସମୁଚିତ ଶିକ୍ଷା । ବିନା କାରଣରେ ସ୍କୁଲ ଆସୁନଥିବା ୧୦ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ଡିଇଓ ।

Unemployment
ନିଯୁକ୍ତିର ନାଁ ଗନ୍ଧ ନାହିଁ, ଓଡ଼ିଶାରେ କିନ୍ତୁ ଧାଏଁ ଧାଏଁ ଖସୁଛି ବେକାରୀ ହାର

CMIE ସର୍ଭେ ରିପୋର୍ଟରେ ଆସିଛି ଗୋଲାପି ତଥ୍ୟ । ବିରୋଧୀ କହିଲେ ପ୍ରାୟୋଜିତ ରିପୋର୍ଟ, ଜବାବ ରଖିଲା ବିଜେଡି ।

Indigo official Abhisekh helps six month pregnant woman
Viral: ବିମାନ କର୍ମଚାରୀ ଅଭିଷେକଙ୍କ ମହାନତା; ଗର୍ଭବତୀଙ୍କ ପାଇଁ ସାଜିଲେ ରକ୍ଷକ

ଭୁବନେଶ୍ୱର ବିମାନ ବନ୍ଦରରେ ଫସିଯାଇଥିଲେ ମୁମ୍ବାଇର ପାର୍ଥ ଭାନୁଶାଲି। ତାଙ୍କ ପତ୍ନୀ ଗର୍ଭବତୀ ଥିଲେ। ବିମାନବନ୍ଦରରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା। ସେଠାରେ କୌଣସି ଔଷଧ ଦୋକାନ ନଥିଲା। ଦେବଦୂତ ହୋଇ ଆସିଲେ ବିମାନ କର୍ମଚାରୀ ଅଭିଷେକ। କଲେ ଏମିତି….

Odisha Hockey World Cup
‘ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବନି’

ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍ ମ୍ୟାଚ୍‌ର ଆୟୋଜନ ହେବ। ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବ ନାହିଁ।

Plus 2
ବଡ଼ ଖବର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ।

New Year Celebrations: Bhubaneswar DCP Appeal To People
ନୂଆବର୍ଷ ସେଲିବ୍ରେସନ୍: ମାନନ୍ତୁ ଏହିସବୁ ନିୟମ, ନହେଲେ ଅସୁବିଧାରେ ପଡ଼ିପାରନ୍ତି...

ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍‌ର କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡ଼ି ଚଲାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Mosquito
ମଶା ଦାଉରୁ ମୁକ୍ତି କେବେ ? BMC ମାନୁଛି ମଶା ମରା ତେଲ ନକଲି

ମଶା ତେଲ ନକଲି ନେଇ ପରୋକ୍ଷରେ ମାନିଲେ ମେୟର । କୁଆଡ଼େ ଗଲା ମଶାମରା ଡ୍ରୋନ୍, ଖୋଜୁଛନ୍ତି ଲୋକେ ।

Zero Night
ଜୋରଦାର ହେବ ସେଲିବ୍ରେସନ ! ଜିରୋ ନାଇଟ୍ ପାଇଁ ସବୁଠି ସଜବାଜ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।

Hockey India
ହକି ନାଁରେ ଇମେଜ୍ ବିଲ୍ଡିଂ କରୁଛନ୍ତି ନବୀନ, ଅଭିଯୋଗ ଆଣିଲେ ବିରୋଧୀ

ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରଚାର ପାଇଁ କି କସରତ୍ ?

IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।

IRTS Manoj Mishra
ମନୋଜ ମିଶ୍ରଙ୍କୁ ଅହେତୁକ ଅନୁକଂପା ଚର୍ଚ୍ଚା, ଇସ୍ତଫା ପରେ ପୁଣି ନିଯୁକ୍ତି

ପୁଣି ମିଳିଛି ଆଇଟି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି । ସେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ (IRTS) କ୍ୟାଡର୍ ଅଫିସର ।

Before Death Russia Tourist Pavel Antov Came To Bhubaneswar
ମୃତ୍ୟୁ ପୂର୍ବରୁ ଭୁବନେଶ୍ୱର ଆସିଥିଲେ ଋଷ୍‌ ପର୍ଯ୍ୟଟକ ପାଭେଲ୍‌

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

Zero night New Year party
ପାଖେଇ ଆସୁଛି ନୂଆବର୍ଷ ୨୦୨୩ : ୨ବର୍ଷର ନିରସତା ପରେ ଜମିବ ଜିରୋନାଇଟ୍

ଜିରୋ ନାଇଟକୁ ଫୁଲ୍ ଯୋଶରେ ପାଳିବାକୁ ତୟାର ଯୁବପୀଢ଼ି, ଟୁଇନସିଟିରେ ହୋଟେଲ୍ ଓ କ୍ଲବ ମାନଙ୍କରେ ପ୍ରସ୍ତୁତି ଚୂଡ଼ାନ୍ତ

By January 26 Odisha To Get 5G Services
Good News ! ! ! ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ମିଳିବ 5G ସେବା

ମାସେ ଭିତରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ ବୋଲି ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।