• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Row Over Odisha Bali Jatra
ବାଲିଯାତ୍ରା ବିବାଦ: ପ୍ରଶାସନର କାର୍ଯ୍ୟଶୈଳୀକୁ ସୌମ୍ୟ ବି କଲେ ସମାଲୋଚନା

ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

Sevayat Of Sri Lingaraj Temple Allegedly Stabbed
ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଛୁରାମାଡ଼

 ଶ୍ରୀ ଲିଙ୍ଗରାଜ ମନ୍ଦିର ସେବାୟତ ନବକୁମାର ନାୟକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଭାଇ ସୋମନାଥ ନାୟକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Cold Wave
ଥରିଲାଣି ଓଡ଼ିଶା ! କନ୍ଧମାଳରେ ୮.୪ ଡିଗ୍ରୀ ତାପମାତ୍ରା

ଗତ ୪ ଦିନ ହେଲା କୋରାପୁଟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ସେମିଳିଗୁଡା ସମେତ ସମଗ୍ର କୋରାପୁଟ ଜିଲ୍ଲା ଶୀତରେ ଥରୁଛି ।

Archana Nag
ମିଳିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର

ଏଣ୍ଡେଭର କାରର ଆଗ ଓ ପଛ ପଟେ ନମ୍ବର ପ୍ଲେଟ ନାହିଁ।

MLA Soumya Ranjan Patnaik
ସୌମ୍ୟଙ୍କ ଟାର୍ଗେଟ୍‌ରେ ଶାସନ ମୁଖିଆ..କହୁ କହୁ କହିଦେଲେ....!!

ଖାଲି ଏତିକି ନୁହେଁ ବରଂ ପାଖପାଖି ୪ ବର୍ଷ ହେଲାଣି ଷ୍ଟୁଡେଣ୍ଟ ଇଲେକ୍ସନ ହେଉନଥିବା କାରଣରୁ ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ଏମିତି କାହିଁକି ହେଉଛି?

Pet Dogs
ବିନା ଅନୁମତିରେ ଘରେ ରଖି ପାରିବେନି ପୋଷା ଜନ୍ତୁ: BMC

କେତେ ଯୁକ୍ତିଯୁକ୍ତ ବିଏମ୍‌ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ? ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

Soumyaranjan Pattnaik
ପୁଣି ସରକାରଙ୍କୁ ସୌମ୍ୟଙ୍କ ତେର୍ଚ୍ଛା ବାଣ ! ‘ଆଗକୁ ରାଜ୍ୟରେ ଦେଖାଦେବ ନେତୃତ୍ୱ ସଂକଟ’

ସୌମ୍ୟଙ୍କ ଏଭଳି ମନ୍ତବ୍ୟ ଏବେ ସରକାରୀ ଦଳରେ କମ୍ପନ ସୃଷ୍ଟି କରିଛି ।

Pet Guidelines
ରାଜଧାନୀରେ କୁକୁର ପାଳିଲେ ମାନିବାକୁ ପଡ଼ିବ ଏହିସବୁ ଗାଇଡଲାଇନ୍ସ, ନ ମାନିଲେ..

ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍‌ସି ।

Ambulance
୧୦୮ ସେବାର ଉଡୁଛି ଧଜ୍ଜିଆ, କିଏ କହୁଛି ଅସଭ୍ୟ କଥା, ତ କିଏ କରୁଛିି ଗାଳିଗୁଲଜ୍

୧୦୮କୁ ଦୈନିକ ଆସୁଛି ୭ ଶହରୁ ଅଧିକ ଫେକ୍ କଲ । ଏତଲା ସତ୍ତ୍ୱେ ଆକ୍ସନ ଶୂନ, ଚିନ୍ତାରେ ହେଲ୍ପ ଲାଇନ କର୍ମଚାରୀ ।

Archana Nag
କୁଆଡ଼େ ଗଲା କଷ୍ଟଲି ଏଣ୍ଡଭର ? ଅର୍ଚ୍ଚନାର ଦାମୀ କାର ଯିଏ ଲୁଚାଇବ ସେ ବି ଫସିବ...

କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।

Bull
ଓଃ କି କଷ୍ଟ ପାଉଛି ଏ ଷଣ୍ଢ ! ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଗଡ଼ିବ.. ଦେଖନ୍ତୁ ଭିଡିଓ

କିଛି ଯୁବକ ଖୁବ୍‌ ଚେଷ୍ଟା କରିଥିଲେ ଷଣ୍ଢକୁ ସେହି କଷ୍ଟରୁ ରକ୍ଷା କରିବା ପାଇଁ । କିନ୍ତୁ ତାହା ଏତେ ସହଜ ନଥିଲା ।

Former Indian ambassador Abasar Beuria passes away
ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଛି। ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ।

Padmapur
ନବୀନଙ୍କୁ ଅସତ୍ୟର ସୌଦାଗର କହିଲା ବିଜେପି, ନିର୍ବାଚନ ଆସିଲେ ଜିଲ୍ଲା କଥା ମନେପଡେ କହିଲା କଂଗ୍ରେସ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ।

Teachers Association Gherao Minister Samir Dash Residence
ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କଲେ ଶିକ୍ଷକ ସଂଘ

୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରୁନାହିଁ ବୋଲି ପ୍ରଶ୍ନ ଉଠିଛି। ୨୦୧୩ କଣ୍ଟ୍ରାକ୍ଟଚୁଆଲ୍‌ ନିୟମରେ ଆସୁଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି।

Padmapur Bypoll
ରୋଚକ ମୋଡ଼ରେ ପଦ୍ମପୁର ଫାଇଟ୍ ! ଚାଷୀ କାର୍ଡ ଖେଳୁଛନ୍ତି ଉଭୟ BJD-BJP

ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ ।

Odisha RWSS engineer in vigilance net
ଭିଜିଲାନ୍ସ ରେଡ୍‌ରୁ ଖୁଲାସା- ପ୍ରତିଦିନ ଘଣ୍ଟା ବଦଳାଉ ଥିଲେ ଏହି ସରକାରୀ ବାବୁ

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ରେଡ୍ ହୋଇଛି। 

Now read engg books in Odia
ଏଣିକି ଓଡ଼ିଆରେ ପଢ଼ିବେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ

ଭୁବନେଶ୍ୱରର ଜୟଦେବ ଭବନରେ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।

Girls Deadbody Found From Hostel Room In Bhubaneswar
ଭୁବନେଶ୍ୱରରେ ଚାଞ୍ଚଲ୍ୟ: ହଷ୍ଟେଲ୍‌ ରୁମ୍‌ରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ସୁଇସାଇଡ୍‌ ନୋଟ୍‌ ଜବତ

ଝୁଲନ୍ତା ଅବସ୍ଥାରେ ହଷ୍ଟେଲ୍‌ ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ ଜବତ କରାଯାଇଛି।

President Draupadi Murmu
୫୦ ବର୍ଷ ତଳର ସାଙ୍ଗଙ୍କୁ ଭେଟିଲେ, ସ୍କୁଲ ବେଳର ହଷ୍ଟେଲ ରୁମ୍‌ରେ ସମୟ କାଟିଲେ ମହାମହିମ

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।

Archana Nag
ଟେର୍‌ ପାଉନଥିଲା ପୋଲିସ, ରେଡ୍‌ର ଦିନକ ପରେ ଖଗେଶ୍ୱରକୁ ଧରିଲା ED

ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ଇଡି । କାଲି ଖଗେଶ୍ୱରଙ୍କ ଘର ଓ ସୋ ରୁମ୍‌ରେ ଚଢ଼ାଉ କରିଥିଲା ଇଡି ।

Archana Nag
ଅର୍ଚ୍ଚନାଙ୍କ ଘରେ ପଶିଲା ED, ମିଳିଲା ବଡ଼ ବଡ଼ିଆଙ୍କ ଲିଙ୍କ୍‌ ! ସମସ୍ତେ ସ୍କାନରରେ...

ବହୁ ବଡ଼ ବଡ଼ିଆଙ୍କ ସଂପୃକ୍ତିର ସୁରାଗ୍ ମିଳିଥିବାରୁ ଇଡି ସମସ୍ତଙ୍କୁ ସ୍କାନରରେ ରଖିଛି ।

ED Conducts Raid At Lady Blackmailer Archana Nag's House
ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ଘରେ ED ରେଡ୍‌

ହନିଟ୍ରାପ୍ କ୍ୱିନ୍‌ ତଥା ଲେଡି ବ୍ଲାକ୍‌ ମେଲର୍‌ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଟିମ୍‌ ଚଢ଼ଉ କରିଛି। ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣା ଘରେ ମଧ୍ୟ ଚଢ଼ାଉ ହୋଇଛି।