ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।
କମିଶନି ବ୍ୟବସ୍ଥାର ଗୁମର ଖୋଲିବାକୁ ନେଇ ବଢିଲା ଅଡୁଆ । ରାଜ୍ୟ ସରକାରଙ୍କ ଅଡୁଆ ବଢାଇଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ।
ସବୁ ବ୍ଲକ୍ରେ ଆନ୍ଦୋଳନ ପୂର୍ବରୁ କିଛି ସ୍ଥାନରେ ପଦ୍ମଦଳର ଟ୍ରେଲର । ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜେପି ସାଂସଦ ଅପରାଜିତା ।
ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।
୯ରୁ ୧୬ ପୋଜିସନ୍ ଲାଗି ଜାପାନ ସହ ଲଢ଼େଇକୁ ଅପେକ୍ଷା ।
ସବୁ ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଚେତାବନୀ ପତ୍ର । ଆବଶ୍ୟକ ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ।
ନିର୍ଯାତନା ଅସହ୍ୟ ହେବାରୁ ଭାଇ ଓ ସାଙ୍ଗ ସହ କରିଛି ମର୍ଡର ! ସିସିଟିଭି ଫୁଟେଜ୍ରୁ ଧରାପଡିଲେ ହତ୍ୟାକାରୀ ।
ଆପତ୍ତି ଉଠାଇଲେ କଳାକାର, ଯାତ୍ରା ଆୟୋଜକଙ୍କ ସ୍ୱାଗତ ।
୧୭ ଶହ ଗ୍ରାମ ସୁନା ଓ ୫ କେଜି ରୁପାରେ ନିର୍ମିତ କଳସ । ମାତ୍ର ୧୦ଲକ୍ଷ ଦାନ ଦେଇଛି କହିଲେ ନବ ଦାସ ।
ପୀଡ଼ିତ ପାଉଥିବା କ୍ଷତିପୂରଣରୁ କିଛି ପୋଲିସ, କିଛି ଓକିଲ ନେଇଯାଉଛନ୍ତି । ୨ ଲକ୍ଷ ଟଙ୍କାରୁ ପୀଡ଼ିତ ୫୦ ହଜାର ପାଇଲେ ବି ଖୁସି ହେଉଛି ।
ମଝି ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି।
ଅଶାଳୀନ ନୃତ୍ୟ ପରିବେଷଣ ନକରିବାକୁ ଯାତ୍ରା କମିଟିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି ଜାରି କରିଛି। ସାମାଜିକ ଓ ଧାର୍ମିକ ଭାବନା ଯେପରି କ୍ଷୂର୍ଣ୍ଣ ନହେବ ତା’ ଉପରେ ଧ୍ୟାନ ଦେବା ଲାଗି ଏହି ଏସ୍ଓପିରେ କୁହାଯାଇଛି।
ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।
ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍ଷ୍ଟଲେସନ୍ ଯୋଜନା ।
BRS ଫୋକସ୍ରେ ଚାଷୀ ଭୋଟ୍ । ହାଇଦ୍ରାବାଦରୁ ଆନ୍ଦୋଳନ ପରିଚାଳନା ହେଉଥିବା ପରୋକ୍ଷରେ ସ୍ୱୀକାର ।
ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍ ମାନୁଆଲ୍ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ।
ବିରୋଧୀ କହିଲେ ଚାଷୀ ମାରଣରେ ମାତିଛନ୍ତି ରାଜ୍ୟ ସରକାର । ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି କହିଲା ବିଜେଡି ।
କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ ।
କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ।
୪ ବର୍ଷ ହେଲା ଇ-ଡେସପାଚ୍ ଅଚଳ। ଅନ୍ଲାଇନ୍ରେ ପଠାଯାଉନି ବିଭାଗୀୟ ଚିଠି। ଏବେବି ଚାଲିଛି ହାତରେ ଫାଇଲ ଦେବା ନେବା କାମ। ଏଥିରୁ ମୁକ୍ତି ପାଇନି ଆଇଟି ବିଭାଗ।
ବିମାନକୁ ବାଟ ସାରା ବିପୁଳ ସମ୍ବର୍ଦ୍ଧନା, ଡାକୋଟାକୁ ୨୭ମାସ ଉଡ଼ାଇଥିଲେ ପ୍ରବାଦପୁରୁଷ
ଭାରତ-ୱେଲ୍ସ ମ୍ୟାଚ୍ର ଟିକେଟ୍କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ଏବେ ପ୍ରଶ୍ନ
କୁବେର ଅଧିକାରୀଙ୍କ ସମ୍ପତ୍ତି ଦେଖି ସିବିଆଇ ଅଧିକାରୀ ଜଳକା ।