• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Draupadi Murmu
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ମୁର୍ମୁ ।

Today President Draupadi Murmu To Visit Odisha
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି। 

Cold Wave
୧୨ରୁ ବଢ଼ିବ ଶୀତ; କୋରାପୁଟ ଓ କନ୍ଧମାଳରେ ସର୍ବାଧିକ ଥଣ୍ତା

ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି । 

Kidney Patient
କିଡନୀ ରୋଗୀଙ୍କୁ ଔଷଧ ନୁହେଁ, ବିଷ ଦେଉଛନ୍ତି ସରକାର!

ଔଷଧ ନିମ୍ନମାନର ବୋଲି ସରକାର ପୂର୍ବରୁ ସ୍ୱୀକାର କରିଥିଲେ ମଧ୍ୟ ରୋଗୀଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି । ତାହା ବି ବୁଝାପଡୁନି । କଂପାନୀଠାରୁ ମୋଟା ଅଙ୍କର କିକ୍‌ବ୍ୟାକ୍ ଖାଇ ସରକାରୀ ଅଧିକାରୀ ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉନାହାନ୍ତି ତ ?

Draupadi Murmu
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ! କାଲି ସ୍କୁଲ କଳେଜ ସବୁ ଅଧାରୁ ଛୁଟି

ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Chhadakhai
ଛାଡ଼ଖାଇ ବୋଲି ପ୍ରବଳ ଗହଳି, ଉଚ୍ଚା ରେଟ୍‌କୁ ବି ଖାତିର ନାହିଁ..!

କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।

Draupadin Murmu
ପୋଲିସ ଛାଉଣୀ ହେବ ରାଜଧାନୀ, ସରିଲା ଫୁଲ୍‌ଡ୍ରେସ୍‌ ରିହର୍ସଲ; ଦେଖନ୍ତୁ ଭିଡିଓ..

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ବ୍ୟାପକ ବନ୍ଦୋବସ୍ତ କାଲି ପୁରୀରେ ହେବ କାରକେଡ୍ ରିହର୍ସାଲ୍ ।

Tara bahinipati
ତାରାଙ୍କ ବିସ୍ଫୋରକ ବୟାନ ! ‘ବିଜେଡି ନେତା ଫଣ୍ଡିଂ କଲେ ବୋଲି କଂଗ୍ରେସର ଭୋଟ କମିଲା’

ପଦ୍ମପୁରରେ କଂଗ୍ରେସର ଭଲ ପ୍ରାର୍ଥୀ ଅଛନ୍ତି ବୋଲି ସେ କହିଛନ୍ତି । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Kidney Patients In Dharana For Medicine
କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଶୋଇଲେ ରୋଗୀ ଓ ସମ୍ପର୍କୀୟ 

କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍‌ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି।

Baliyatra
ବାଲିଯାତ୍ରାରେ ଦୁଲୁକିଲାଣି ମଞ୍ଚ, କୁଆଖାଇ ପଠାରେ ମନମୋହୁଛି ମୀନାବଜାର

ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପାଳନ କରିପାରିନଥିଲେ ଉତ୍କଳୀୟ ସମୃଦ୍ଧ ଐତିହାସିକ ଗାଥାକୁ ମନେ ପକାଇ ପାଳନ କରାଯାଉଥିବା ପରମ୍ପରାର ଏହି ପର୍ବ ।

Odisha Politics
ବିଜେଡିକୁ ଘାରିଲାଣି ବିଦ୍ରୋହୀ ଭୟ ! ରାଜୁ ସାଜିଲେ ଟ୍ରେଣ୍ଡ ସେଟର, ଅସନ୍ତୁଷ୍ଟଙ୍କୁ ମିଳିଲା ବଳ

ସବୁଠି ବିଦ୍ରୋହୀ ଥିବା କହି ବିଜେପି ଓ କଂଗ୍ରେସର ଆକ୍ଷେପ । ଶଙ୍ଖ ଶିବିରରେ ଛନକା ସତ୍ତ୍ୱେ ମାନିବାକୁ ନାରାଜ ବିଜେଡି ।

Padmapur Politics
ପଦ୍ମପୁର ପାଇଁ ବିଜେଡିର ପ୍ଲାନ୍‌ ଚେଞ୍ଜ, ବିଜେପି ବି ଆପଣାଇବ ବଡ଼ ଷ୍ଟ୍ରାଟେଜୀ

ପଦ୍ମପୁର ପାଇଁ ମଧ୍ୟ ଖୁବ ଶୀଘ୍ର ଓଡିଶା ଆସି ରଣନୀତି ପ୍ରସ୍ତୁତ କରିବେ ସୁନିଲ ବଂଶଲ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।

Lohia Academy
ପରାଗଠୁ ବଳିଗଲା ଗ୍ରହଣରେ ଖାଦ୍ୟ ଭକ୍ଷଣ ବିବାଦ ! ମାରପିଟ୍-ଠେଲାପେଲା-ଲାଠି ଚାର୍ଜ, ଦେଖନ୍ତୁ ଭିଡିଓ...

ଭୁବନେଶ୍ୱର, ବ୍ରହ୍ମପୁରରେ ହେତୁବାଦୀ-ପରଂପରାବାଦୀ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋହିଆ ଏକା଼ଡେମୀ ।

Lunar Eclipse
ମହାକାଶରେ ମହାଜାଗତିକ ଦୃଶ୍ୟ, ୨ଟା ୩୮ରେ ଲାଗିଲା ଗ୍ରହଣ; ଦେଖନ୍ତୁ ଭିଡିଓ...

ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ । ୬ଟା ୧୮ ମିନଟ୍‌ରେ ଗ୍ରହଣ ସର୍ବମୋକ୍ଷ  ।

Dhamnagar
କିଏ କରିଥିଲା ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ପାଇଁ ଲବି, କାହାର ଥିଲା ସ୍ୱାର୍ଥ ? ଏବେ ତାକୁ ଖୋଜୁଛି ଦଳ...

ବିଜେଡିକୁ ବୁମେରାଂ ହେଲା କି ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ? ଚର୍ଚ୍ଚାରେ ବିଜେଡି ବିଜୟ ଧାରାରେ କଳଙ୍କ ଲଗାଇଥିବା ନେତା ।

Baliyatra 2022
ଏଥର କ୍ଲିନ୍‌ ଆଉ ଗ୍ରୀନ୍‌ ହେବ ଐତିହାସିକ ବାଲିଯାତ୍ରା

ଚଳଚଂଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ । ପ୍ଲାଷ୍ଟିକ ମୁକ୍ତ ଯାତ୍ରା ପାଇଁ ହୋଇଛି ବନ୍ଦୋବସ୍ତ ।

Fraud
ପୋଲିସ ଚାକିରି କରାଇଦେବେ କହି ଦେଢ଼ କୋଟି ଟଙ୍କା ଠକି ନେଲେ

ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି ।

Happy Birth Day Virat Kohli
ନିଆରା ଢଙ୍ଗରେ କୋହଲିଙ୍କୁ ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ଶୁଭେଚ୍ଛା

ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ମହାନଦୀ ଜଳରାଶିରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ।

AIIMS
ସହାୟତା ଆଳରେ ରୋଗୀଙ୍କୁ ଠକୁଥିଲେ, ଶେଷରେ ବନ୍ଧା ହେଲେ

ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍‌। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍‌ ପାଳି।

Photo Journalist Rakesh Roul
ଫଟୋ ସାମ୍ବାଦିକଙ୍କୁ ତଳେ ପକାଇ ମାରିଲେ ପୋଲିସ ବାବୁ !

କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି  ।

Alcoholic
ନିଶା ଛଡ଼ାଇବାକୁ ଯାଉଛନ୍ତି ନିଶା ନିବାରଣ କେନ୍ଦ୍ର, ହେଲେ ଛାଡ଼ିଯାଉଛି ପ୍ରାଣ !

ଖଣ୍ଡଗିରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡଡିସ୍କ ଜବତ କରିବା ସହିତ ସେଠାକାର କିଛି କର୍ମଚାରୀ ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

Elephant Rescued From Bhubaneswar
ଉଦ୍ଧାର ପରେ ହାତୀକୁ କେଉଁଠି ଛାଡ଼ିବ ବନ ବିଭାଗ ? ବୁଲି ବୁଲି ହେଲାଣି ନୟାନ୍ତ..

କଂକ୍ରିଟ୍ ଜଙ୍ଗଲ ଭିତରକୁ ଭୁଲରେ ପଶି ଆସି ଆକ୍ତାମାକ୍ତା ହାତୀ ଦନ୍ତା ପାଇଁ ୨୪ ଘଣ୍ଟା ହେଲାଣି ନାକେଦମ୍ ବନ ବିଭାଗ ଓ ପୋଲିସ୍ ।

Dharmendra Pradhan
ନାଗଫାଶ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ଇଶାରା ପରେ ହଇଚଇ, ବଢ଼ିଲା ବିଜେଡି ନେତା-ମନ୍ତ୍ରୀଙ୍କ ହାର୍ଟବିଟ୍

ବିଜେପି କହିଲା ଖୋଲିବ ଶାସକ ଦଳର ମୁଖା । ସତ୍ୟାସତ୍ୟ ପଦାକୁ ଆସିବା ଦରକାର କହିଲା କଂଗ୍ରେସ ।

Archana Nag
ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ପେଡ଼ି ଖୋଲିବ ଇଡି, ଧରାପଡ଼ିବ କିଏ ଦେଇଥିଲା କେତେ ଟଙ୍କା ?

ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ବି କରାଯାଉଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି ।

Youth Allegedly Killed In De Addiction Centre In Bhubaneswar
ନିଶା ଛଡ଼ାଇବା ନାଁରେ ଜୀବନ ନେଇଗଲେ ! ମର୍ଡର ପରେ ଆକ୍ଟିଂ...

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ୩ ଦିନ ପୂର୍ବେ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।