/odishatv-khabar/media/post_attachments/uploadimage/library/16_9/16_9_0/s_1676697343.jpg)
High security jail to come up on Bhubaneswar outskirts
ଭୁବନେଶ୍ୱର ଉପକଣ୍ଠ ଜାମୁଝରୀରେ ନିର୍ମାଣ ହେବେ ହାଇ ସିକ୍ୟୁରିଟି ଜେଲ୍। ଝାରପଡ଼ା ଜେଲ୍ରେ କଏଦୀ ସଂଖ୍ୟା ବଢୁଥିବାରୁ ଜାମୁଝରୀରେ ୧୫୦ ଏକର ଜାଗାରେ ଏହି ଅତ୍ୟାଧୁନିକ ଜେଲ୍ ନିର୍ମାଣ କରାଯିବ। ଏଠାରେ ୨ରୁ ୩ ହଜାର କଏଦୀ ରହିବାର ସୁବିଧା ରହିବ।
Advertisment
କଏଦୀଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ବିଷୟରେ ଶିକ୍ଷା ଦେବାକୁ ଜେଲ୍ରେ ସୁବିଧା ଉପଲବ୍ଧ ରହିବ। ଝାଡପଡ଼ା ଜେଲ୍ର କ୍ଷମତା ୯୯୦ ଥିବାବେଳେ, ସେଠାରେ ୧୧ ଶହ ୫୦ ଅନ୍ତେବାସୀ ରହୁଛନ୍ତି। ଏଣୁ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ହାଇ ସିକ୍ୟୁରିଟି ଜେଲ୍ର ନିର୍ମାଣ କରାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)